• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋବାଇଲ କ୍ରେଚେସ୍‌ ଓଡ଼ିଶାରେ ଗୁଣାତ୍ମକ ଶିଶୁ ଯତ୍ନକୁ ସମ୍ପ୍ରସାରିତ କରିବାକୁ ଏକ ବହୁ-କ୍ଷେତ୍ରୀୟ ସହଭାଗୀତା ‘ସ୍ନେହ ମଣ୍ଡଳସ୍‌’ ନିମନ୍ତେ ଆହ୍ୱାନ ଦେଉଛି

Proprietor Abhimanyu Maharana by Proprietor Abhimanyu Maharana
March 14, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha
Share on FacebookShare on TwitterWhatsapp

ମୋବାଇଲ କ୍ରେଚେସ୍‌ର ୫୭ତମ ବାର୍ଷିକ ଉତ୍ସବ ପାଳନରେ ୧୦୦୦ରୁ ଅଧିକ ଲୋକ ଯୋଗଦେଲେ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମୋବାଇଲ କ୍ରେଚେସ୍‌ (ଏମ୍‌ସି) ତାହାର ୫୭ତମ ବାର୍ଷିକ ଉତ୍ସବ ପାଳନ ଦିବସରେ ଏକତ୍ରିତ ହେବା ଏବଂ ‘ସ୍ନେହ ମଣ୍ଡଳସ୍‌’ (ପ୍ରଯତ୍ନକାରୀ ମଣ୍ଡଳ) ଗଠନ କରିବାକୁ ନାଗରିକ ସମାଜ, ଦକ୍ଷତା ପ୍ରତିଷ୍ଠାନସମୂହ ଏବଂ ରଣକୌଶଳାତ୍ମକ ସହଭାଗୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଆହ୍ୱାନ ଦେଇଛି । ଓଡ଼ିଶାରେ ସମ୍ପ୍ରତି ହଜାର ହଜାର ଶିଶୁ ସେମାନଙ୍କର ପିତା ମାତା କାର୍ଯ୍ୟ କରୁଥିବା ସମୟରେ ସେମାନେ ସମ୍ମୁଖୀନ ହେଉଥିବା ନିରାପଦ, ପରିପୋଷଣକାରୀ ପରିବେଶ ଅଭାବ କାରଣରୁ ସୃଷ୍ଟି ହେଉଥିବା ‘ଯତ୍ନର ଅଭାବ’ ପରିସ୍ଥିତିର ମୁକାବିଲା କରିବାକୁ ଏକ ଶକ୍ତିଶାଳୀ ସମ୍ମିଳିତ ପ୍ରୟାସ ଗଢିତୋଳିବାକୁ ଏହି ପ୍ରଚେଷ୍ଟା ଲକ୍ଷ୍ୟ ରଖିଛି ।

ଭାରତର ଅଷ୍ଟମ ବୃହତ୍‌ ରାଜ୍ୟ ହେଉଛି ଓଡ଼ିଶା ଏବଂ ଏଠାରେ ମହିଳା ଶ୍ରମଶକ୍ତିରେ ଅଂଶଗ୍ରହଣରେ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହେଉଛି ଏବଂ ଏହା ୪୪.୭%ରେ ପହଞ୍ଚିଛି, ଯାହା ଜାତୀୟ ହାରାହାରି ଠାରୁ ଅଧିକ ରହିଛି । ତେବେ ଏହି ଅର୍ଥନୈତିକ ଅଭିବୃଦ୍ଧି ଶିଶୁ ଯତ୍ନ ଭିତ୍ତିଭୂମିର ବ୍ୟାପକ ଅଭାବ ଦ୍ୱାରା ଗୁରୁତର ପ୍ରତିକୂଳ ଭାବରେ ପ୍ରଭାବିତ ହେଉଛି ।

– ଓଡ଼ିଶାରେ ୫୩ ଲକ୍ଷରୁ ଅଧିକ ପିଲା ଛଅ ବର୍ଷରୁ କମ୍‌ ବୟସର ଅଟନ୍ତି ।

– ବୃଦ୍ଧି ଅବରୋଧ ହାର ୩୧% ଭଳି ଉଚ୍ଚ ସ୍ତରରେ ରହିଛି, ଯାହା ପ୍ରତିବର୍ଷ ଅର୍ଥନୈତିକ ନିଅଣ୍ଟ ପରିସ୍ଥିତିରେ ବୃଦ୍ଧି ଘଟାଉଛି ।

– ଖଣି ଏବଂ କୃଷି କ୍ଷେତ୍ରରେ ପରିବାରଗୁଡିକୁ ଅନେକ ସମୟରେ ଦୈନିକ ମଜୁରୀ ଏବଂ ସେମାନଙ୍କ ପିଲାମାନଙ୍କର ନିରାପତ୍ତା ମଧ୍ୟରୁ ଗୋଟିକୁ ବାଛିବାକୁ ବାଧ୍ୟ କରାଯାଉଛି ।

