• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

“ଆଶା” ଅନୁଷ୍ଠାନର ବାର୍ଷିକୋତ୍ସବ ପାଳନ

Proprietor Abhimanyu Maharana by Proprietor Abhimanyu Maharana
November 13, 2025
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
“ଆଶା” ଅନୁଷ୍ଠାନର ବାର୍ଷିକୋତ୍ସବ ପାଳନ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର) ଭୁବନେଶ୍ୱର :-  ରାଜ୍ୟସ୍ତରୀୟ,ଏକ ଅଗ୍ରଣୀ ଜନକଲ୍ୟାଣ “ଆଶା ” ଅନୁଷ୍ଠାନର ଷଷ୍ଠ ବାର୍ଷିକୋତ୍ସବ ଭୁବନେଶ୍ବର ସ୍ଥିତ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥୀ ଭାବେ ଜଳ ସଂପଦ ବିଭାଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା , ମୁଖ୍ଯ ବକ୍ତା ଭାବେ ରାଜଧାନୀ କଲେଜର ସହକାରୀ ପ୍ରଫେସର ଅଧ୍ୟାପିକା ଗୀତାରାଣୀ ନାୟକ, ସମ୍ମାନୀତ ଅତିଥୀ ଭାବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବରିଷ୍ଠ ପ୍ରବନ୍ଧକ ଶ୍ରୀଯୁକ୍ତ ସନାତନ ଭୋଇ ଓ ସମ୍ମାନିତ ବକ୍ତା ଭାବେ ପ୍ରାକ୍ତନ ପୋଲିସ ଏସପି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଭୋଇ, ଯୋଗଦାନ କରିଥିଲେ।

ଅନୁଷ୍ଠାନର ସଭାପତି ଶ୍ରୀ ଅକ୍ଷୟ କୁମାର ଭୋଇ ଅତିଥୀମାନଙ୍କ ପରିଚୟ ପ୍ରଦାନ କରି ସଭା ପରିଚାଳନା କରିଥିଲେ। ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦଂକ ସହ ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ଭୋଇ ଡକ୍ଟର ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପ୍ରଦାନ କରିବା ସହିତ ଦିବଙ୍ଗତଂକ ଲାଗି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ଯ ଅତିଥୀ ଶ୍ରୀଯୁକ୍ତ ବେହେରା ତାଙ୍କ ଅଭିଭାଷଣରେ କହିଲେ ଯେ ପ୍ରତ୍ୟେକ କାର୍ଯ୍ଯ ମନୋନିବେଶ ହୋଇ କରି ପାରିଲେ ସଫଳତା ନିଶ୍ଚିତ ମିଳିଥାଏ।

ଅନେକ ସଫଳ ବ୍ୟକ୍ତିଙ୍କ ଉଦାହରଣ ପ୍ରଦାନ କରି ସଫଳତାର ଅସଲ ମାର୍ଗ ବଖାଣି ଥିଲେ। ସମାଜର ଅବହେଳିତ ଲୋକ ମାନଙ୍କ ଉପଯୁକ୍ତ ଶିକ୍ଷା ଓ ଆର୍ଥିକ ବିକାଶ ଲାଗି ସରକାର ବିଭିନ୍ନ ଯୋଜନାର କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିଥିଲେ ମଧ୍ଯ ତାହାର ସୁଫଳ ତଳ ସ୍ତରରେ ପହଞ୍ଚି ପାରୁ ନାହିଁ। ତେଣୁ ସଂଗଠନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଆଗକୁ ବଢ଼ାଇ ପାରିଲେ ସଫଳତାର ହାର ବୃଦ୍ଧି ପାଇ ପାରନ୍ତା ।

ମୁଖ୍ଯ ବକ୍ତା ଅଧ୍ୟାପିକା ନାୟକ ବକ୍ତବ୍ଯରେ କହିଲେ ଯେ, ” ଆଶା ” ସଂଗଠନ ସମାଜର ଅବହେଳିତ ବର୍ଗଙ୍କ ପାଇଁ ଆଶା ଓ ବିଶ୍ବାସର ବାର୍ତ୍ତ ଦେବା ସହ ଶିକ୍ଷାର ଯଥେଷ୍ଟ ଉନ୍ନତି ପାଇଁ ସାଂଗଠନିକ କର୍ମକର୍ତା ମାନଙ୍କୁ ଅଧିକ କାର୍ଯ୍ୟଦକ୍ଷ ହେବାକୁ ଅନୁରୋଧ କରିଥିଲେ। ସମ୍ମାନୀତ ଅତିଥୀ ଶ୍ରୀ ସନାତନ ଭୋଇ ନିଜ ଅଭିଭାଷଣରେ ପ୍ରକାଶ କଲେ ଯେ ଦଳିତ ଓ ଅବହେଳିତ ବର୍ଗଙ୍କ ଶିକ୍ଷା ତଥା ଆର୍ଥିକ ଉନ୍ନତି ପାଇଁ ସରକାର ବହୁବିଧ ଯୋଜନାମାନ ବ୍ୟାଙ୍କ ମାଧ୍ୟମରେ କରାଇଛନ୍ତି,

