ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ସିବିଆଇ ରେଡ୍ ନେଇ ମୁହଁ ଖୋଲିଲେ ଦେବୀ ମିଶ୍ର । ୭ବର୍ଷ ହେଲା ୨୦୧୩ରୁ ସିବିଆଇ ତଦନ୍ତ କରୁଛି । ରେଡ୍ ନୁହେଁ ତଦନ୍ତ ପାଇଁ ଆସିଥିଲେ । ପୂର୍ବରୁ ସିବିଆଇ ପକ୍ଷରୁ ନୋଟିସ ହୋଇଥିଲା । ସହଯୋଗ କରୁଛି, ହଠାତ୍ ଆସିବା ନେଇ କହିପାରିବି ନାହିଁ ।