ଆର ,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ମୋହନା MKCG ବିଦ୍ୟାଳୟ ଠାରେ ସ୍ଥାନୀୟ ସୁଶ୍ରୀ ବାସନ୍ତୀ ବିରଙ୍କର ୨୫ ତମ ଜନ୍ମଦିନ ପାଳନ କରାଗଲା । ଏଥିରେ ସମସ୍ତ ପରିବାରର ସଦସ୍ୟ ମାନେ ଯୋଗଦେଇ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିତୀ ମାନଙ୍କୁ ଫୁଲତୋଡ଼ା ଉପଢ଼କନ ଦେଇ ସ୍ଵାଗତ ପରିବେଶନ କରାଗଲା ।

ସୁଶ୍ରୀ ବାସନ୍ତୀ ବିର ଓ ପରିବାର ସଦସ୍ୟ ମାନଙ୍କ ପାଇଁ ଅନୁଷ୍ଠାନ ର ସମ୍ପାଦକ ପ୍ରଭୁଙ୍କ ନିକଟରେ ଧନ୍ୟବାଦ ଓ ସମସ୍ତେ ଭଲରେ ରହିବେ ସେଥିପାଇଁ ପ୍ରାଥନା କରିଥିଲେ ।















