No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ସ୍କିନ ଏବଂ ହେୟାର କ୍ଲିନିକ “ସ୍କିନ୍ ମେଡ” ଭୁବନେଶ୍ୱରର ପାତ୍ରପଡା ,କଳିଙ୍ଗ ବିହାର ଠାରେ ତା’ର ୭ମ ଶାଖାର ଶୁଭ ଉଦଘାଟନ କରିଛି। ଏହି ଶୁଭ ଉଦଘାଟନ ଉତ୍ସବରେ ସେଲିବ୍ରିଟି ଅତିଥି ଭାବେ ଓଲିଉଡ଼ ସିନେ ତାରକା ଶୀତଲ ପାତ୍ର ଏବଂ ସମ୍ମାନିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ – ଶ୍ରୀ ମନୋଜ ଲାଲାନି (ବିଏନଆଇ ଭୁବନେଶ୍ୱର),

ଶ୍ରୀ କେଭିଟି ରମେଶ ଏବଂ ଶ୍ରୀ ମିଧୁନ କୋମାନା (ବିଏନଆଇ ବିଶାଖାପାଟଣା) ଙ୍କ ସମେତ ମୋଡେଲ ଏବଂ ଇଂଫ୍ଲୁଏନ୍ସର ସିପ୍ରା ମହାନ୍ତି, ପ୍ରଯକ୍ତା ସାମନ୍ତ ଏବଂ ପ୍ରଜ୍ଞା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ଡାକ୍ତର ଶ୍ରୀତେଜା ଏବଂ ଡାକ୍ତର ଆଦିତ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ, ସ୍କିନ୍ ମେଡ “କଂଫିଡେନ୍ସ ଥ୍ରୋ କେୟାର ମିଶନ ଦ୍ୱାରା ପରିଚାଳିତ ।

ତାଙ୍କର ଲକ୍ଷ ହେଲା ସମସ୍ତଙ୍କ ପାଇଁ ଆଡ଼ଭାନ୍ସ ସ୍କିନ୍ ଏବଂ ହେୟାର୍ ଟ୍ରିଟମେଣ୍ଟ୍ଗୁଡ଼ିକୁ ସହଜ, ଶସ୍ତା ଏବଂ ପ୍ରଭାବଶାଳୀ କରିବା ,କେବଳ ସେଲିବ୍ରିଟିମାନଙ୍କ ପାଇଁ ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁମାନେ ନିଜ ସ୍କିନ୍ କୁ ନେଇ ଆତ୍ମବିଶ୍ୱାସ ଅନୁଭବ କରିବାକୁ ଚାହାନ୍ତି।.

କ୍ଲିନିକରେ ପ୍ରଦାନ କରାଯାଉଥିବା ସେବାଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ, ଆକ୍ନି କ୍ଲିଅର୍ ଥେରାପି, ହେୟାର ଗ୍ରୋଥ ଫ୍ୟାକ୍ଟର ଥେରାପି ଏବଂ ପିଆରପି, ଏକ୍ସୋସୋମ୍ସ ଆଣ୍ଡ ପିଡିଆରଏନ ଟ୍ରିଟମେଣ୍ଟ୍ସ, ଲେଜର ସ୍କିନ୍ ବ୍ରାଇଟନିଂ,ଡର୍ମା ଅକ୍ସିମିଷ୍ଟ ଆଇଭି ସ୍କିନ୍ ଗ୍ଲୋ ଡ୍ରିପ୍ସ, ବୋଟକ୍ସ ଆଣ୍ଡ ଫିଲର୍ସ, ହେୟାର ଟ୍ରାନ୍ସପ୍ଲାଣ୍ଟେସନ ଲେଜର ହେୟାର ରିଡକ୍ସନ ଇତ୍ୟାଦି l

ଉଦଘାଟନୀ ଉତ୍ସବର ଏକ ଅଂଶ ଭାବରେ, ସ୍କିନ୍ ମେଡ୍ ଭୁବନେଶ୍ୱର ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପରାମର୍ଶ ଏବଂ ଉପରେ ୫୦% ରିହାତି ପ୍ରଦାନ କରୁଛି। ତେଣୁ ଏହି କ୍ଲିନିକ ର ସୁବିଧା ଓ ସୁଯୋଗର ଲାଭ ନେବା ପାଇଁ ନିବେଦନ କରିଛନ୍ତି l

No Result
View All Result