ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କାସନ୍ଦ ଗ୍ରାମପଞ୍ଚୟତ ଅନ୍ତର୍ଗତ କୋଟନିଶୀଳ ଗ୍ରାମର ପୂର୍ବତନ କଣ୍ଟ୍ରାକଟର ମହେଶ୍ୱର ସାହୁଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ପ୍ରସନ୍ନ କୁମାର ସୁନ୍ଦରଙ୍କ ତତ୍ୱାବଧାନରେ ଆଜି କୋଟନିଶୀଳା ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳର

ବହୁ ମାନ୍ୟଗଣ ବ୍ୟକ୍ତିମାନେ ଯୋଗଦେଇଥିଲେ !ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ମହେଶ୍ୱର ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପ ଶ୍ରଦ୍ଧା ସୁମନ ଅର୍ପଣ କରି ୧ମି ନିରବ ପ୍ରାର୍ଥନ କରିଥିଲେ। ସମସ୍ତ ଅତିଥିମାନେ ସ୍ବର୍ଗତ ମହେଶ୍ୱର ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରି ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ! ସ୍ୱର୍ଗତ ମହେଶ୍ୱର ସାହୁ ଥିଲେ ଏକାଧାରରେ ସମାଜସେବୀ,ପରୋପକାରୀ, ମିଷ୍ଠଭାଷୀ,















