• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସିବିଏସଇ ଦଶମ ପରୀକ୍ଷାରେ ମଦର୍ସ ଗ୍ରୁପ ଅଫ୍ ସ୍କୁଲ୍‌କୁ ବଡ ସଫଳତା ୧୦୦% ନମ୍ବର ରଖି ଜାତୀୟ ଟପର ହୋଇଛନ୍ତି – ପୁରୀ ଛାତ୍ରୀ ଟୀନା ରଥ

Proprietor Abhimanyu Maharana by Proprietor Abhimanyu Maharana
April 17, 2026
in ଓଡ଼ିଶା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ସିବିଏସଇ ଦଶମ ପରୀକ୍ଷାରେ ମଦର୍ସ ଗ୍ରୁପ ଅଫ୍ ସ୍କୁଲ୍‌କୁ ବଡ ସଫଳତା  ୧୦୦% ନମ୍ବର ରଖି ଜାତୀୟ ଟପର ହୋଇଛନ୍ତି – ପୁରୀ ଛାତ୍ରୀ ଟୀନା ରଥ
Share on FacebookShare on TwitterWhatsapp

ଲୋକସେବା ଭବନରେ ସିବିଏସଇ’ର ଦୁଇ ଟପର୍ ଛାତ୍ରୀ ଟିନା ଓ ଆଲିଶାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରୁଛନ୍ତି ।

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗତକାଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ କରାଯାଇଛି । ଏଥିରେ ୧୦୦% ପାସ୍ ହାର ସହ ମଦର୍ସ ଗ୍ରୁପ ଅଫ୍ ସ୍କୁଲ୍‌ସ ପୁଣିଥରେ ଉଲ୍ଲେଖନୀୟ ଶିକ୍ଷାଗତ ସଫଳତା ହାସଲ କରିଛି । ସ୍କୁଲର ପୁରୀ ବ୍ରାଂଚର ଛାତ୍ରୀ ଟୀନା ଥର ୧୦୦% ନମ୍ବର ରଖି ସ୍କୁଲ, ରାଜ୍ୟ ଓ ଦେଶର ଟପର ହୋଇଛନ୍ତି ।

ସମୁଦାୟ ୫୦୦ରୁ ୫୦୦ ମାର୍କ ରଖି ଟୀନା ମଦର୍ସ ଗ୍ରୁପ ଅଫ୍ ସ୍କୁଲ ଇତିହାସରେ ନିଜ ନାମ ଲିପିବଦ୍ଧ କରିଛନ୍ତି । ସ୍କୁଲର ପ୍ରତିଷ୍ଠାତ୍ରୀ ଓ ପ୍ରିନ୍ସିପାଲ ଶ୍ରୀମତି ପଲି ପଟ୍ଟନାୟକ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ “ଏହି ଫଳାଫଳ ଆମ ଛାତ୍ରଛାତ୍ରୀଙ୍କର ନିରନ୍ତର ପ୍ରୟାସ, ଶୃଙ୍ଖଳା ଓ ଦୃଢ ନିଷ୍ଠାର ପ୍ରମାଣ ଅଟେ” ବୋଲି କହିଛନ୍ତି ।

ସ୍କୁଲର ଏହି ଐତିହାସିକ ସଫଳତା ଛାତ୍ରଛାତ୍ରୀଙ୍କ ମିଳିତ ପ୍ରଦର୍ଶନ ଯୋଗୁଁ ସମ୍ଭବ ହୋଇପାରିଛି । ସ୍କୁଲର ମୋଟ ୨୯୯ ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୭ ଜଣ ଛାତ୍ରଛାତ୍ରୀ (ପ୍ରାୟ ୬୦%) ୯୦% କିମ୍ବା ତାହାଠାରୁ ଅଧିକ ମାର୍କ ରଖିଛନ୍ତି । ଏଥିସହିତ ମଦର୍ସ ଗ୍ରୁପ୍ ଅଫ୍ ସ୍କୁଲର ୟୁନିଟ-୧ ବ୍ରାଂଚ ୯୧.୩%ର କ୍ଲାସ୍ ଆଭ୍‌ରେଜ ରେକର୍ଡ କରିଛି ।

ଏହି ଫଳାଫଳ ସମସ୍ତ ବ୍ରାଂଚରେ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ସୂଚିତ କରୁଛି । ୟୁନିଟ୍‌-୧ ବ୍ରାଂଚର ଅକ୍ଷିତ ସାମଲ ୯୯.୮% ମାର୍କ ରଖି ୨ୟ ସ୍ଥାନରେ ରହିଥିବା ବେଳେ ୯୯.୪% ମାର୍କ ରଖି ମୋଟ ୭ ଜଣ ଛାତ୍ରଛାତ୍ରୀ ୩ୟ ସ୍ଥାନରେ ରହିଛନ୍ତି । ଖଣ୍ଡଗିରି, ପୁରୀ ଓ ପାହାଳ ବ୍ରାଂଚ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି,

ଯାହା ପ୍ରମାଣ କରୁଛି ଯେ, ମଦର୍ସ ଗ୍ରୁପ୍‌ର ଶିକ୍ଷା ବ୍ୟବସ୍ଥା ନିରନ୍ତର ଭାବେ ସମ୍ଭାବନାକୁ ଶୀର୍ଷ-ସ୍ତରର ଜାତୀୟ ର‌୍ୟାଙ୍କିଙ୍ଗରେ ପରିଣତ କରୁଛି । ସ୍କୁଲର ଏହି ସଫଳତା ଏକ ସାମଗ୍ରିକ ଶିକ୍ଷାଗତ ଦର୍ଶନ ସହ ଜଡିତ । ଏହି ଶିକ୍ଷାନୁଷ୍ଠାନ ଦକ୍ଷ ଶିକ୍ଷକ ଶିକ୍ଷୟତ୍ରୀ, ପ୍ରଗତିଶୀଳ ମାର୍ଗଦର୍ଶନ ଓ ଅଭିଭାବକଙ୍କ ସହ ମଜବୁତ ସହଯୋଗିତା କାରଣରୁ ଏହି ସଫଳତା ହାସଲ କରିପାରିଛି ।

‘ଏକାଡେମିଆ-ଅନ୍‌ଭେଲିଂ ଦ ଏକ୍ସିଲେନ୍ସ’ ସିଦ୍ଧାନ୍ତ ଅଧୀନରେ ମଦର୍ସ ଗ୍ରୁପ ଅଫ୍ ସ୍କୁଲସ ଦୃୃଢ,ଭବିଷ୍ୟତ-ପ୍ରସ୍ତୁତ ବ୍ୟକ୍ତିଙ୍କୁ ବିକଶିତ କରିବା ଜାରି ରଖିଛି, ଯାହା ପ୍ରମାଣ କରୁଛି ଯେ, ଦୃଢ ନିଷ୍ଠାର ଏକ ସଂସ୍କୃତି ଅସାଧାରଣ ସଫଳତା ପାଇଁ ପ୍ରେରଣାର ବାସ୍ତବ ଉତ୍ସ ଅଟେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

April 25, 2026
ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

April 25, 2026
ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

April 25, 2026
ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ

April 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

April 25, 2026
ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version