• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

“ଫାର୍ମ ବି ଇଉନିଟି ସବମିଟ୍ – ୨୦୨୬” ଅବସରରେ ନୂଆ ଲୋଗୋ ଓ ପ୍ୟାକେଜିଙ୍ଗ୍ ଉନ୍ନୋଚନ

Proprietor Abhimanyu Maharana by Proprietor Abhimanyu Maharana
March 21, 2026
in ଓଡ଼ିଶା, କଟକ, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
“ଫାର୍ମ ବି ଇଉନିଟି ସବମିଟ୍ – ୨୦୨୬” ଅବସରରେ ନୂଆ ଲୋଗୋ ଓ ପ୍ୟାକେଜିଙ୍ଗ୍ ଉନ୍ନୋଚନ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶନିବାର ଓଡିଶାର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ଫାର୍ମବି ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟଲ ଠାରେ ଇଉନିଟି ସବ୍‌ମିଟ୍ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ରୁଚି ଫୁଡ୍ ଲାଇନ୍‌ର ଅଧକ୍ଷା ଶ୍ରମତୀ ସଙ୍ଗୀତା ସାହୁ , ଫାର୍ମବି ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ବେଶକ ଶ୍ରୀମତୀ ରଶ୍ମୀ ସାହୁ ।

ସହଯୋଗ କରିଥିଲେ ଏହି ଅନୁଷ୍ଠାନର ଜାତୀୟ ସେଲ୍ସ ମୁଖ୍ୟ ରବିନ୍ଦ୍ର କୁମାର, ଜୋନାଲ ସେଲସ୍ ମୁଖ୍ୟ ବିଭେକ୍ ଚନ୍ଦ୍ରା ବ୍ରାଣ୍ଡ ଡେଭେଲପମେଚା ସହଯୋଗୀ ଶ୍ରୀ ବିଜିତେଶ୍ ମଲ୍ଲିକ ଓ ଶ୍ରୀ ଭାଚାଷ୍ପତି ଶୁକ୍ଳା । ଏହି ଅବସରରେ ଫାର୍ମବି ର ପରିଚାଳନା ନିର୍ଦ୍ଧେଶକା ତଥା ଓଡିଶାର ଉଦୀୟମାନ ମହିଳା ଉଦ୍ୟୋଗପତୀ ଶ୍ରୀମତୀ ରଶ୍ମି ସାହୁ ସ୍ୱତନ୍ତ୍ର ଲେଗୋ ଓ ପ୍ୟାକେଜିଙ୍ଗ ଉନ୍ମୋଚନ କରିଥିଲେ ।

ଓଡିଶାରେ ୫ ବର୍ଷ ଧରି ବିଭିନ୍ନ ସ୍ୱାସ୍ଥ୍ୟପଯୋଗୀ ଉତ୍ପାଦ ତିଆରି କରୁଥିବା ଫାର୍ମବି ଆଧୁନିକ ଭାରତ ପାଇଁ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରିବାର ସଂକଳ୍ପ ରଖିଥିବା ବେଳେ ତାର ବିଶେଷତା, ନିବୀନତା ଓ ପାରମ୍ପାରିକ ଶୈଳୀକୁ ସର୍ବ ଭାରତୀୟ ସ୍ତରରେ ପରିଚୟ କରିବା ପାଇଁ ଲକ୍ଷ ରଖିଛି ।

ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ରୁଚି ଫୁଡଲାଇନ୍ ର ପ୍ରତିଷ୍ଠାତା ତଥା ଓଡିଶାର ମସଲା ସମ୍ରାଟ ସ୍ୱର୍ଗତଃ ଡ଼ ଶରତ କୁମାର ସାହୁଙ୍କ ଆଦର୍ଶ ଓ ଅଭିଜ୍ଞତାର ଏକ ନୂତନ ଉଦ୍ୟୋଗ ହେଲା ଫାର୍ମ ବି ଯାହାର ପ୍ରତିଷ୍ଠାତା ହେଲେ ସ୍ୱର୍ଗତଃ ସାହୁଙ୍କ ସୁକନ୍ୟା ଶ୍ରୀମତୀ ରଶ୍ମି ସାହୁ ।

