• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମଙ୍ଗୁଲି କର୍ମ କ୍ଷେତ୍ରର ବାର୍ଷିକ ଉତ୍ସବ ଓ ଚତୁର୍ଥ ପ୍ରହର ନାମଯଜ୍ଞ

Proprietor Abhimanyu Maharana by Proprietor Abhimanyu Maharana
February 22, 2026
in ଓଡ଼ିଶା, କଟକ, ହୋମ୍
0
ମଙ୍ଗୁଲି କର୍ମ କ୍ଷେତ୍ରର ବାର୍ଷିକ ଉତ୍ସବ ଓ ଚତୁର୍ଥ ପ୍ରହର ନାମଯଜ୍ଞ
Share on FacebookShare on TwitterWhatsapp

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜଗତସିଂହପୁର ଜିଲ୍ଲା ଅଧିନସ୍ଥ ବିରିଡ଼ି ବ୍ଲକ ଅନ୍ତର୍ଗତ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରର ଶାଖା ଆଶ୍ରମ ଓଁ ଗୁରୁ କର୍ମ କ୍ଷେତ୍ରର ବାର୍ଷିକ ଉତ୍ସବ ଏବଂ ଚତୁର୍ଥ ପ୍ରହର ନାମଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି। ଏହାର ମୁଖ୍ୟ ଆଶ୍ରମର ମଠାଧୀଶ ଦାମୋଦର ଦାସ ମହାରାଜଙ୍କ ମାର୍ଗଦର୍ଶନରେ ଆଶ୍ରମର ନୀତି କାନ୍ତି ଗୁଡ଼ିକ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ଉକ୍ତ ନୀତି କାନ୍ତିର ତତ୍ବାବଧାନ ଗୁଡ଼ିକୁ ପରିଚାଳିକା ବିନୋଦିନୀ ଦାସଙ୍କ ନିର୍ଦ୍ଦେଶନାରେ ପ୍ରାରମ୍ଭରେ ହୋଇଥିଲା ଗତ ଗୁରୁବାର ଦିନ ଚତୁର୍ଥ ପ୍ରହର ନାମଯଜ୍ଞର ଶୁଭାଧିବାସ,କଳସ ସ୍ଥାପନ ଓ ସମସ୍ତ ମନ୍ଦିରରେ ଧ୍ୱଜ ବନ୍ଧନ ।

ପରେ ପରେ ଶୁକ୍ରବାର ଦିନ ପ୍ରଭାତ ପାଞ୍ଚ ଘଟିକାରୁ ଅବକାଶ ପ୍ରାର୍ଥନା ସମାପନ ପରେ, କର୍ମକ୍ଷେତ୍ର ମଙ୍ଗୁଲି କର୍ମ କ୍ଷେତ୍ରର କୋଣ ଅନୁକୋଣରେ ଗୁଞ୍ଜରିତ ହୋଇଥିଲା ନାମ ସଂକୀର୍ତ୍ତନ “ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ”। ଆଶ୍ରମର ଥିବା ବିଗ୍ରହ ମାନଙ୍କୁ ଷୋଡ଼ଶ ଉପଚାରରେ ପୂଜନ କରିବା ସହିତ ସୁନ୍ଦର ଭାବରେ ଶୃଙ୍ଗାର କରାଯାଇଥିଲା। ଉତ୍ସବର ସାୟାହ୍ନରେ ମୁଖ୍ୟ ଆଶ୍ରମ ମଠାଧୀଶ ଶ୍ରୀଯୁକ୍ତ ମହାରାଜଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଗୁରୁ ପୂଜନ ଏବଂ ଧର୍ମ ସଭା । ପ୍ରାରମ୍ଭରେ ଗୁରୁ ମନ୍ଦିର,ଶ୍ୟାମାକାଳୀ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟା ଆଳତି ସମାପନ ପରେ ଗୁରୁ ମନ୍ଦିରରୁ ପ୍ରେମାଚାର୍ଯ୍ୟଙ୍କ ପବିତ୍ର ପାଦୁକାକୁ ସ୍ଥାପନା ପୂର୍ବକ ଷୋଡ଼ଶ ଉପଚାରରେ ପୂଜନ କରାଯିବା ସହ ଶ୍ରଦ୍ଧାର ସହ ହରିବୋଲ ହୁଳହୁଳିରେ ବନ୍ଦାପନା କରା ଯାଇଥିଲା ।

