• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଦିଗପହଣ୍ଡି ରେ କୃଷି ଓ କୃଷକ ବିରୋଧୀ ବିଲ୍ ବିରୋଧରେ ଗଣଧାରଣା ଓ ପ୍ରତିବାଦ ସଭା

Proprietor Abhimanyu Maharana by Proprietor Abhimanyu Maharana
September 25, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଦିଗପହଣ୍ଡି ରେ କୃଷି ଓ କୃଷକ ବିରୋଧୀ ବିଲ୍ ବିରୋଧରେ ଗଣଧାରଣା  ଓ ପ୍ରତିବାଦ ସଭା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର )  ଦିଗପହଣ୍ଡି :-   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ ବିଲ୍ ବିରୋଧରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ପରିପ୍ରେକ୍ଷୀରେ  ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ସିପିଆଇ,   ସି ପି ଆଇ (ଏମ) ଏବଂ କଂଗ୍ରେସ ସମର୍ଥିତ ଏ ଆଇ ଟି ୟୁ ସି , ସି ଆଇ ଟି ୟୁ , ଆଇ ଏନ୍ ଟି ୟୁ ସି ଶ୍ରମିକ ସଙ୍ଗଠନ ମାନଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ଆଇନ ପ୍ରଣୟନ ବିରୋଧରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସିପିଆଇ(ଏମ୍) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡ଼ଙ୍ଗୀ,ଅଖିଳ ଭାରତ କୃଷକ ସଭା ର ଜିଲା କାର୍ଯ୍ୟକର୍ତ୍ତା ଅଶ୍ଵିନୀ କୁମାର ଦାସ, ଶ୍ରମିକ ସଙ୍ଗଠନ ଏ ଆଇ ଟି ୟୁ ସି ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର, ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ତଥା ଆଇ ଏନ୍ ଟି ୟୁ ସି କାର୍ଯ୍ୟକର୍ତ୍ତା ପ୍ରଫୁଲ ପଣ୍ଡା ଙ୍କ

ନେତୃତ୍ୱରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଗଣଧାରଣା ଓ ପ୍ରତିବାଦ ସଭାରେ ସାମିଲ ଥିଲେ । କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲ୍ କୁ ରଦ୍ଦ କରାଯିବା । ନୂତନ ବିଦ୍ୟୁତ୍ ବିଲ୍ – ୨୦୨୦ କୁ ପ୍ରତ୍ୟାହାର କରାଯିବା । ପେଟ୍ରୋଲ – ଡିଜେଲ ର ବର୍ଦ୍ଧିତ ମୂଲ୍ୟକୁ ହ୍ରାସ କରାଯିବା। ପରିବେଶ ପ୍ରଭାବ ଜନିତ ଆକଳନ ବିଜ୍ଞପ୍ତି କୁ ରଦ୍ଦ କରିବା । ଦୁଗ୍ଧ,ଦୁଗ୍ଧ ଜାତଦ୍ରବ୍ଯ,ଅଣ୍ଡା ଏବଂ ଖାଦ୍ୟ ପଦାର୍ଥ ଇତ୍ୟାଦି ଆମଦାନୀ ପାଇଁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କୁ ରଦ୍ଦ କରିବା ନେଇ ଉପସ୍ଥିତ ଦଳୀୟ ନେତୃବୃନ୍ଦ ତାଙ୍କ ଉଦବୋଧନ ରେ କହିଥିଲେ ।  ସେହିପରି କେନ୍ଦ୍ର ସରକାରଙ୍କ କୃଷି,ଶିକ୍ଷା,ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ,କର୍ପୋରେଟ, ଫୋରେନସିକ ମେଡ଼ିସିନ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂକ୍ରାନ୍ତ ଜନବିରୋଧୀ  ବିଲ୍ ଗୁଡ଼ିକୁ ପାର୍ଲ୍ୟାମଣ୍ଟରେ ଧ୍ଵନି ମତରେ ଅନୁମୋଦନ କରିଛନ୍ତି । ଯାହାକି ଗଣତନ୍ତ୍ର ବିରୋଧୀ । କେନ୍ଦ୍ରୀୟ କୃଷକ ସଶକ୍ତିକରଣ ବିଲ୍ ରେ ନାମମାତ୍ର ଓ କ୍ଷୁଦ୍ର ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେବେ ।

