• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନନ୍-କ୍ୟାଡର ପବ୍ଲିକ୍ ପ୍ରୋସିକ୍ୟୁଟରମାନଙ୍କ ପାଇଁ ଇଣ୍ଡକ୍ସନ୍ ଓ ରିଫ୍ରେଶର୍ ଟ୍ରେନିଂ ପ୍ରୋଗ୍ରାମ୍ ଆରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
March 1, 2026
in ଓଡ଼ିଶା, ପୁରୀ, ହୋମ୍
0
ନନ୍-କ୍ୟାଡର ପବ୍ଲିକ୍ ପ୍ରୋସିକ୍ୟୁଟରମାନଙ୍କ ପାଇଁ ଇଣ୍ଡକ୍ସନ୍ ଓ ରିଫ୍ରେଶର୍ ଟ୍ରେନିଂ ପ୍ରୋଗ୍ରାମ୍ ଆରମ୍ଭ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲାରେ ନନ୍-କ୍ୟାଡର ପବ୍ଲିକ୍ ପ୍ରୋସିକ୍ୟୁଟରମାନଙ୍କ ପାଇଁ ଦୁଇ ଦିନିଆ ଇଣ୍ଡକ୍ସନ୍ ଓ ରିଫ୍ରେଶର୍ ଟ୍ରେନିଂ ପ୍ରୋଗ୍ରାମ୍ ଶନିବାର ସଦ୍ଭାବନା ସଭାଗୃହ ଠାରେ ଆରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ୟକ୍ରମଟି ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାୟ ଏବଂ ଅଫିସ ଅଫ ଦ ଡିରେକ୍ଟର ଅଫ ପବ୍ଲିକ ପ୍ରୋସ୍ଯୁକସନ ଓଡ଼ିଶାଙ୍କ ସମନ୍ୱୟରେ ଆୟୋଜିତ ହୋଇଛି । ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ୟକ୍ରମ ୨୮.୦୨.୨୦୨୬ ଓ ୦୧.୦୩.୨୦୨୬ ର ଉଦ୍ଦେଶ୍ୟ ହେଉଛି ନନ୍-କ୍ୟାଡର ପବ୍ଲିକ୍ ପ୍ରୋସିକ୍ୟୁଟରମାନଙ୍କ ବୃତ୍ତିଗତ କୌଶଳକୁ ଆରୋହିତ କରିବା, ନ୍ୟାୟ ପ୍ରକ୍ରିୟାର ଗୁଣତ୍ତ୍ୱ ବୃଦ୍ଧି କରିବା ଓ ଅଭିଯୋଗ ପକ୍ଷର କାର୍ୟକ୍ଷମତାକୁ ସୁଦୃଢ଼ କରିବା ।

ବିଶେଷ କରି ଅପରାଧିକ ମାମଲାରେ ଦଣ୍ଡାଦେଶ କନଭେନସନ ହାର ବୃଦ୍ଧି ପାଇଁ ଆବଶ୍ୟକ ଆଇନ ଜ୍ଞାନ, ପ୍ରକ୍ରିୟାତ୍ମକ ପାରଦର୍ଶିତା ଓ ମାମଲା ପରିଚାଳନା କୌଶଳରେ ଗୁରୁତ୍ୱ ଦିଆଯାଉଛି । ଆଜିର ଅଧିବେଶନକୁ ପୁରୀ ଏସପି ପ୍ରତୀକ ସିଂହ ଏଥିରେ ଅଧ୍ୟକ୍ଷତା କରିଥିଲେ । ତାଙ୍କ ଉଦ୍ବୋଧନରେ ସେ କହିଥିଲେ ଯେ, ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ପୁଲିସ ଓ ପ୍ରୋସିକ୍ୟୁସନ୍ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଆବଶ୍ୟକ । ତଦନ୍ତର ଗୁଣତ୍ତ୍ୱ, ସାକ୍ଷ୍ୟ ସଂଗ୍ରହ, ଆଇନଗତ ପରାମର୍ଶ ଓ ଆଦାଲତରେ ପ୍ରଭାବଶାଳୀ ଯୁକ୍ତିପ୍ରତିୟୁକ୍ତି ପ୍ରସ୍ତୁତି ଦ୍ୱାରା ମାମଲାର ସଫଳ ପରିଚାଳନା ସମ୍ଭବ ।

