• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ସ୍ବର୍ଗଦ୍ବାର ଶ୍ମଶାନରେ ଶବକୁ ମହାଅପମାନ ଦୁର୍ନୀତିର ଦୁର୍ଗନ୍ଧ ଜଳଜଳ ଭିଆଇପିଙ୍କ ଶବ ପାଇଁ ପିଣ୍ଡି ସଂରକ୍ଷିତ

Proprietor Abhimanyu Maharana by Proprietor Abhimanyu Maharana
December 19, 2025
in ଅପରାଧ, ଓଡ଼ିଶା, ପୁରୀ, ହୋମ୍
0
ସ୍ବର୍ଗଦ୍ବାର ଶ୍ମଶାନରେ ଶବକୁ ମହାଅପମାନ ଦୁର୍ନୀତିର ଦୁର୍ଗନ୍ଧ ଜଳଜଳ ଭିଆଇପିଙ୍କ ଶବ ପାଇଁ ପିଣ୍ଡି ସଂରକ୍ଷିତ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ତୁଣ୍ଡରେ ଶେଷ ନାମ ଜଗନ୍ନାଥ । ଶେଷ ଦର୍ଶନ ପତିତପାବନ । ଶେଷ ଠିକଣା ସ୍ବର୍ଗଦ୍ବାର । ଶେଷ ଯାନ ଛଖଣ୍ଡି ବାଉଁଶ । ହିନ୍ଦୁ ମାନଙ୍କର ବିଶ୍ବାସ ରହିଛି ସ୍ବର୍ଗଦ୍ବାରରେ ଶବ ଦାହ କଲେ ଆତ୍ମା ସ୍ବର୍ଗକୁ ଯାଇଥାଏ । ସ୍ବର୍ଗର ଇନ୍ଦ୍ରଦେବ ମର୍ତ୍ତ୍ୟକୁ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସମୁଦ୍ରକୂଳ ସେହି ବାଟେ ସ୍ବର୍ଗକୁ ଯାଇଥିବା କଥିତ ଅଛି । ପୁରୁଣା ସ୍ବର୍ଗଦ୍ବାର ଖୋଲା ଆକାଶ ତଳେ ଶବଦାହ କରାଯାଉଥିଲା । ଏବେ ଛାତତଳେ ଶବଦାହ କରାଯାଉଛି । ୨୪ ଘଣ୍ଟା ଭିତରେ ସ୍ବର୍ଗଦ୍ବାରକୁ ୧୫୦ରୁ ୨୦୦ ଶବଦାହ କରାଯାଉଛି ।

ଭିଆଇପିଙ୍କ ଶବ ପାଇଁ ସ୍ବତନ୍ତ୍ର ପିଣ୍ଡି ସଂରକ୍ଷିତ ରହିଛି । ଅନ୍ଯ ଶବ ଗୁଡିକ ମେଡିକାଲରେ ବେଡ ନମିଳିଲେ ରୋଗୀ ଯେପରି ତଳେ ଶୁଏ ସେହିପରି ପ୍ରତିଦିନ ଅଧିକାଂଶ ଶବ ତଳେ ପଡିରହୁଛି । ଶ୍ରୀମନ୍ଦିରରେ ନୀତି ବିଳମ୍ବ ପରି ସେଠାରେ ମଧ୍ଯ ଶବଦାହ ଟୋକନ କରିବାର ଦୁଇଘଣ୍ଟା ପରେ ସାମଗ୍ରୀ ନେବା ପାଇଁ ଡାକବାଜି ଯନ୍ତ୍ରରେ ଡକାଯାଉଛି । ଆଧ୍ୟାତ୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ରର ସ୍ବର୍ଗଦ୍ବାରକୁ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନିର୍ମାଣ କରାଯାଇଛି । ଯାହା ବୁଦ୍ଧିଜୀବୀଙ୍କୁ ବେଥିତ କରିଛି ।

ଶବଦାହ ପାଇଁ ୨୮ ଟି ପିଣ୍ଡି ରହିଛି । ଶବ ବାହକ , କାଠ ପରିବହନ ବାହକ ଏକଚାଟିଆ କାରବାର ଚଳାଇଥିବା ଶୁଣାଯାଉଛି । ଯାହାର ଶବସଂସ୍କାର ନିଜେ କରୁଛନ୍ତି ସେମାନଙ୍କୁ ଜାଣିଶୁଣି ଗଣ୍ଠିଆ,ବଙ୍କା, ମୋଟା, ପୋଲା ଓ ଚେରୁଆ ଝାଉଁକାଠ ଦିଆଯାଉଥିବା ଅଭିଯୋଗ ହେଉଛି । ଦିଆଯାଉଥିବା ସାମଗ୍ରୀ ମଧ୍ଯରେ ଯେତିକି ମୂଲ୍ଯ ସ୍ବର୍ଗଦ୍ବାର ପଡୁଛି ତାହା ବଜାର ଦର କମ ରହୁଛି । ଦୁଇଟି ଲୁହାକଣ୍ଟାକୁ ବଜାର ଦର ୧ଟଙ୍କା ହୋଇଥିବା ବେଳେ ସ୍ବର୍ଗଦ୍ବାରରେ ତାହାର ମୂଲ୍ଯ ୩ ଟଙ୍କା ରହିଛି ।

