• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

Proprietor Abhimanyu Maharana by Proprietor Abhimanyu Maharana
March 17, 2026
in ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍
0
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର, ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଏବଂ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବାଜି ମାରିନେଇଛନ୍ତି ।

‘କ୍ରସ୍ ଭୋଟିଂ’ କରିଛନ୍ତି ୧୧ ବିଧାୟକ ।

ବିଜେଡିରୁ ୬, କଂଗ୍ରେସରୁ ୩ ଓ ବିଜେଡିରୁ ନିଲମ୍ବିତ ୨ ସଭ୍ୟ ଅନ୍ତର୍ଭୁକ୍ତ । ବିଜେଡି ନେତା ପ୍ରତାପ ଦେଓ ମଧ୍ୟ ତାଙ୍କ ଦଳରୁ ୬ ଜଣ କ୍ରସ୍ ଭୋଟିଂ କରିଥିବା କଥା ମାନିଛନ୍ତି । ଯାହା ଅନୁମାନ କରାଯାଇଛି ଯେ, ନିମ୍ନରେ ପ୍ରଦତ୍ତ ବିଧାୟକମାନେ କ୍ରସ ଭୋଟିଂ କରିଛନ୍ତି । ଏମାନଙ୍କ ଭିତରୁ କିଛି ସଦସ୍ୟ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ।

କଂଗ୍ରେସ ବିଧାୟକ

୧. ରମେଶ ଜେନା
୨. ଦାଶରଥୀ ଗମାଙ୍ଗ
୩. ସୋଫିଆ ଫିର୍କୋସ

ବିଜେଡି ବିଧାୟକ

୧. ଚକ୍ରମଣି କହଁର
୨. ସୌଭିକ ବିଶ୍ୱାଳ
୩. ନବ କିଶୋର ମଲ୍ଲିକ
୪. ସୁବାସିନୀ ଜେନା
୫. ଦେବୀ ରଂଜନ ତ୍ରିପାଠୀ
୬. ରମାକାନ୍ତ ଭୋଇ

ବିଜେଡ଼ି ନିଲମ୍ବିତ ବିଧାୟକ

୧. ସନାତନ ମହାକୁଡ଼
୨. ଅରବିନ୍ଦ ମହାପାତ୍ର

କଡ଼ା ସୁରକ୍ଷା ଭିତରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରୁ ହୋଇଥିଲା ରାଜ୍ୟସଭା ଭୋଟ୍‌। ସେଥିପାଇଁ ଗୃହକୁ ଦିନକ ପାଇଁ ମୁଲତବୀ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ପ୍ରଥମ ଭୋଟ୍ ଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ପ୍ରଥମ ପସନ୍ଦ ଭୋଟ୍ ପ୍ରଥମ ପ୍ରାର୍ଥୀଙ୍କୁ ଯାଇଛି।

ପ୍ରଥମ ପସନ୍ଦକୁ ମିଳିଥିବା ୩୦ରୁ ଅଧିକ ଭୋଟ୍‌ରୁ ବଳକା ଭୋଟ୍ ଦ୍ୱିତୀୟ ପସନ୍ଦକୁ ଯାଇଛି। ସେଇକ୍ରମରେ ରାଜ୍ୟ ବିଜେପି ସଭାପତି ତଥା ଦଳୀୟ ପ୍ରାର୍ଥୀ ମନମୋହନ ସାମଲଙ୍କୁ ପ୍ରଥମ ପସନ୍ଦ ମୋଟ୍ ୩୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ଅନ୍ୟତମ ପ୍ରାର୍ଥୀ ସୁଜିତ୍ କୁମାରଙ୍କୁ ୩୫ ଖଣ୍ଡ ଭୋଟ୍ ମିଳିଛି। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଡ. ସନ୍ତୃପ୍ତ ମିଶ୍ରଙ୍କୁ ୩୧ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୩୪ ଖଣ୍ଡ ଭୋଟ ମିଳିଛି ।

ତେବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ୨୩ ପ୍ରଥମ ପସନ୍ଦ ଭୋଟ୍ ମିଳିଛି। ବସ୍ତୁତଃ ବିଜେପିକୁ ମିଳିଛି ୩ ଆସନ । ପ୍ରଥମ ପସନ୍ଦକୁ ମିଳିଥିବା ଭୋଟ୍‌ରୁ ବଳକା ଭୋଟ୍ ଦ୍ୱିତୀୟ ପସନ୍ଦକୁ ଯାଇଛି। ବିଜେପି ଏଥିରେ ବେଶି ସଫଳ ହୋଇଛି । ସେହି ଅନୁସାରେ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ୫.୮ ପ୍ରତିଶତ ଭୋଟ୍ ଏଭଳି ୧୧ ଭୋଟ୍ ଦିଲ୍ଲୀପ ରାୟଙ୍କୁ ଯାଇଛି ।

ସନ୍ତୃପ୍ତ ମିଶ୍ରଙ୍କ ଗୋଟିଏ ଭୋଟ୍ ବଳକା ଥିବାରୁ ତାହା ଦତ୍ତେଶ୍ୱର ହୋତାଙ୍କୁ ଯାଇଛି । ଫଳରେ ଦତ୍ତେଶ୍ୱର ହୋତା ୨୪ ଭୋଟ୍ ପାଇଛନ୍ତି । ଗଣମାଧ୍ୟମକୁ ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, ସଂଖ୍ୟା ଗଣିତ ଖେଳରେ ପଛରେ ପଡ଼ିଯାଇଛି ବିରୋଧୀ ଦଳ । ଶାସକ ବିଜେପି ଟିକିଏ ଆଗୁଆ ଚିନ୍ତା କରି ୩୦ ପରେ ବଳକା ଭୋଟ୍‌କୁ ସୁରକ୍ଷିତ ରଖିବାକୁ ଚିନ୍ତା କରିଥିଲେ । ତେଣୁ ପ୍ରଥମ ପସନ୍ଦରେ ମନମୋହନ ସାମଲଙ୍କୁ ଭୋଟ୍ ଦେବା ସହ ଦ୍ୱିତୀୟ ପସନ୍ଦରେ ଦିଲ୍ଲୀପ ରାୟଙ୍କୁ ବାଛିଥିଲୁ ।

ଅନ୍ୟ ବାଲଟରେ ମଧ୍ୟ ପ୍ରଥମ ପସନ୍ଦରେ ସୁଜିତ୍ କୁମାର, ଦ୍ୱିତୀୟ ପସନ୍ଦରେ ଦିଲ୍ଲୀପ ରାୟ ଥିଲେ । ପ୍ରଥମ ଓ ଦ୍ୱିତୀୟ ପସନ୍ଦରେ ଗଣନା ପରେ ସ୍ଥିତି ସ୍ପଷ୍ଟ ହୋଇଥିଲା । ତେଣୁ ଆମେ ବିଜୟୀ ହୋଇଥିଲୁ । ମାତ୍ର ବିରୋଧୀ ବିଧାୟକ ୩୦ ଭୋଟ୍ ପରେ ଆଉ ପ୍ରଥମ ପସନ୍ଦ ଚୟନ କରି ଅଡ଼ୁଆରେ ପଡ଼ିଥିଲେ ।

ଉଲ୍ଲେ୍‌ଖନୀୟ ଯେ, ଆରମ୍ଭରୁ ଗୃହର ସଂଖ୍ୟା ଗଣିତ ଅନୁସାରେ ବିଜେଡିରୁ ସଂତୃପ୍ତ ମିଶ୍ର, ବିଜେପିରୁ ମନମୋହନ ସାମଲ ଓ ସୁଜିତ କୁମାର ଜିତିବା ପ୍ରାୟ ନିଶ୍ଚିତ ଥିଲା । ହେଲେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏବଂ ବିଜେଡିର ସମର୍ଥନରେ କମନ କ୍ୟାଣ୍ଡିଡେଟ୍ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଦ୍ୱନ୍ଦ୍ୱ ବଢ଼ିଥିଲା । ଉଭୟଙ୍କ ମଧ୍ୟରେ ଲଢ଼େଇ ତୀବ୍ର ହେବ ବୋଲି ଜଣାପଡ଼ିଥିଲା । ସେଥିପାଇଁ ବିରୋଧୀ ଦଳ ଭୁତରେ କ୍ରସ୍ ଭୋଟିଂ ଭୟ ଦଳର ମୁଖିଆଙ୍କୁ ଘାରିଥିଲା । ଶେଷରେ ତାହା ହିଁ ହେଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

OWM’s 3rd Annual function highlights professional responsibilities and personal happiness

March 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଏସସିବି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

March 17, 2026
ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ସଂନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ

March 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version