• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଅଭିନଵ ଉପାୟରେ ଲୁଟ୍ କରିବା ପାଇଁ ଘୂରି ବୁଲୁଛନ୍ତି ଅଣ ଓଡ଼ିଆ ।

Proprietor Abhimanyu Maharana by Proprietor Abhimanyu Maharana
September 21, 2020
in Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
0
ଅଭିନଵ ଉପାୟରେ ଲୁଟ୍ କରିବା ପାଇଁ ଘୂରି ବୁଲୁଛନ୍ତି ଅଣ ଓଡ଼ିଆ ।
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ସୋମବାର) ଗଞ୍ଜାମ :- ଗଞ୍ଜାମ ଜିଲ୍ଲା ହିଂଜିଳି ବ୍ଲକରେ ଗତ କିଛି ଦିନ ଧରି କିଛି ଅଣ ଓଡ଼ିଆ ଯୁବକ ଅଭିନବ ଉପାୟରେ ଲୁଟ୍ କରିବା ଯୋଜନା ଚଳାଇଥିବା ଶୁଣିବାକୁ ମିଳୁଛି । ପୁରୁଣା ମଡେଲର ଟିଭି, ରେଡ଼ିଓ ଓ ଲ୍ୟାଣ୍ଡଲାଇନ ଫୋନ୍ କୁ ଲକ୍ଷାଧିକ ଟଙ୍କା ର ଲୋଭ ଦେଖାଇ ଲୁଟ୍ ଉଦେଶ୍ୟରେ ସ୍ଥାନୀୟ ଅଞ୍ଚଳରେ ଘୂରି ବୁଲୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ରାତାରାତି ଧନୀ ହେବାର ସ୍ବପ୍ନ ଦେଖୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଆଜି ଶୁଣିବାକୁ ମିଳିଛି। ସୂଚନା ମୁତାବକ ଆପଣଙ୍କ ଘରେ ଯଦି ଅଛି ଟିଭିର ମଦରବୋର୍ଡରେ ନାଲି ଭାଲଭର ବଲ୍‌ବ ଅଛି କି, ଯଦି ଅଛି କେତେ ଟଙ୍କା ନେବ କୁହ। ତାହା ପୁଣି ଲକ୍ଷାଧିକ ଟଙ୍କା ମୁଲ୍ୟରେ । ଏଭଳି କିଛି ରାକେଟ ଏବେ ହିଂଜିଳି ରେ ଘୁରି ବୁଲୁଛନ୍ତି ଟିଭି ବା ପୁରୁଣା କାଳର ରେଡ଼ିଓକୁ ନେବାପାଇଁ । ହନୁମାନ ପଇସା ଭଳି ଏହି କାମ ହିଂଜିଳି ରେ ଏଭଳି ପୁରୁଣା ଟିଭିକୁ ନେଇ ଗୋଲକଧନ୍ଦା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।

ତେବେ କିଛି ଲୋକେ ଏଭଳି ବୁଲି ଖୋଜୁଥିବାର ଲୋକେ କହୁଥିବା ବେଳେ କିଛି ପୁରୁଣା ଟିଭି ଦୋକାନୀ ଓ ମେକାନିକଙ୍କ ପାଖରେ ମଧ୍ୟ ଲୋକେ ପହଞ୍ଚି ପଚାରୁଛନ୍ତି । ତେବେ ତା ଭିତରେ ଥିବା ନାଲି ବଲ୍‌ବରେ ଥିବା ଲିକ୍ୟୁଇଡରେ ଏମିତି କଣ ଅଛି ଯେ ଲୋକେ ତାକୁ ୫୦ ଲକ୍ଷରୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ହୋଇଯାଉଛନ୍ତି । ତେବେ ବାସ୍ତବିକ ସେଥିରେ କିଛି ଅଛି କି ନାହିଁ ତାର କାରଣ ଏବେବି ରହସ୍ୟ ଘେରରେ । ପୁରୁଣା ଟିଭିକୁ ଲକ୍ଷାଧିକ ଟଙ୍କା ଦେଇ କିଣିବାକୁ ବୁଲୁଛନ୍ତି କିଛି ବ୍ୟକ୍ତି। ଏଭଳି ସବୁ ପୁରୁଣା ଟିଭିକୁ ନେଇ । ଯେଉଁଥିପାଇଁ ଗାଁରୁ ସହର ସବୁଠି ଏବେ ପୁରୁଣା ଟିଭି ଖୋଜା ଚାଲିଛି ଟିଭିର ଏହି ନାଲି ବଲ୍‌ବ ପଛରେ କଣ ରହସ୍ୟ ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ର ଶୁଣି ବାକୁ ମିଳିଛି ।

