ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସମ୍ୱଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ଗତ ପଖାଲ ଦିବସରେ ବନ୍ଦେ ଉତ୍କଲ ଜନନୀ ସଙ୍ଗିତ କୁ ଅସମ୍ମାନ ପରେ ଏବେ ପଶ୍ଚିମ ଓଡ଼ିଶାରେ ରାଜ୍ୟ ସଙ୍ଗିତକୁ ବିରୋଧ କରିବା ଆରମ୍ଭ ହେଇଯାଇଛି ,ଆଗକୁ ଏପ୍ରିଲ ୧ ଉତ୍କଲ ଦିବସ ଥିବାରୁ ସରକାରୀ ସ୍ତରରେ ଉତ୍କଲ ଦିବସ ପାଲନ କରାଯିବ ଏହି ପରିପେଖି ରେ ସବୁଠି ବନ୍ଦେ ଉତ୍କଲ ଜନନୀ କୁ ରାଜ୍ୟ ସଙ୍ଗିତ ଭାବରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କୁ ଛିଡ଼ା ହେଇ ଗୁଆଜିବ ଜାହାକୁ ନେଇ ଏବେଠୁ ବିବାଦ ମୁଣ୍ଡ ଟେକିଛି I














