• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

Proprietor Abhimanyu Maharana by Proprietor Abhimanyu Maharana
June 30, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
Historic Milestone : Dhamra Port Sets Double National Record in Dry Bulk Cargo
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଭାରତର ସାମୁଦ୍ରିକ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରି ଧାମରା ପୋର୍ଟ ୩୦ ଜୁନ ୨୦୨୬ରେ ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ପୂର୍ବ ଜାତୀୟ ରେକର୍ଡକୁ ଭଙ୍ଗ କରିଛି । ପୋର୍ଟ କେବଳ ୨୪ ଘଣ୍ଟା ମଧ୍ୟରେ ୧,୩୨,୩୬୫ ମେଟ୍ରିକ୍ ଟନ୍ କାର୍ଗୋ ଅନ୍‌ଲୋଡ୍ କରି ବିଶ୍ୱସ୍ତରୀୟ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛି । କ୍ୱିନ୍ସଲ୍ୟାଣ୍ଡ, ଅଷ୍ଟ୍ରେଲିଆରୁ ଟାଟା ଷ୍ଟିଲ ପାଇଁ ଆସିଥିବା ୧,୬୫,୨୮୩ ଏମ୍‌ଟି ଟନ୍ କୋକିଂ କୋଇଲା ବହନ କରୁଥିବା କେପ୍‌-ସାଇଜ୍ ଜାହାଜ ଏମ୍‌ଭି ଏଏସ୍‌ଏଲ୍ ଓଟିଏସ୍‌ଏଲ୍‌୨ ର ଅନ୍‌ଲୋଡିଂ ସମୟରେ ହାସଲ କରାଯାଇଥିଲା ।

ବର୍ଥ-୨ରେ ଏହି ଏକକ ବର୍ôଥଂ ସମୟରେ ପୋର୍ଟ ପରିଚାଳନା ଦଳ ଦୁଇଟି ପୃଥକ ଜାତୀୟ ରେକର୍ଡ ସ୍ଥାପନ କରିଛି । ପ୍ରଥମତଃ, ପୋର୍ଟ ପ୍ରଥମ ୨୪ ଘଣ୍ଟାରେ ୧,୩୨,୩୬୫ ଏମ୍‌ଟି କାର୍ଗୋ ଅନ୍‌ଲୋଡ କରି ପୂର୍ବରୁ ଏମ୍‌ଭି ପତ୍ରଗ୍ୟାସ୍ ଦ୍ୱାରା ସ୍ଥାପିତ ୧,୨୭,୮୬୭ ଏମ୍‌ଟି ଟନ୍‌ର ଜାତୀୟ ରେକର୍ଡକୁ ଅତିକ୍ରମ କରିଛି । ଦ୍ୱିତୀୟତଃ, ୧.୬୫ ଲକ୍ଷ ମେଟ୍ରିକ ଟନ୍‌ର ସମ୍ପୂର୍ଣ୍ଣ କାର୍ଗୋକୁ ମାତ୍ର ୩୮ ଘଣ୍ଟା ମଧ୍ୟରେ ଅନ୍‌ଲୋଡ୍ କରି ପୋର୍ଟ ସବୁଠାରୁ ଦ୍ରୁତ ମଲ୍ଟି-ଗ୍ରେଡ୍ କାର୍ଗୋ ଟର୍ଣ୍ଣଆରାଉଣ୍ଡର ମଧ୍ୟ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛି । ଡ୍ରାଏ କାର୍ଗୋ ହେତୁ ଏହି ସଫଳତା ସମ୍ଭବ ହୋଇପାରିଲା ।

ଷ୍ଟିମ୍ କୋଇଲା ତୁଳନାରେ କୋକିଂ କୋଇଲା ଏକ ଅଣ-ମୁକ୍ତ ପ୍ରବାହୀ (ନନ୍‌-ଫ୍ରି ଫ୍ଲୋଇଂ) ପଦାର୍ଥ ହୋଇଥିବାରୁ ଏହାର ଅନ୍‌ଲୋଡିଂ ଅତ୍ୟନ୍ତ ଜଟିଳପୂର୍ଣ୍ଣ । ଏମ୍‌ଭି ଏଏସ୍‌ଏଲ୍ ଓଟିଏସ୍‌ଏଲ୍‌୨ ଗୁନିଏଲା ଏବଂ ପିସିଆଇ ଭଳି ଦୁଇଟି ଭିନ୍ନ ଗ୍ରେଡ୍‌ର କୋକିଂ କୋଇଲା ବହନ କରୁଥିଲା । ଏହି ଦୁଇଟି ଗ୍ରେଡ୍‌କୁ ରେକର୍ଡ଼ ସମୟ ମଧ୍ୟରେ ସଫଳତାର ସହ ପୃଥକ ଭାବେ ଅନ୍‌ଲୋଡ଼ କରିବା, ଟାଟା ଷ୍ଟିଲ ପାଇଁ ଜିରୋ ପ୍ରଦୂଷଣ ସୁନିଶ୍ଚିତ କରିବା ଏବଂ ଶକ୍ତ ଗ୍ରେଡ୍‌-ଭିତ୍ତିକ ପୃଥକୀକରଣ ସହ ସୁନିୟୋଜିତ ୟାର୍ଡ ପରିଚାଳନା କରିବା ପୋର୍ଟର କାର୍ଯ୍ୟକୁଶଳତାର ଉତ୍କୃଷ୍ଟ ଉଦାହରଣ ପାଲଟିଛି ।

ଏହି ଅବସରରେ ଡିପିସିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଦେବେନ୍ଦ୍ର ଠକର କହିଛନ୍ତି ଯେ, ଏହି ସଫଳତା ପୋର୍ଟର ଦକ୍ଷ ଦଳଗତ କାର୍ଯ୍ୟ, ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାର ପ୍ରତିଫଳନ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ପାଇଁ ସେ କୃତଜ୍ଞତା ଜଣାଇଥିଲେ । ଏହି ମାଇଲଖୁଣ୍ଟ ପୂର୍ବ ଉପକୂଳର ପ୍ରମୁଖ ସାମୁଦ୍ରିକ ପ୍ରବେଶ ଦ୍ୱାର ଭାବେ ଧାମରା ପୋର୍ଟର ସ୍ଥିତିକୁ ଆହୁରି ସୁଦୃଢ କରିଛି । ଅତ୍ୟାଧୁନିକ ଯାନ୍ତ୍ରିକ ଭିତ୍ତିଭୂମି ଏବଂ ଗଭୀରତମ ପୋର୍ଟ ଭାବେ ନିଜର କ୍ଷମତା ବୃଦ୍ଧି କରୁଅଛି । ୨୦୩୦ ସୁଦ୍ଧା ୧୦୦ ମିଲିୟନ ଏମ୍‌ଟି (୧୦୦ ଏମ୍‌ଏମ୍‌ଟି) ବାର୍ଷିକ କାର୍ଗୋ ପରିଚାଳନା କ୍ଷମତା ହାସଲ କରିବା ଦିଗରେ ପୋର୍ଟ ଦୃଢତାର ସହ ଆଗେଇ ଚାଲିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

June 30, 2026
ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version