ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁଣ୍ଡଳୀ ଗ୍ରାମର ସମାସେବୀକା ତଥା ଧର୍ମପରାୟଣା ମହିଳା ନିର୍ମଳା ଜେନାଙ୍କ ତାଙ୍କ ବାସଭବନ ଠାରେ ୭୪ବର୍ଷ ବୟସରେ ପରଲୋକ ଘଟିଛି ।
ସେ ଜଣେ ବନ୍ଧୁବତ୍ସଳା ମେଳାପି ଓ ସମାଜସେବୀକା ଭାବେ ପରିଚିତ । ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷକୃତ ଗ୍ରାମ ଶ୍ମଶାନରେ ବଡପୁତ୍ର ପ୍ରଶାନ୍ତ ଜେନା ମୁଖାଗ୍ନି ପ୍ରଦାନ କରିଥିଲେ ।














