• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ

Proprietor Abhimanyu Maharana by Proprietor Abhimanyu Maharana
June 20, 2026
in ଓଡ଼ିଶା, କଟକ, ହୋମ୍
0
ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ
Share on FacebookShare on TwitterWhatsapp

କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଭୁବନେଶ୍ଵର ଉପକଣ୍ଠ ପାହାଳ ଥାନା ଅନ୍ତର୍ଗତ ଭୀମପୁରଠାରେ ଜଣେ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା। ଆଜି ସକାଳେ ଲୋକେ ଅନନ୍ତପୁର ଠାରେ ଏକ ମୃତ ଦେହ ବନ୍ଧ ତଳେ ପଡିଥିବାର ଦେଖିବାକୁ ପାଇଥିଲେ । ଏହି ହତ୍ୟା ଘଟଣାରେ ଜଡିତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ ଦାବୀରେ ସ୍ଥାନୀୟ ଉତ୍ୟକ୍ତ ଜନତାଙ୍କ ଦ୍ବାରା ଫୁଲନଖରା – ନିଆଳି ୬୦ ନମ୍ୱର ରାଜ୍ୟ ରାଜପଥର ଅନନ୍ତପୁର ଠାରେ ରାସ୍ତା ଅବରୋଧ କରାଯାଇଥିଲା , ପୋଲିସ ପକ୍ଷରୁ ଅବରୋଧକାରୀଙ୍କୁ ବୁଝା ସୁଝା କରି ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା,ପୋଲିସ ପକ୍ଷରୁ ସବବ୍ୟବଛେଦ ପାଇଁ ଡାକ୍ତଖାନକୁ ପଠାଇବା ସହ ତଦନ୍ତ ଚଳାଇଛି ।

ମୃତ ଯୁବକଙ୍କ ନାମ ପ୍ରଭାତ କୁମାର ବେହେରା,ଘର ପାହାଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଅନନ୍ତପୁର ଗ୍ରାମର ବୋଲି ଜଣାପଡିଛି। ମୃତ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଟେନିସ ପାତ୍ର ଏବଂ ତାଙ୍କ ଭାଇଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ରହିଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ ଦାବିରେ ଫୁଲନଖରା ନିଆଳୀ ରାସ୍ତା ଅବରୋଧ କରଯାଇଥିଲା। ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ଵୁଝା ଶୁଝା କରିବା ସତ୍ତ୍ୱ ଲୋମାନେ ଯିଦିରେ ଅଟକ ଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା କାଣ୍ଡ ଘଟିଥିବା ମୃତ ପ୍ରଭାତଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ରାତ୍ର ୧୨ ଟା ପରେ ତାଙ୍କ ପୁଅ ପ୍ରଭାତ ଘରେ ଶଇଥିବାବେଳେ ତାଙ୍କୁ ଗାଡି ମାଲିକ ଟେନିସ ପାତ୍ର ଘରୁ ଡାକି ନେଇ ଥିଲେ । ସେ ଘରକୁ ଫେରି ନ ଥିଲା।ଆଜି ସକାଳେ ଅନନ୍ତପୁର ଠାରେ ପ୍ରଭାତ ମରିପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ। ଏହା ଅମାନୁଷିକ ଭାବେ ପିଟି ପିଟି ହତ୍ୟା କରାଯାଇଛି ବୋଲି ଜଣାପଡିଛି। ମୃତ ପ୍ରଭାତଙ୍କ ମା, ଅଭିଯୋଗ କରିଛନ୍ତି ଯେ ତାଙ୍କ ସାଙ୍ଗ ଟେନିସ ପାତ୍ର ଦିନରେ ବହୁ ଥର ଘରକୁ ଆସି ବାହାରକୁ ଯିବା ପାଇଁ ଡାକି ଥିଲେ କିନ୍ତୁ ମୋ ପୁଅ ପଦାକୁ ଯାଇ ନ ଥିଲା ଗତ କାଲି ରାତିରେ ପୁଣି ସେମାନେ ଆସି ଘରୁ ମୋ ପୁଅକୁ ଡାକି ଏପରି ପିଟି ପିଟି ନିର୍ମମ ଭାବେ ମାରି ହତ୍ୟା କରିଛନ୍ତି ବୋଲି ତାଙ୍କ ମାଆ କାନ୍ଦି କହିଛନ୍ତି ।

ଅପରାଧୀମାନଙ୍କୁ ତୁରନ୍ତ ଗିରଫ ଏଵଂ ତାଙ୍କ ପରିବାରଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି ତାଙ୍କ ପରିବାର । ଗତ କିଛି ମାସକ ତଳେ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ସୌମ୍ୟରଂଜନ ସ୍ବାଇଁଙ୍କୁ ଯେପରି ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା । ତାହା ଲୋକମାନକ ମନରୁ ଲିଭିନଥିବାବେଳେ ଗତ କାଲି ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମର ପ୍ରଭାତ କୁମାର ବେହେରାଙ୍କୁ ସେହିପରି ନିର୍ମମ ଭାବେ ହତ୍ୟା କରାଯାଇଛି , ସେଥି ନେଇ ସମଗ୍ର ଅଞ୍ଚଳ ସମେତ ରାଜ୍ୟରେ ଏବେ ଦୁଃଖର ଛାୟା ଖେଳିଯାଇଛି । ଏହି ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଭିନ୍ନ ମହଲରେ ଦାବୀ କରାଯାଇଅଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Odisha’s youth will be skilled in green energy and solar technology along with creating employment opportunities-another step in that direction.

Odisha’s youth will be skilled in green energy and solar technology along with creating employment opportunities-another step in that direction.

October 7, 2026
Ranpur – SUBHADEV  ENTERPRISES  (dishtv)

Ranpur – SUBHADEV  ENTERPRISES  (dishtv)

October 7, 2026
Taneira reimagines ‘Solah Shringaar’ for the modern Indian woman with its new Diwali campaign

Taneira reimagines ‘Solah Shringaar’ for the modern Indian woman with its new Diwali campaign

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

VeDakshata : Creating Pathways to Livelihood for Rural Youth

October 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Odisha’s youth will be skilled in green energy and solar technology along with creating employment opportunities-another step in that direction.

Odisha’s youth will be skilled in green energy and solar technology along with creating employment opportunities-another step in that direction.

October 7, 2026
Ranpur – SUBHADEV  ENTERPRISES  (dishtv)

Ranpur – SUBHADEV  ENTERPRISES  (dishtv)

October 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version