କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜଗତପୁର ସାହିର ନୂଆ ଅଧିକାରୀ ଭାବରେ ମହନ୍ତ କମିଟିର ସଭାପତି ଓ ସଂପାଦକ ରୂପେ ସାହି ବାସିନ୍ଦାଙ୍କ ସର୍ବସମ୍ମତି କ୍ରମେ ୩ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ଭାଇଚାରା ବାଉନ ବଜାର ତେପନ ଗଳିର ସହର କଟକର ଭଗତପୁର ଏକ ଅନ୍ୟତମ ବଜାର । ଏହି ବଜାରର ଅଧୂଷ୍ଠାତ୍ରୀ ଦେବୀ ମା, ବଗଳାମୁଖୀ । ଠିକ୍ ଏହି ବଜାରର ପାଖକୁ ଲାଗି ବିଖ୍ୟାତ ଆଧ୍ୟାତ୍ମିକ ସଂସ୍ଥା ଶ୍ରୀରାମକୃଷ୍ଣ କୁଟୀର ।