ସେ ଆହୁରି କହିଥିଲେ ଯେ, ପ୍ରଶିକ୍ଷଣ ମାଧ୍ୟମରେ ନୂତନ ଆଇନ ସଂଶୋଧନ, ନ୍ୟାୟାଳୟର ନିର୍ଦ୍ଦେଶନାମା ଓ ପ୍ରାୟୋଗିକ ଅନୁଭବ ବିନିମୟ ହେବାରେ ସମସ୍ତଙ୍କ ପାଇଁ ଉପକୃତ ହେବ । ପ୍ରଥମ ଦିନର ଅଧିବେଶନରେ ସାରଗର୍ଭିତ ଆଇନ , ପ୍ରକ୍ରିୟାତ୍ମକ ଦିଗ ଓ କାର୍ଯ୍ୟକ୍ଷମ ଟ୍ରାଏଲ୍ ମ୍ୟାନେଜମେଣ୍ଟ ବିଷୟରେ ଆଲୋଚନା କରାଯାଇଥିଲା । ମାମଲା ରଜୁ କରିବାରୁ ଆରମ୍ଭ କରି ଚାର୍ଜଶିଟ୍ ପ୍ରସ୍ତୁତି, ସାକ୍ଷୀ ପରିଚାଳନା, ଆଦାଲତରେ ଦଲିଲି ପ୍ରଦାନ ଓ ବିଚାର ପ୍ରକ୍ରିୟାର ମୂଲ ଦିଗ ସମ୍ବନ୍ଧରେ ଖୁବ ବିସ୍ତୃତ ଭାବେ ଅଲୋଚନା ହୋଇଥିଲା ।

ଏହି ପ୍ରଶିକ୍ଷଣ କାର୍ୟକ୍ରମରେ ବିଭିନ୍ନ ଆଇନ ବିଶେଷଜ୍ଞ, ବରିଷ୍ଠ ଅଭିଯୋଗକାରୀ ଓ ଅନୁଭବୀ ଅଧିକାରୀମାନେ ତାଙ୍କ ଅନୁଭବ ଓ ଜ୍ଞାନ ଅଂଶୀଦାର କରିଥିଲେ । ନୂତନ ଆପରାଧିକ ଆଇନ, ସାକ୍ଷ୍ୟ ଆଇନର ପ୍ରୟୋଗ, ଡିଜିଟାଲ୍ ସାକ୍ଷ୍ୟର ବୈଧତା, ସେନ୍ସିଟିଭ୍ ମାମଲାର ପରିଚାଳନା ଓ ଆଦାଲତୀୟ ପ୍ରକ୍ରିୟାର ଆଧୁନିକ ପଦ୍ଧତି ବିଷୟରେ ଗଭୀର ଆଲୋଚନା ହୋଇଥିଲା । ଏହି ପ୍ରଶିକ୍ଷଣ ମାଧ୍ୟମରେ ପୁଲିସ ଓ ପ୍ରୋସିକ୍ୟୁସନ୍ ମଧ୍ୟରେ ଆପସୀ ସମନ୍ୱୟ ବୃଦ୍ଧି ପାଇବା ସହିତ ମାମଲା ପରିଚାଳନାରେ ଗୁଣାତ୍ମକ ପରିବର୍ତ୍ତନ ଆସିବ ।

ଏହା ଅପରାଧ ନିରୋଧ, ନ୍ୟାୟ ପ୍ରଦାନ ପ୍ରକ୍ରିୟାର ତ୍ୱରାନ୍ବିତିକରଣ ଓ ଦଣ୍ଡାଦେଶ ହାର ବୃଦ୍ଧିରେ ମୁଖ୍ୟ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି । ପୁରୀ ପୁଲିସ ସଦା ସର୍ବଦା ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଲୋକମାନଙ୍କ ଭରସା ଅତୁଟ ରଖିବା ପାଇଁ ପ୍ରତିବଦ୍ଧ । ଏହି ପ୍ରଶିକ୍ଷଣ କାର୍ୟକ୍ରମ ତାହାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version