No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶଥାନା ଅନ୍ତର୍ଗତ ଢିଅପଡାଠାରେ ରହୁଥିବା ଦଳିତ ପରିବାରର କିଛି ବ୍ୟକ୍ତିଙ୍କୁ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତି ନିସ୍ତୁକ ମାଡ ମାରିଥିବାରୁ ଏମାନଙ୍କ ଭିତରୁ ଦୁଇତିନିଜଣ କଟକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟମାନେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେବାପରେ ମଧ୍ୟ ଅଭିଯୁକ୍ତକୁ ଗିରଫ ନ କରିବାରୁ ଅଭି ଯୁକ୍ତମାନେ ଏହି ଦଳିତ ପରିବାରକୁ ଧମକ ଦେଉଛନ୍ତି । ଏ ନେଇ ଶତାଧୂକ ଦଳିତ ପରିବାରର ମହିଳା ଜିଲ୍ଲାପାଳ ଓ ଆରକ୍ଷୀ ଅକ୍ଷକଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଅଧୀର ମଲିକ, ସନ୍ଧ୍ୟାରାଣୀ ମଲିକ, ଶରତ ମଲିକ, ଲିପ୍ସା ମଲିକ, ସୁଭଦ୍ରା ମଲିକ ପ୍ରମୁଖ ଦାବି କରିଛନ୍ତି ।
Police remain silent after Dalit family man is beaten up
Some members of a Dalit family living in Dhiapada under Pattamundai Adarshthana in Kendrapara district were beaten up by a local influential person, two or three of them are being treated at the Cuttack Main Hospital, while the others are being treated at the Kendrapara Main Hospital.
The accused are threatening the Dalit family as the accused has not been arrested even after being reported at the Pattamundai Adarshthana police station. In this regard, Adhir Malik, Adarrani Malik, Sharat Malik, Lipsa Malik, Subhadra Malik, the women of the Dalit family, met the District Magistrate and the Security Inspector and demanded the immediate arrest of the accused.

No Result
View All Result