ଏକ ସମ୍ମିଳିତ ପ୍ରୟାସ ନିମନ୍ତେ ଆହ୍ୱାନ :

‘ସ୍ନେହ ମଣ୍ଡଳସ୍‌’ ଗଠନ ମୋବାଇଲ କ୍ରେଚେସ୍‌ ଏହି ତାରତମ୍ୟ ଦୂର କରିବାକୁ ଏକ ବୈଷୟିକ ନକ୍ସା ଯୋଗାଇ ଦେଉଛି । ଆମେ ସ୍ନେହ ମଣ୍ଡଳସ୍‌ (ପ୍ରଯତ୍ନକାରୀ ମଣ୍ଡଳ) ଗଠନ କରିବାକୁ ଆମ ସହିତ ଯୋଗଦେବାକୁ ସହଭାଗୀମାନଙ୍କୁ ଆମେ ଆହ୍ୱାନ କରୁଛୁ, ଯେଉଁଠାରେ ଏମ୍‌ସିଗୁଡିକ ପ୍ରମାଣ ଆଧାରିତ ବିଷୟବସ୍ତୁତ ଏବଂ ବିଦ୍ୱତା ଯୋଗାଇଦେବାକୁ ଯତ୍ନକାରୀ ବୈଷୟିକ ସହଭାଗୀ ଭାବରେ କାର୍ଯ୍ୟ କରିବେ ।

ଏହି ମଣ୍ଡଳଗୁଡିକ ଚିନ୍ତାଧାରାରୁ ବାସ୍ତବତାକୁ ରୂପାନ୍ତରିତ ହେବା ସୁନିଶ୍ଚିତ କରିବାକୁ ଏମ୍‌ସି ନିମ୍ନଲିଖିତ ପ୍ରସ୍ତାବ ଦେଉଛି :

– କାର୍ଯ୍ୟକ୍ଷମ ବାଲିବାକ୍ସସମୂହ: ଆମେ ସହଭାଗୀମାନଙ୍କୁ ‘ସ୍ୟାଣ୍ଡବକ୍ସେସ୍‌’ (ବାଲି ବାକ୍ସଗୁଡିକ) ସ୍ଥାପନ କରିବାକୁ ଅଂଶୀଦାରମାନଙ୍କୁ ସହାୟତା କରିବୁ- ଯେଉଁଗୁଡିକ ପରିପୋଷଣକାରୀ ଯତ୍ନ ବିଧିବ୍ୟବସ୍ଥା (ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ଉତ୍ତରଦାୟୀ ଯତ୍ନପ୍ରଦାନ, ଆଦ୍ୟ ଶିକ୍ଷଣ ଏବଂ ନିରାପତ୍ତା) ଆଧାରରେ କ୍ରେଚ୍‌ଗୁଡିକ ସଫଳତାର ସହିତ ପରିଚାଳନାକୁ ପ୍ରଦର୍ଶିତ କରୁଥିବା ସ୍ଥଳ ଅଟେ ।

– ସ୍ନେହ ମଣ୍ଡଳସ୍‌: ୧୬୦୦ ପିତା ମାତାଙ୍କୁ ସେମାନଙ୍କର ଆୟ ବୃଦ୍ଧି ନିମନ୍ତେ ସଶକ୍ତ କରିସାରିଥିବା ଡିଏମ୍‌ଏଫ୍‌ (ଜିଲ୍ଲା ଖଣିଜ ଫାଉଣ୍ଡେସନ) କେନ୍ଦୁଝର ସମର୍ଥନରେ ଏମ୍‌ସି ଦ୍ୱାରା ପରିଚାଳିତ ୧୫୦ କ୍ରେଚ୍‌ ଭଳି ପ୍ରମାଣିତ ମଡେଲଗୁଡିକୁ ପରିମାଣାତ୍ମକ ବୃଦ୍ଧି ଘଟାଇବା ସକାଶେ ସ୍ଥାନୀୟ ସଂସ୍ଥାଗୁଡିକ ସହିତ ଆମେ ସହଯୋଗୀତା କରିବାକୁ ଚାହୁଁଛୁ ।

– ସହରାଞ୍ଚଳ ସ୍ଥାନୀୟ ସଂସ୍ଥାସମୂହ: ସହିଦନଗର, ଭୁବନେଶ୍ୱରଠାରେ ଭୁବନେଶ୍ୱର ମହାନଗର ନିଗମ ସମର୍ଥନରେ କ୍ରେଚ ସ୍ଥାପନ ପରେ ଆମେ ଶିଶୁ ଯତ୍ନକୁ ସହର ବିକାଶ ଯୋଜନା ସହିତ ସମନ୍ୱିତ କରିବାକୁ ସହରାଞ୍ଚଳ କେନ୍ଦ୍ରଗୁଡିକ ଠାରୁ ଏହିଭଳି ସହଯୋଗୀତା ନିମନ୍ତେ ଆହ୍ୱାନ ଦେଉଛୁ ।

