• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଜଣେ ବିଧବା ମହିଳାଙ୍କ ଆତ୍ମହୂତି ଉଦ୍ୟମ  

Proprietor Abhimanyu Maharana by Proprietor Abhimanyu Maharana
December 2, 2025
in ଓଡ଼ିଶା, କଟକ, ହୋମ୍
0
ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଜଣେ ବିଧବା ମହିଳାଙ୍କ ଆତ୍ମହୂତି ଉଦ୍ୟମ  
Share on FacebookShare on TwitterWhatsapp

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ମଧ୍ୟ ରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଥିଲା ଯାହା ବାସ୍ତବିକ ଚିନ୍ତା ର ବିଷୟ । ଜିଲ୍ଲାପାଳ ଙ୍କ ସମ୍ମୁଖ ରେ ସସ୍ମିତା ମାଝୀ ନାମକ ମହିଳା ଜୈନିକ ମହିଳା ପରିବାର ମଙ୍ଗଳ ଯୋଜନା ରେ ବ୍ଲକ ପକ୍ଷରୁ ସହାୟତା ମିଳୁନଥିବା ରୁ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମ ହୂତି ଦେବାକୁ ଉଦ୍ୟମ କରୁଥିଲେ।ଉଦ୍ୟମ କରୁଥିବା ସମୟରେ ଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ତାଙ୍କ ଠାରୁ ପେଟ୍ରୋଲ ବୋତଲ ଛଡେଇ ନେଇଥିଲେ ଯାହା ଫଳରେ ଏକ ଅଭାବନୀୟ କାଣ୍ଡ ରୁ ଉକ୍ତ ମହିଳା ମୁକ୍ତ ପାଇଲେ । ମହିଳାଙ୍କ ଘର ବୈଦ୍ୟେଶ୍ୱର ଗ୍ରାମର ସସ୍ମିତା ମାଝୀ ବୋଲି ପରିଚୟ ମିଳିଛି ।

ସ୍ୱାମୀଙ୍କ ମୃତ୍ୟୁପରେ ପରିବାର ଭତ୍ତା ପ୍ରାପ୍ୟ ୨୦ହଜାର ଟଙ୍କା ପାଇବା ଲାଗି ସେ ଦୀର୍ଘ ୨ ବର୍ଷ ଧରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ସେଠୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ । ମାତ୍ର ଲିଗାଲ୍ ହେୟାର୍ ସାର୍ଟିଫିକେଟରେ ତ୍ରୁଟି ଥିବା ଦର୍ଶାଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତାଙ୍କୁ ଫେରାଇ ଦେଉଥିଲେ । ଏ ସମ୍ପର୍କ ରେ ଉକ୍ତ ମହିଳା ବିଡ଼ିଓ, ବାଙ୍କୀ ତହସିଲଦାର ଙ୍କୁ ସାକ୍ଷାତ କରି ତାଙ୍କ ଅଭିଯୋଗ ଜଣାଇଲେ ସୁଦ୍ଧା କୌଣସି ଫଳ ମିଳିନଥିଲା ତେଣୁ ତଙ୍କୁ ଛୋଟ ପୁଅ କୁ ନେଇ ଆଜି ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଚାଲିଥିବା ବେଳେ ନିଜ ଦେହରେ ପେଟ୍ରୋଲ୍ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ସେ ପ୍ରକାଶ କରିଥିଲେ ।

ଉକ୍ତ ମହିଳା ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ସେଠୀଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ କରି ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ କହିଛନ୍ତି ମୁଁ ସୁଦୂର ବୈଦେଶ୍ଵର ରୁ ବାରମ୍ବାର ମ୍ୟାଡ଼ାମ ଙ୍କ ପାଖକୁ ଆସି ମୋ ଗୁହାରି ଶୁଣାଇ ମୋ କାମ ଶୀଘ୍ର କରିବା ପାଇଁ ଅନୁରୋଧ କରେ ମାତ୍ର ମ୍ୟାଡ଼ାମ ମୋ ସମସ୍ୟା କୁ ହାଲ୍କା ଭାବେ ନେଇ ମୋ ଘଟଣା କୁ ଏତେ ଗୁରୁତ୍ୱ ଦେବା ମୁଁ ଅନୁଭବ କରୁନଥିଲି ବାରମ୍ବାର ବ୍ଲକ କୁ ଆସେ । ଉକ୍ତ ମହିଳା ପୁଣି କହିଲେ ଓଡିଶା ରେ ମୋହନ ସରକାର ଚାଲିଛି (ଲୋକଙ୍କ ସରକାର) ଏଠି ଯଦି ଜଣେ ଅସହାୟ ବିଧବା କୁ ହଇରାଣ କରାଯାଏ ଜଣେ ଅଧିକାରିଣୀ ମତେ ବାରମ୍ବାର ବ୍ଲକ ଦୌଡେଇବେ ତେବେ ଏହି ଲୋକଙ୍କ ସରକାର ଙ୍କୁ ଧିକ।

