ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପବିତ୍ର ଓଢଣ ଷଷ୍ଠୀ ତିଥିତିରେ ବୁଧବାର ବିରିଡି ବ୍ଲକ ଠିକାଦାର ମହାସଂଘର ସାଧାରଣ ବୈଠକ ଅଣଖିଆ ସ୍ଥିତ ରେନବୋ ଫାରମ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି l ଦେବୀ ପ୍ରାସାଦ ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା କର୍ମକର୍ତ୍ତା ଅରବିନ୍ଦ ହୋତା ଠିକାଦାର ମହାସଂଘ ବିଷୟରେ ଆଲୋଚନା କରିଥିଲେ l















