ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ରାଜ୍ଯ ସରକାର ବଡଦାଣ୍ଡରେ ମଦ ଦୋକାନ ନଖୋଲିବା ପାଇଁ ବଡଦାଣ୍ଡରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଅନ୍ଯ ପକ୍ଷରେ ସମୁଦ୍ରକୂଳେ ହୋଟେଲ ବାର ଖୋଲିବା , ଠିପି ଖୋଲା ଠିପି ବନ୍ଦ ମଦ ଦୋକାନ ଖୋଲିବା ଓ ବିୟର ପାଲର ଖୋଲାଯାଇଛି । ନିଶା ସେବନ ଯୋଗୁ ସମୁଦ୍ରରେ ଅନେକ ବ୍ଯକ୍ତି ଜଳ ସମାଧି ହୋଇଛନ୍ତି ।















