ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗଜପତି ଜିଲ୍ଲା ଆର,ଉଦୟଗିରି ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ୧୮ କୁଇଣ୍ଟାଲ ଭାଗ ସହ ଏକ ପିକଅପ୍ ଭ୍ୟାନ ଜବତ କରିଛି ଅବକାରୀ ବିଭାଗ । ସୁଚନା ପ୍ରକାରେ ଜିଲ୍ଲା ଅଧିକ୍ଷକଙ୍କ ନିର୍ଦେଶ କ୍ରର୍ମେ ଏକ ବିଶେଷ ସୁତ୍ରରୁ ଆର,ଉଦୟଗିରି ଅବକାରୀ ୱଆଇସି ସହ ଷ୍ଟାପ ଧରି ମହେନ୍ଦ୍ରଗଡ ଠାରେ ଥିବା ନୟାରା ପେଟ୍ରଲ ପମ୍ପ ନିକଟରେ

ବିଭାଗ ତରଫରୁ ପେଟ୍ରୋଲିଂ କରିଥିବା ବେଳେ ଛେଳାଗଡ ଅଞ୍ଚଳରୁ ସିଆଲିଲଟି ଦେଇ ବ୍ରହ୍ମପୁର କୁ ଏକ ଅଶୋକ ଲିୟଲାଣ୍ଡ OD02 BK 4993 ନାମକ ଏକ ପିକ୍ଅପ୍ ଭ୍ୟାନ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗାଡିକୁ ଯାଞ୍ଚ କରିଥିଲେ ସେଥିରେ ଭାଙ୍ଗ ଥିଲ ।















