ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜଟଣୀ ୟୁଥ୍ ଫେଡରେସନ ଓ ଥାନାଛକ ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ଏହି ପତାକା ଉତ୍ତୋଳନ ଉତ୍ସବରେ ଜଟଣୀ ବିଧାୟକ ବିଭୁତି ବଳବନ୍ତରାୟ, ଥାନାଛକ ବ୍ୟବସାୟୀ ସଂଘ ସଭାପତି ରୋହତ୍ତାସ ଅଗ୍ରୱାଲ,

ୟୁଥ୍ ଫେଡେରେସନ୍ ସଭାପତି ଅନନ୍ତ ଶତପଥି ସମାଜସେବୀ ମନ ମୋହନ ରାଉତରାୟ ଓ ପ୍ରୟାସ ଅଷ୍ଠାନର ଶତାଧିକ ଛାତ୍ର, ଛାତ୍ରୀ ଓ ଜଟଣୀ ଥାନାର ଅନେକ ଅଫିସର ଏବଂ ସିପାହୀ, ହାବିଲଦାର ପ୍ରମୁଖ ଯୋଗଦେଇଥିଲେ।















