No Result
View All Result
ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟ ଗ୍ରାମ ପଞ୍ଚାୟତ ଅଡ଼ବା ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମର ବିଧବା ମହିଳା ବନିତା ଖାତୁନ ଙ୍କୁ ପୂର୍ବରୁ ଥିବା ଜମି ବିବାଦ କୁ ନେଇ ୧୧ ତାରିଖ ଗୁରୁବାର ସନ୍ଧ୍ୟା ପ୍ରାୟ ୫.୪୦ ସମୟରେ ଗ୍ରାମର କିଛି ଲୋକ ଦଳଵଧ ହୋଇ ନିର୍ଧୁମ ମାଡ ମାରିବା ସହ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରି ତାଙ୍କ ଘର ଭାଙ୍ଗିଦେଇଥିବାର

ଅଭିଯୋଗ କରିଛନ୍ତି ମହିଳା ଜଣକ ଶରୀର ରେ ଗୁରୁତର ଆଘାତ ଲାଗିଥିବା ହେତୁ ବର୍ତ୍ତମାନ ସେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା କହିଛନ୍ତି ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ମଧ୍ୟ କହିଛନ୍ତି ପରିବାର ଲୋକେ ।

No Result
View All Result