୧୯୯୪ ମସିହା ପୂର୍ବର ଟିଭିକୁ ଏବେ ଖୋଜିବା ଆରମ୍ଭ କରିଛନ୍ତି ଏହି ଦଲାଲ ମନେ। ସେ ସମୟର ଓନିଡା, କୋଣାର୍କ ଆଦି ଟିଭିକୁ ଲୋକେ ଖୋଜୁଛନ୍ତି ଦଲାଲ ମାନଙ୍କ କହିବା କଥା ହେଉଛି ଏହି ଟିଭ ର ମଦର ବୋର୍ଡ଼ରେ ଭାଲ୍ଭର ବୋର୍ଡରେ ଏକ ନାଲି ବଲବ (ଫ୍ୟୁଜ ଭଳି) ରହିଛି ଯେଉଁଥିରେ କିଛି ତରଳ ପଦାର୍ଥ ରହିଛି ଯାହା ର ମୂଲ୍ୟ ଅମୂଲ୍ୟ ରହିଛି । ସେମାନଙ୍କର କହିବା କଥାକୁ ନେଇ ଲୋଭରେ ଏସବୁ ଖୋଜିବା ଆରମ୍ଭ କରିଦେଇଛନ୍ତି । ସେପଟେ ଘଟଣାର କଣ ସତ୍ୟତା ରହିଛି କି ନାହିଁ ଏ ନେଇ କିଛି ଅଣ ଓଡିଆ ଯୁବକ ବାହାରୁ କାର ଯୋଗେ ଆସୁଥିବା ର ଶୁଣି ବାକୁ ମିଳିଛି ବୁଲି ବୁଲି ଏସବୁ ଖୋଜୁଥିବା ଦେଖିବାକୁ ମିଳୁଛି,। ସେହି ଦଲାଲମାନେ ଦୁଇଟି ଭିଡିଓ ଧରି ବୁଲୁଥିବାର ଦେଖିବାକୁ ମିଳିଛି ।

ଏହା ସଙ୍ଗେ ଯେଉଁଥିରେ ନାଲି ବଲବକୁ ରସୁଣ ଲଗାଇଲେ ତାହା ଆଗକୁ ଆସୁଥିବା ବେଳେ ସୁନା ଲଗାଇଲେ ଏହା ପଛକୁ ଜୀଵାର ଓ ଦର୍ପଣ ସମୁଖରେ ରଖିଲେ ଏହା ଥିବା ରଙ୍ଗ ପାଣି ଦେଖା ନଜିଵାର ଆଦି ଭିଡିଓ ଦେଖାଇ ସେମାନେ ଖୋଜୁଛନ୍ତି, । ଗାଁରୁ ସହର ସମସ୍ତେ ଏହି ଟିଭି ଓ ରେଡିଓକୁ ଖୋଜିବା ଆରମ୍ଭ କରିଛନ୍ତି । ଆଉ ଏହା ପଛରେ ଏକ ଅଳସୁଆ ଯୁବପିଢି ରାକେଟ କାମ କରୁଛି ବୋଲି ଶୁଣି ବାକୁ ମିଳିଛି । ତେବେ ହନୁମାନ ପଇସା ଓ ଚାଉଳ ଟାଣୁଥିବା ଶଙ୍ଖ ଏଭଳି ଅନେକ ଗୁଜବ ଆଗରୁ ଶୁଣିଥିବା ବେଳେ ଏବେ ପୁରୁଣା ଟିଭିର ଗୁଜବ ହିଂଜିଳିରେ ବେଶ ଚର୍ଚ୍ଚା ହେଉଥିବାର ଲୋକଙ୍କ ପାଖରୁ ଖବର ମିଳିଛି ଆମର ମାଧ୍ୟମରେ ସହର ର ଲୋକମାନକୁଂ କୁହାଯାଇଛି ଯେ ଏହା କୁ ଦୁରେଇ ରୁହନ୍ତୁ ନଚେତ ଘରେ ରହିଥିବା ସାମାନ ଦେଖିବା ବାହାନା ରେ ଅନ୍ୟ କିଛି ଘଟଣା ଘଟାଇ ପାରନ୍ତି । ହିଞ୍ଜିଳିକାଟୁ ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

July 2, 2026
ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା

ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା

July 2, 2026
କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ

କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ

July 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ

July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ

July 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version