ସେ ସବୁ ଯୋଜନା ଗୁଡିକୁ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ବ୍ୟାଙ୍କ ସହିତ ଯୋଗାଯୋଗ କରି ଏହାର ସୁଫଳ ଉପଯୋଗ ନେବାକୁ ସେ ଅନୁରୋଧ କରିଥିଲେ। ସମ୍ମାନୀତ ବକ୍ତା ଶ୍ରୀ ପ୍ରଶାନ୍ତ କୁମାର ଭୋଇ ବକ୍ତବ୍ଯ ରଖିଲେ ଯେ ଶିକ୍ଷାର ଅଭାବରେ ମଣିଷ ପଙ୍ଗୁ ଓ ପରାଧୀନ ହୋଇ ଯାଏ। ନିଜର ଦାବି ଓ କର୍ମ ହାସଲ କରିବାରେ ଅସମର୍ଥ ହୋଇଥାଏ। ତେଣୁ ଶିକ୍ଷାର ବୃଦ୍ଧି ଘଟାଇବା ପାଇଁ ସାମାଜିକ ସଂଗଠନ ମାନଙ୍କର ବହୁତ ଭୂମିକା ଓ କର୍ତ୍ତବ୍ଯ ରହିଛି। ଏହି ସବୁ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସେ ସଂଗଠନର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଆହ୍ଵାନ ଦେଇଥିଲେ।

ଏହି ବାର୍ଷିକୋତ୍ସବରେ ସଂଗଠନର ବରିଷ୍ଠ ଉପଦେଷ୍ଟା ଶ୍ରୀ ନକୁଳ ଚରଣ ଦାସଙ୍କ ସମେତ କେଦାର ନାଥ ଭୋଇ, ନରେନ୍ଦ୍ର କୁମାର ଦାସ, ପ୍ରମୋଦ କୁମାର ଦାସ, ରମାନାଥ ବେହେରା, ଗୋପୀନାଥ ଦାସ, ପୀତବାସ ଭୋଇ, ଗନ୍ଧର୍ବ ଜେନା,କୈଳାସ ଚନ୍ଦ୍ର ଦାସ, ଡକ୍ଟର ଭାରତୀ ଦାସ , ଅସିମ ଦାସ, ଅସିମା ଦାସ, ଜୟସ୍ଵିନି ଦେଇ, ଗଣେଶ୍ୱର ଦାସ, ରସାନନ୍ଦ ଭୋଇ, ସୁଶାନ୍ତ କୁମାର ଦାସ, ମାନସୀ ନାୟକ, ମେନକା ଭୋଇ, ଅଳକାନନ୍ଦ ଦାସ, କବିତା ପାଣି, ଗୋଲେଖ କାଣ୍ଡି, ବି, ସ୍ମାରକୀ, ରବିନାରାୟଣ ଭୋଇ, ସୁମନ୍ତ କୁମାର ଭୋଇ, କେଦାର ନାଥ ଭୋଇ,

କେଦାର ନାଥ ଦାସ, ପ୍ରଦ୍ୟୁମ୍ନ ନାୟକ, ଦିଲ୍ଲୀପ କୁମାର ଦାସ, ଇନ୍ଦ୍ରମଣି କାଣ୍ଡୀ, ବିଶ୍ବରଂଜନ ଦାସ, କାର୍ତ୍ତିକ ଚନ୍ଦ୍ର ଭୋଇ, ଦିବାକର ଭୋଇ, ଅଜୟ କୁମାର ଭୋଇ, ମାଧବାନନ୍ଦ ବେଠିଆ, ବଳରାମ କାଣ୍ଡି ପ୍ରମୁଖ ଉପସ୍ଥିତ ରହି ଡ଼କ୍ଟର ବି, ଆର,ଆମ୍ବେଦକରଙ୍କର ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ବାମଦେବ ଦାସ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲାବେଳେ କୋଷାଧ୍ୟକ୍ଷ ଶ୍ରୀ ରବୀନ୍ଦ୍ର ନାଥ ଦାସ ଆୟ ବ୍ୟୟର ହିସାବ ପାଠ କରିଥିଲେ। ଏହି ସମାରୋହରେ ବହୁ ନିମନ୍ତ୍ରିତ ଅତିଥୀ ଓ ସାଧାରଣ ଜନତା ଯୋଗ ଦାନ କରିଥିଲେ। ଶେଷରେ ସଂଗଠନ ସଂପାଦକ ଶ୍ରୀ ଅବକାଶ ଭଟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ଭୋଜନର ଆୟୋଜନ କରାଯାଇଥିଲା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

June 18, 2026
ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ

ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version