ଜଗତସିଂହପୁର ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଜଗତସିଂହପୁର ଥାନା ଅନ୍ତର୍ଗତ ବିରିଡି ବ୍ଲକ କୁଳକଇଜଙ୍ଗl ଗ୍ରାମର ବୀରବର ବେହେରାଙ୍କ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା 2 ଜଣ ଫେରାର ଅଭିଯୁକ୍ତଙ୍କୁ ମଙ୍ଗଳବାର କାରାଦଣ୍ଡ ରାୟ ଜଗତସିଂହପୁର ଜିଲ୍ଲା ଦୌରାଜଜ ଆଦେଶ ଶୁଣାଇ ଛନ୍ତି l ଏହି ଘଟଣାରେ ମୋଟ 5 ଜଣ ଅଭିଯୁକ୍ତ ରହିଥିଲେ l ସେମାନଙ୍କ ମଧ୍ୟରୁ 3 ଜଣ ସେହି ଗ୍ରାମର ଲଶୁକଦେବ ବେହେରା, ନରେନ୍ଦ୍ର ଦାସ, ଉମେଶ ବେହେରା ଆଜୀବନ ସଜା କାଟୁଛନ୍ତି ହେଲେ ବେଲେ ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି l

ମାତ୍ର ଅନ୍ୟ 2 ଜଣ ଅଭିଯୁକ୍ତ ବସୁଦେବ ବେହେରା ଓ ନୂଆପାରୀ ଗ୍ରାମର ଗୌରାଙ୍ଗ ମହାନ୍ତି ଫେରାର ଥିବାରୁ ସେମାନଙ୍କ ବିରୁଦ୍ଧରେ ରାୟ ପ୍ରକାଶ ପାଇ ନଥିଲା ମଙ୍ଗଳବାର ଉଭୟଙ୍କ ବିରୁଦ୍ଧରେ ହତ୍ୟା କାଣ୍ଡର ରାୟ ପ୍ରକାଶ ପାଇବା ପରେ ସେମାନଂକୁ ଜେଲକୁ ପଠାଇ ଦିଆଯାଇଛି l ଦୀର୍ଘ 27 ବର୍ଷ ହେବ ଏହି ଫେରାର ଆସାମୀ ମାନଂକୁ ଧରି ନପାରିବା ପୁଲିସ ପାରିବା ପଣିଆକୁ ସୂଚିତ କରୁଛି 1999 ମସିହା ଜାନୁଆରୀ 14 ତାରିଖରେ ବିରିଡି ହାଟ ପାଖ ପଡିଆରେ ରାତ୍ର ସମୟରେ 5 ଜଣ ବିଭିନ୍ନ ମାରଣା ଅସ୍ତ୍ର ଧରି ବୀରବର କୁ ହତ୍ୟା କରିଥିଲେ ଫଳରେ ତାଙ୍କର ମୁର୍ତ୍ୟୁ ହୋଇଥିଲା l