ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଖୋର୍ଦ୍ଧା ଜିଲ୍ଲାପlଳଙ୍କ ନିର୍ଦେଶକ୍ରମେ ଓ ଖୋର୍ଦ୍ଧାଜିଲ୍ଲା ରେଡକ୍ରସ ସମିତି ଆନୁକୂଲ୍ୟରେ ବୁଧବାର ଦିନ ଏକ ଦିବାସୀୟ ବ୍ଲକ ସ୍ତରୀୟ କନିଷ୍ଠ ରେଡକ୍ରସ କାଉନସିଲର ପ୍ରଶିକ୍ଷଣ ତାଲିମ ଶିବିର ବୋଲଗଡ଼ସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବୁଧବାରଦିନ ଅନୁଷ୍ଠିତ ହୋଇଯାଇଅଛି ! ଏହି ପ୍ରଶିକ୍ଷଣ ତାଲିମ ଶିବିରରେ ମୁଖ୍ୟ ଅତିଥିଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ,