ଶ୍ରୀମତୀ ସୁଲୋଚନା ଦାସ, ମେୟର , ଭୁବନେଶ୍ୱର ମହାନଗର ନିଗମ ଏହି ସହଯୋଗୀତାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କହିଥିଲେ, “ଶିଶୁ ଯତ୍ନ କେବଳ ଏକ ସାମାଜିକ ସେବା ନୁହେଁ- ଏହା ଏକ ଅର୍ଥନୈତିକ ପରିଚାୟକ । ଆମେ ଓଡ଼ିଶାରେ ତାଲିମପ୍ରାପ୍ତ ଏବଂ ପ୍ରମାଣୀକୃତ ଯତ୍ନ ପ୍ରଦାନକାରୀ କର୍ମୀଙ୍କର ଭଣ୍ଡାରକୁ ସମ୍ପ୍ରସାରଣ କରିବାକୁ ହେବ ଏବଂ ପ୍ରତ୍ୟେକ ପିଲା ଯେଭଳି ପରିପୋଷଣକାରୀ ଯତ୍ନ ପାଇବେ ତାହା ସୁନିଶ୍ଚିତ କରିବାକୁ ହେବ । ଏହି ଯତ୍ନ ପ୍ରଦାନକାରୀମାନେ କେବଳ ସହାୟକ ନୁହଁନ୍ତି, ସେମାନେ ଏକ ବିକଶିତ ରାଷ୍ଟ୍ରର ସକ୍ଷମକାରୀ ଅଟନ୍ତି ।”

ସେ ଆଉ ମଧ୍ୟ କହିଥିଲେ, “ସମଗ୍ର ଓଡ଼ିଶାରୁ ୨୮୫ ଜଣ ଯତ୍ନ ପ୍ରଦାନକାରୀ କର୍ମୀ ୫୭ତମ ବାର୍ଷିକ ଦିବସ ପାଳନ ଉତ୍ସବରେ ଯୋଗଦେବା ଦେଖି ଅତ୍ୟନ୍ତ ଖୁସି ଲାଗୁଛି । ସେମାନଙ୍କର ଉତ୍ସର୍ଗୀକୃତ ଭାବ ଆମ ରାଷ୍ଟ୍ରର ସର୍ବକନିଷ୍ଠ ନାଗରିକମାନଙ୍କର ପରିପୋଷଣ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।” ଶ୍ରୀମତୀ ସୁମିତ୍ରା ମିଶ୍ର, ସିଇଓ, ମୋବାଇଲ କ୍ରେଚେସ୍‌ ସମଗ୍ର ଓଡ଼ିଶାରେ ପ୍ରଯତ୍ନକାରୀ ମଣ୍ଡଳ ଗଠନ କରିବାକୁ ଅଂଶୀଦାରମାନଙ୍କୁ ଆହ୍ୱାନ ଦେଇଛନ୍ତି ।

“କୋଣସି ପିଲା ଯେଭଳି ପଛରେ ପଡିଯିବ ନାହିଁ, ତାହା ସୁନିଶ୍ଚିତ କରିବାକୁ ଏହି ସାମୂହିକ ପ୍ରୟାସରେ ଯୋଗଦେବାକୁ ସମସ୍ତ ଆଗ୍ରହୀ ସଂଗଠନଗୁଡିକୁ ମୋବାଇଲ କ୍ରେଚେସ୍‌ ଆହ୍ୱାନ ଦେଇଛି । ସମ୍ମିଳିତ ଭାବରେ ସ୍ନେହ ମଣ୍ଡଳସ୍‌ ଜରିଆରେ ଆମେ ଏଭଳି ଏକ ରାଜ୍ୟ ଗଠନ କରିପାରିବା,

ଯେଉଁଠାରେ କ୍ରେଚଗୁଡିକ ଅର୍ଥନୀତି ଏବଂ ପରବର୍ତ୍ତୀ ପିଢିକୁ ଆଗକୁ ବଢାଇବା ନିମନ୍ତେ କେନ୍ଦ୍ରସ୍ଥଳ ହେବ । ଅଧିକରୁ ଅଧିକ ମହିଳା କାର୍ଯ୍ୟବଳରେ ଯୋଗ ଦିଅନ୍ତୁ ଏବଂ ଅଧିକରୁ ଅଧିକ ପିଲା ପରିପୋଷଣକାରୀ ଯତ୍ନରେ ଅଭିବୃଦ୍ଧି ହାସଲ କରନ୍ତୁ ତଥା ଉଭୟ ଏକ ବିକଶିତ ଭାରତ ପ୍ରତି ଅବଦାନ ରଖନ୍ତୁ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗୋଷାଣୀ ବ୍ଲକ ଗୁରାଣ୍ଡି ଠାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), – ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ କିଷାନ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

September 28, 2026
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗୋଷାଣୀ ବ୍ଲକ ଗୁରାଣ୍ଡି ଠାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), – ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ କିଷାନ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

September 28, 2026
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version