• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବ୍ରାହ୍ମଣ ଝରିଲୋସ୍ଥିତ ଚୋରା ଗ୍ୟାସ ଗୋଦାମ ଉପରେ ପୋଲିସର ଚଢାଉ : ଶହେରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ, ଦୁଇ ଅଟକ

Proprietor Abhimanyu Maharana by Proprietor Abhimanyu Maharana
April 26, 2026
in ଓଡ଼ିଶା, କଟକ, ହୋମ୍
0
ବ୍ରାହ୍ମଣ ଝରିଲୋସ୍ଥିତ ଚୋରା ଗ୍ୟାସ ଗୋଦାମ ଉପରେ ପୋଲିସର ଚଢାଉ : ଶହେରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ, ଦୁଇ ଅଟକ
Share on FacebookShare on TwitterWhatsapp

କଟକ  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- କଟକ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ଠାରେ ଥିବା ଏକ ଚୋରା ଗ୍ୟାସ ଗୋଦାମ ଘର ଉପରେ ପୋଲିସ ଆଜି ସକାଳୁ ଚଢାଉ କରିବା ସହିତ,ଶହରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ କରି ୨ ଜଣଙ୍କୁ ଅଟକ ରଖି , ଗୋଦାମ ଘରକୁ ସିଲ୍ କରିଛି ସଦର ପୋଲିସ। ପ୍ରକାଶ ଯେ ଫୁଲନଖରା ନିଆଳି ୬୦ ନମ୍ବର ରାଜ୍ୟ ରାଜ୍ୟ ପଥର ବ୍ରାହ୍ମଣ ଝରିଲୋ ନିକଟ ପାର୍ଶ୍ୱରେ ଖୁଲମ୍ ଖୁଲା ଚାଲିଥିଲା ଚୋରା ଗ୍ୟାସ କାରବାର ।

ଆଜି ସକାଳୁ ଖବର ପାଇ ସଦର ପୋଲିସ ଚୋରା ଗ୍ୟାସ ଗୋଦାମ ଘର ଉପରେ ଚଢ଼ାଉ କରି ଘରୁ ସହେରୁ ଉର୍ଦ୍ଧ୍ ଗ୍ୟାସ ସିଲିଣ୍ଡର ଜବତ କରିଛି । ଏଠାରେ ଜାଲିଆତି କରି ଗ୍ୟାସ ଭର୍ତି ସିଲିଣ୍ଡର ରୁ ଫାଙ୍କା ସିଲିଣ୍ଡରକୁ ଟ୍ରାନ୍ସଫର କରାଯାଉଥିଲା ଗ୍ୟାସ । ଏହି ଚୋରା ଗ୍ୟାସ ସିଲିଣ୍ଡରରେ ବ୍ୟବହୃତ ମେସିନ, ଏବଂ ପାଇପକୁ ପୋଲିସ ଜବତ କରିବା ସହ ଗୋଦାମକୁ ସିଲ୍ କରିଚ୍ଛି । ଗତ ଦୁଇ ଦିନ ତଳେ ଏହି ସଦର ଥାନା ଅଞ୍ଚଳର ଗଙ୍ଗେଶ୍ୱର୍ ଅଞ୍ଚଳରୁ ସଦର ପୋଲିସ ଚଢାଉ କରି ୫୫୨ ଟି ଚୋରା ଗ୍ୟାସ ସିଲିଣ୍ଡର୍ ଜବତ କରିଥିବାବେଳେ ଆଉ ଏକ ଚୋରା ଗ୍ୟାସ ଗୋଦାମ ଠାବ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ସରକାର ତଥା ପ୍ରଶାସନ ଯେତେ ସଜାଗ ରହିଲେ ମଧ୍ୟ ମୁନାଫା ଖୋର୍ ବ୍ୟବସାୟୀ ମାନେ ବିଭିନ୍ନ ଉଦ୍ୟମରେ ଚୋରା ବ୍ୟବସାୟ ଜାରି ରଖି ଛନ୍ତି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେବା ସହ ଅଭିଯୁକ୍ତ ଚୋରା ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହେଉଛି । ଏହି ସଦର ଥାନା ଅଞ୍ଚଳରେ ବ୍ୟାପକ ଚୋରା ଗ୍ୟାସ ସିଲିଣ୍ଡର କାରବାର ଚାଲିଥିବାରୁ ଘରୋଇ ଏଵଂ ବ୍ୟବସାୟୀ ସିଲିଣ୍ଡର ଗୁଡିକର କୂତ୍ରିମ ଅଭାବ ଦେଖା ଦେଇଛି , ଲୋକମାନେ ଗ୍ୟାସ ସିଲିଣ୍ଡର ନ ପାଇ ନାହିଁ ନ ଥିବାର ଦୁଃଖ ଭୋଗୁଛନ୍ତି ।

ଏହି ଚୋରା ବ୍ୟବସାୟୀମାନେ ଉକ୍ତ ଚୋରା ଗୋଦାମରୁ ବିଳମ୍ୱିତ ରାତିରେ ଗାଡି ଦ୍ବାରା ବିଭିନ୍ନ ଅଞ୍ଚଳକୁ ସିଲିଣ୍ଡର ପଠାଉଥିଲେ, ଏବଂ ଅଧିକ ଲାଭବାନ ହେଉଥିଲେ ବୋଲି ସ୍ଥାନୀୟରେ କୁହାଯାଇଛି , । ଆଜି କଟକ ପୋଲିସ ଏସିପି (ଜୋନ ୪) ଅମିତାଭ ମହାପାତ୍ର ଏଵଂ ବାରଙ୍ଗର ଯୋଗାଣ ଅଧିକାରିଣୀ ଜୟନ୍ତୀ ହରିଚନ୍ଦନ ଘଟଣା ସ୍ଥଳରେ ପହଞ୍ଚି, ବନ୍ଦଥିବା ଘରକୁ ଖୋଲାଯାଇ ସିଲିଣ୍ଡରକୁ ଗଣତି କରିଥିଲେ। ଅଟକ ରଖାଯାଇଥିବା ଦୁଇ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ଅଣାଯାଇ ଡେମୋ କରାଯାଇ ତଦନ୍ତ ଚାଲିଛି।

ପୋଲିସ୍ ଉକ୍ତ ଘରୁ ଜବତ ହୋଇଥିବା ତିନିଟି ଗାଡ଼ି ସହ ଶହେରୁ ଉର୍ଦ୍ଧ୍ବ ଗ୍ୟାସ ସିଲିଣ୍ଡର ଜବତ କରିଛି । ଜବତ ହୋଇଥିବା ଚୋରା ସିଲିଣ୍ଡରକୁ ଗାଡିରେ ଲୋଡ୍ କରାଯାଇ ସରକାରୀ ଗୋଦାମକୁ ପଠାଯାଇଛି । ଆଉ ମଧ୍ୟ ଉକ୍କ୍ତ ଘରକୁ ସିଲ୍ କରାଯାଇଛି । କଟକ ସଦର ଅଞ୍ଚଳରେ ଚାଲିଥିବା ଚୋରା ଗ୍ୟାସ ସିଲିଣ୍ଡର ବିକ୍ରିକୁ ବନ୍ଦ କରି ସମ୍ପୃକ୍ତ ଚୋରା ଚାଲାଣ କାରି ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଅଛି । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ 2026 ଉପଲକ୍ଷେ ଏକ ବୈଠକ

April 26, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ନୟାଗଡ଼

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

April 26, 2026
ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ମାଲକାନଗିରିରେ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version