୫୦ ବର୍ଷର ବିଶ୍ୱାସ ଓ ଗୁଣବ³ାର ପ୍ରାରମ୍ପାରିକତାକୁ ଅଧାର କରି ଫାର୍ମବି ଏବେ ଏକ ଶକ୍ତିଶାଳୀ ପରିଚୟ ସହ ଅଗ୍ରସର ହେଉଛି ଏବଂ ଏହା ସ୍ୱାସ୍ଥ୍ୟ ସଚେତିତ ଗ୍ରାହକ ମାନଙ୍କ ପାଇଁ ସଚେତନା ସୃଷ୍ଟି କରିପାରିଛି ।

ଝଙ୍କକ୍ଟ୍ରରକ୍ସ ଐରବକ୍ଷଗ୍ଧଷଚ୍ଚ, ଝଙ୍କକ୍ଟ୍ରରକ୍ସ ଞବଗ୍ଦଗ୍ଧଚ୍ଚ- ଏହା ର୍ଫାମ ବି ର ନୂତନ ପ୍ରତିଶୃତି ଯେଉଁଥିରେ ପୋଷଣ ଓ ସ୍ୱାଦର ସଂପୂର୍ଣ୍ଣ ସମନ୍ୱୟ ରହିଛି ଏବଂ ଏହା ଅଧୁନିକ ବ୍ୟସ୍ତ ଜୀବନ ପାଇଁ ଉପଯୋଗୀ ମଧ୍ୟ । ବିଶ୍ୱେଷର ଫୁଡସ୍ ପ୍ରାଇଭେଟ୍ ଲିମିଟେଡର ଅଧିନସ୍ତ ଏହି ଲୋକପ୍ରିୟ ବ୍ରାଣ୍ଡ ଫାର୍ମବି ତାର ୩ ଟି ଅଧାରକୁ (ଉକୃଷ୍ଟ ଗୁଣବ³ା, ବ୍ୟସ୍ତ ଜୀବନ ପାଇଁ ସହଜ ଓ ନୂତନ ସମାଧାନ ପାରମ୍ପାରିକତା ଶକ୍ତି )

ପାଥେୟ କରି ଆଗ୍ରୋଭି³ିକ ଖାଦ୍ୟ ଉତ୍ପାଦନ କରି ଆସୁଛି ଏବଂ ଏହା ସବୁବେଳେ ଖାଉଟି ମାନଙ୍କ ଉ³ମ ସ୍ୱାସ୍ଥ୍ୟ ଓ ସୁଦ୍ଧତା ପାଇଁ ଉସ୍ୱଗୀକୃତ ବୋଲି ପ୍ରକାଶ କରିଥିଲେ ଶ୍ରମତୀ ସାହୁ । ବ୍ୟବସାୟ ବ୍ୟତୀତ ଫାର୍ମ ବି ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା, ଚାଷୀ ମାନଙ୍କ ଠାରୁ ସିଧା ସଳଖ ଦ୍ରବ୍ୟ କ୍ର୍ରୟ କରି ସେମାନଙ୍କୁ ସୁଲଭ ପ୍ରାପ୍ୟ ଦେବା ତଥା ଓଡିଶାର ଅନେକ ସାମାଜିକ କାର୍ଯ୍ୟକ୍ରମ ର ଗୁରୁ ଦାୟିତ୍ୱ ବହନ କରିଛି ।
 
Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଗୋଷାଣୀ ବ୍ଲକ ଗୁରାଣ୍ଡି ଠାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), – ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ କିଷାନ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

September 28, 2026
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗୋଷାଣୀ ବ୍ଲକ ଗୁରାଣ୍ଡି ଠାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), – ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ କିଷାନ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

September 28, 2026
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version