ଚାଷୀ ତାର ଉତ୍ପାଦିତ ଫସଲର ଲାଭଜନକ ଦର ନପାଇ ଅଭାବୀ ବିକ୍ରି ର ଶିକାର ହେବେ । ସରକାର ମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରି ବାହାର ପୁଞ୍ଜିପତି ଓ ବଡ଼ ବଡ଼ ବେପାରୀ ମାନଙ୍କ ଲାଭ ପାଇଁ ନୂଆଁ କୃଷିନୀତି ରେ ବ୍ୟବସ୍ଥା କରିଛନ୍ତି। ଚାଷୀ ତାର ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବେ । ଚାଷୀଙ୍କ ପାଇଁ ସରକାରୀ ସ୍ତରରେ ପ୍ରଚଳିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ  (ଏମ୍ ଏସ ପି) ବ୍ୟବସ୍ଥା ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର ଚଳାଇଥିବା ନେଇ ପ୍ରତିବାଦ ସଭାରେ ଦଳୀୟ ନେତୃବୃନ୍ଦ ଅଭିଯୋଗ କରିଥିଲେ ।  ସିପିଆଇ (ଏମ) ଗଞ୍ଜାମ ଜିଲା କମିଟି  କର୍ମକର୍ତ୍ତା  କୁରେଶୁ ପଣ୍ଡା, ସୁଶାନ୍ତ କୁମାର ଷଡଙ୍ଗୀ, ଉଜ୍ଜଳ ସାହୁ, ଭି. ସୁଦର୍ଶନ ରାଜୁ, ସିପିଆଇ ଶାଖା କମିଟି ସମ୍ପାଦକ ତପନ କୁମାର ମିଶ୍ର, ଦୈତାରି ରେଡ୍ଡୀ,ମୂଷା ବେହେରା,  ପୂର୍ବତନ କାଉନସିଲର ରସାନନ୍ଦ ରାଉତ, ଏମ୍. ବାଇନାଥ, ଏମ୍. ତ୍ରିନାଥ, ଭଗବାନ ସ୍ବାଇଁ, ଡମ୍ବୁରୁ ଧର ବେହେରା ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।    ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ : ବିଧାନସଭାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି

ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ : ବିଧାନସଭାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି

September 21, 2026
ନାଗେନପାଲି ଉପରପଡ଼ାରେ ଭକ୍ତିମୟ ପରିବେଶରେ ଖୁଦୁରୁକୁଣୀ ଓଷା ସମାପିତ

ନାଗେନପାଲି ଉପରପଡ଼ାରେ ଭକ୍ତିମୟ ପରିବେଶରେ ଖୁଦୁରୁକୁଣୀ ଓଷା ସମାପିତ

September 21, 2026
କଂଗ୍ରେସ ନେତା ଘନ କୁମାର ଶବରଙ୍କ ନୀଳମ୍ବନ ପ୍ରତ୍ୟାହାର କଲେ ରାଜ୍ୟ ସଭାପତି

କଂଗ୍ରେସ ନେତା ଘନ କୁମାର ଶବରଙ୍କ ନୀଳମ୍ବନ ପ୍ରତ୍ୟାହାର କଲେ ରାଜ୍ୟ ସଭାପତି

September 21, 2026
ଫୁଲବାଣୀ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ତୃତୀୟ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ,ସଂସ୍କାର ବିହୀନ ଶିକ୍ଷା ଅସମ୍ପୂର୍ଣ୍ଣ ଅଟେ

ଫୁଲବାଣୀ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ତୃତୀୟ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ,ସଂସ୍କାର ବିହୀନ ଶିକ୍ଷା ଅସମ୍ପୂର୍ଣ୍ଣ ଅଟେ

September 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ : ବିଧାନସଭାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି

ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ : ବିଧାନସଭାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି

September 21, 2026
ନାଗେନପାଲି ଉପରପଡ଼ାରେ ଭକ୍ତିମୟ ପରିବେଶରେ ଖୁଦୁରୁକୁଣୀ ଓଷା ସମାପିତ

ନାଗେନପାଲି ଉପରପଡ଼ାରେ ଭକ୍ତିମୟ ପରିବେଶରେ ଖୁଦୁରୁକୁଣୀ ଓଷା ସମାପିତ

September 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version