ପରେ ଶ୍ରୀଯୁକ୍ତ ମହାରାଜଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଗୁରୁ ତତ୍ତ୍ୱ ପ୍ରବଚନ। ଗୁରୁ ଦେବ ପ୍ରେମାଚାର୍ଯ୍ୟ ମଧୁସୂଦନଙ୍କ ସ୍ପର୍ଶରେ ମଙ୍ଗୁଲି ଆଶ୍ରମର ପ୍ରତି ଧୂଳି କଣା ପବିତ୍ର ହେବା ସହିତ ଏ ମାଟି ଧନ୍ୟ ହୋଇଅଛି ବୋଲି ଶ୍ରୀଯୁକ୍ତ ମହାରାଜ ପରିପ୍ରକାଶ କରିଥିଲେ। ଆଶ୍ରମର ନିକଟସ୍ଥ ଗ୍ରାମର ଗୁଡ଼ିକରୁ ଆସିଥିବା ଅନେକ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିବା ସହିତ ଗୁରୁ ଦେବଙ୍କ କୃପା ଦୃଷ୍ଟି ଲାଭ କରିଥିଲେ । ପରିଶେଷରେ ଭକ୍ତ ମାନେ କରିଥିଲେ ସାମୁହିକ ପ୍ରସାଦ ସେବନ ପୂର୍ବକ ଅତ୍ୟନ୍ତ ପରିତୃପ୍ତି ଲାଭ କରିଥିଲେ । କିମ୍ବଦନ୍ତୀ ଅନୁସାରେ, ପ୍ରାୟ ୧୯୫୯ ମସିହାରେ ବାବା ମଧୁସୁଦନ ଏହି ଅଞ୍ଚଳରେ ଆଶ୍ରମ କରିଥିଲେ ।

ସମସ୍ତଙ୍କ ଗୁରୁ ଏକ , ଧର୍ମ ଏକ ବୋଲି ସମସ୍ତ ଅଞ୍ଚଳରୁ ରାଜ୍ୟ ସ୍ତରୀୟ ପ୍ରଚାର ପ୍ରସାର କରୁଥିଲେ ବୋଲି ସେବକ ପ୍ରୀତି ରଞ୍ଜନ ଦାସ ସୂଚନା ଦେଇଥିଲେ । ସବିତା ମା, ବାସନ୍ତୀ ମା, ଇଲା ମା, ପ୍ରଭାତୀ ମା, ଗୀତା ମା, ପ୍ରମୁଖ ବନ୍ଦାପନା କରିଥିଲେ । ସେବିକା ସବିତା ଦାସ ଓ ଇଲା ମା, ବିନୋଦିନୀ ମା, ଶିଶୁ କଳାକାର ଗୁରୁକୃଷ୍ଣ ସ୍ୱାଇଁ,ଧୋବା ଭାଇ, ପ୍ୟାରୀ ଭାଇ, ଓ ବିଜୁ ଭାଇ ପ୍ରମୁଖ ଭଜନ ଗାନ କରିଥିଲେ । ଉକ୍ତ ଉତ୍ସବକୁ ମାଧବ ଭାଇ, ଅଭୟ ଭାଇ, ରଞ୍ଜିତ ଭାଇ, ଅମି ଭାଇ, କ୍ଷୀର ଭାଇ ଓ ରବି ଭାଇ ପ୍ରମୁଖ ପରିଚାଳନା କରିଥିଲେ।ଉକ୍ତ ବାର୍ଷିକ ଉତ୍ସବ ଓ ଚତୁର୍ଥ ପ୍ରହର ନାମଯଜ୍ଞ ମଙ୍ଗୁଲି ଗ୍ରାମବାସୀମାନେ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version