ସ୍ବର୍ଗଦ୍ବାର ଶଶ୍ମାନ ମହାଦୁର୍ନୀତିର ମହାଖଳା ପାଲଟିଥିବା ଆଲୋଚନା ହେଉଛି । ମୁଖାଗ୍ନି ସାମଗ୍ରୀରେ ଦିଆଯାଉଥିବା ଶୁଦ୍ଧ ଘିଅ ୩ଶହ ଗ୍ରାମକୁ ୨୧୦ ଟଙ୍କା ଥିବାବଳେ କେଜି ୭ଶହ ଟଙ୍କା ପଡୁଛି । ଶବ ସହ ଆସିଥିବା ସମ୍ପର୍କୀୟ ମାନେ କାଉଣ୍ଟରର ଯଦି କିଣିକରି ଏକକିଲୋ ଘିଅ ନେଉଛନ୍ତି ତେବେ ସେମାନଙ୍କୁ ୧୨ଶହ ଟଙ୍କା ପଡୁଛି । ଯାହାର କମ୍ପ୍ୟୁଟର ରସିଦ ଦିଆଯାଉନାହିଁ । ଏସମ୍ପର୍କରେ ଆମ ଆଦମୀ ପାର୍ଟିର (ଆପ)ର ପୁରୀଜିଲ୍ଲା ସଭାପତି ସଞ୍ଜିବ ମହାନ୍ତି କହିଛନ୍ତି ସ୍ବର୍ଗଦ୍ବାର ଘିଅ ଦୁର୍ନୀତି ସମ୍ପର୍କରେ ପୂର୍ବରୁ ଖୋଲାସା କରିଥିଲୁ ।

କିନ୍ତୁ ଜିଲ୍ଲା ପ୍ରଶାସନ ଓ ନଗର ଉନ୍ନୟନ ବିଭାଗ ଘିଅ ମୋହମନ୍ତ୍ର ସମ୍ପର୍କରେ କୌଣସି ସୁରାକ ଦେଉନାହାନ୍ତି । ଶବ ଦାହ ପିଣ୍ଡି ପାଖରେ ରଖାଯିବା ପରେ ନିଆଁରେ ପାଣି ପଡୁନାହିଁ କି ସଫା କରାଯାଉନଥିବାରୁ ବେତିବ୍ଯସ୍ତ ହେଉଛନ୍ତି ଶବଦାହ ସମ୍ପର୍କୀୟ ମାନେ । ପୋଡିବା ପାଇଁ ଶବ ସଂସ୍କାରକ ମାନେ ଅଧିକ ଅର୍ଥ ଦାବି କରି ବହୁଥର ପାଟିତୁଣ୍ଡ ଓ କଥାକଟି ହେଉଥିବା ଅଭିଯୋଗ ହେଉଛି । କାଉଣ୍ଟରରେ ବସୁଥିବା କର୍ମଚାରୀ ମାନେ ନିଜକୁ କ୍ଲାସ ୱାନ ଅଫିସର ଭାବି ଶବ ସମ୍ପର୍କୀୟଙ୍କୁ ରୁକ୍ଷ ବ୍ଯବହାର କରୁଥିବା ଅଭିଯୋଗ ହେଉଛି ।

ସ୍ବର୍ଗଦ୍ବାରକୁ ଅଧିକ ଶବ ଆସୁଥିବାରୁ ଶବ ରଖିବା ପିଣ୍ଡି ଓ ଶବଦାହ ପିଣ୍ଡି ବଢାଇବା ପାଇଁ ଆଲୋଚନା ହେଉଛି । ସ୍ବର୍ଗଦ୍ବାର ସମ୍ମୁଖ ରାସ୍ତା ଅଣଓସାରିଆ ହୋଇଥିବାରୁ ସ୍ବର୍ଗରଥ ଓ ଆମ୍ବୁଲାନ୍ସ ଗାଡି ରଖିବା ପାଇଁ ସୁବିଧା ବ୍ଯବସ୍ଥା ନାହିଁ । ସ୍ବର୍ଗଦ୍ବାର ପୂର୍ବ ଓ ପଶ୍ଚିମ ପଟ ଆଉ ୧ଶହ ମିଟର ବଢାଇବାକୁ ଶବ ସଂସ୍କାରବାଦୀ ବ୍ଯକ୍ତି ସାଧାରଣରେ ଆଲୋଚନା କରୁଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
SDI Bhubaneswar @5 – Celebrating Five Years of the Permanent Campus

SDI Bhubaneswar @5 – Celebrating Five Years of the Permanent Campus

August 21, 2026
ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

August 21, 2026
କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ

କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ

August 21, 2026
ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର

ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର

August 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

SDI Bhubaneswar @5 – Celebrating Five Years of the Permanent Campus

SDI Bhubaneswar @5 – Celebrating Five Years of the Permanent Campus

August 21, 2026
ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

August 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version