ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ଭୁବନେଶ୍ୱର :- ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ମା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ର ଙ୍କ ପରଲୋକ ନିକଟରେ କରୋନା କୁ ପରାଜୟ କରି ବିଜୟୀ ହେଇଥିଲେ କିନ୍ତୁ ସଙ୍ଗରୋଧରେ ଥିବାବେଳେ ଛାତିରେ ଯନ୍ତ୍ରଣା ଯୋଗୁଁ ଆରପାରିକୁ ଚାଲିଗଲେ ।