ପେଟ୍ରୋଲ ଛଡାଇ ବା ପରେ କଟକ ଜିଲ୍ଲାପାଳ ଏହି ଘଟଣା ଙ୍କୁ ଅନୁଧ୍ୟାନ କରି ଖୁବ ଶୀଘ୍ର ସମସ୍ୟା ର ସମାଧାନ ପାଇଁ ପ୍ରତିଶୃତି ଦେଲା ପରେ ମହିଳା ଶାନ୍ତ ହୋଇଥିଲେ । ଏଥିସହ ଆଗାମୀ ଦିନରେ ତାଙ୍କ ସମସ୍ୟାର ସମାଧାନ ନହୁଏ ସେ ପୁନର୍ବାର ଆତ୍ମହତ୍ୟା ଦେବେ ବୋଲି ସସ୍ମିତା କହିଛନ୍ତି । ଏ ସମ୍ପର୍କ ରେ ସାମାଜିକ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ସେଠୀ ଙ୍କୁ ପଚାରିବାରୁ ସେ କହିଲେ ତାଙ୍କ ଆବେଦନ ରେ ତ୍ରୁଟି ଥିଲା ସେଥିପାଇଁ ସାଂସନ ହେଇପାରିନାହିଁ ।

ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ପ୍ଲାଷ୍ଟିକ ବୋତଲ ରେ ପେଟ୍ରୋଲ ବ୍ୟାନ କରିଥିବା ବେଳେ କେଉଁଠୁ ଉକ୍ତ ମହିଳା ପେଟ୍ରୋଲ ଆଣିଲେ ଜନଶୁଣାଣୀ କ୍ଷତ୍ର ରେ ପୋଲିସ ମୁତୟନ ଥିଲେ  କେମତି ଉକ୍ତ ମହିଳା ପେଟ୍ରୋଲ ଆଣି ଆସିଲେ କଣ ପୋଲିସ ର ଗୋଇନ୍ଦା ସଂସ୍ଥା ଏହାର ଖୁରାକ ପାଇ ନଥିଲା ଏହା ସାଧାରଣ ରେ ପ୍ରଶ୍ନ ଉଠୁଛି ପେଟ୍ରୋଲ ନିଆଁ ପାଇଁ ରାଜ୍ୟ ରେ ତୁମୁଳ କାଣ୍ଡ ହୋଇ ଛାତ୍ରୀ ଙ୍କ ମୃତ୍ୟୁ ହେଲା ତାହା ପରେ ରାଜ୍ୟ ସରକାର ପେଟ୍ରୋଲ କୁ ପ୍ଲାଷ୍ଟିକ ବୋତଲ ରେ ବ୍ୟାନ କଲେ ତଥାପି ଉକ୍ତ ମହିଳା ପ୍ଲାଷ୍ଟିକ ବୋତଲ ରେ ପୁଣି ଜିଲ୍ଲାପାଳ ଜନ ଶୁଣାଣି କୁ ଅତି ସହଜ ଭାବେ ନେଇଆସିବା ପୋଲିସ ବିଭାଗ ର ପରିବା ପଣିଆ ଉପରେ ବହୁ ବୁଦ୍ଧି ଯିବି ପ୍ରଶ୍ନ ଉଠଉଛନ୍ତି

ଜଣେ ବ୍ୟକ୍ତି ନିଜ ନାମ ଗୁପ୍ତ ରଖି କହିଲେ ଆଜି ଜଣେ ପେଟ୍ରୋଲ ନେଇ ଗଲା ଭଗବାନ ନକରନ୍ତୁ କୌଣସି ଖଲ ପ୍ରକୃତି ର ଲୋକ ମନ୍ଦ ଉଦ୍ୟଶ ରଖି ଯଦି କିଛି ବୋମା କି ଘାତକ ଜିନିଷ ନେଇ ଯାଇଥାନ୍ତା ତାହାଲେ ପୋଲିସ ଜାଣି ପାରିନଥାନ୍ତା ତେଣୁ ପୋଲିସ ବିଭାଗ କୁ ଅନୁରୋଧ କରି କହିଛନ୍ତି ଦୟାକରି ଆଗକୁ ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ଯାଞ୍ଚ ପକ୍ରିୟା ଲାଗୁ କରନ୍ତୁ । ସୂଚନା ଯୋଗ୍ୟ ବାଙ୍କୀ ରେ ପୋଲିସ ଓ ଯୋଗାଣ ବିଭାଗ ର ବିଭିନ୍ନ ପେଟ୍ରୋଲ ପମ୍ପ ରେ ଚଢ଼ାଉ ହେଉନଥିବାରୁ ବହୁ ପେଟ୍ରୋଲ ପମ୍ପ ରେ ଲୁଚାଛପା ପ୍ଲାଷ୍ଟିକ ବୋତଲ ରେ ପେଟ୍ରୋଲ ମିଳୁଛି ଯାହା ସାଙ୍ଘାତିକ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

April 30, 2026
ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version