ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ସମାଜସେବା ପାଇଁ ଗଜପତି ଜିଲ୍ଲାର ଶିକ୍ଷକ କିଶୋର ଚନ୍ଦ୍ର ଦାସଙ୍କୁ ପୁନେରେ ସମ୍ମାନୀତ କରାଯାଇଥିବା ସୂଚନା ମିଳିଛି. ମହାରାଷ୍ଟ୍ର ରାଜ୍ୟର ପୁନେ ସହରର ହୋଟେଲ ନିଉ ମୋଶୀ ଗ୍ରାଣ୍ଡ ଠାରେ ଥିବା ସମ୍ମିଳନୀ କକ୍ଷରେ ଶ୍ରୀ ଦାସଙ୍କୁ ସମ୍ମାନୀତ କରାଯାଇ ମୁମେଣ୍ଟ ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଛି. ଏହି ସମାବେଶରେ ଭାରତୀୟ ଆୱାର୍ଡ କାଉନସିଲ ପ୍ରତିଷ୍ଠାତା ଡ଼କ୍ଟର ଅନୁ କ୍ରିଷ୍ଣାଙ୍କ ସମେତ ମୁଖ୍ୟ ଅତିଥି ଭାବେ ଅଧକ୍ଷ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ,















