No Result
View All Result
ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ଜିଲ୍ଲା ନିଆଳି ମାଟିର ଯୁବ ସମାଜ ସେବୀ ସନ୍ତୋଷ ମଲ୍ଲିକଙ୍କୁ ତାଙ୍କର ବିଭିନ୍ନ ସେବା ମୂଳକ କାର୍ଯ୍ୟ ପାଇଁ ଜାଗ୍ରତ ସ୍ୱେଚ୍ଛା ସେବୀ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜାଗ୍ରତ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ମଲ୍ଲିକଙ୍କୁ ପୁଷ୍ପ ଗୋଚ୍ଛ ଏବଂ ଜଗନ୍ନାଥ ଫୋଟୋ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ନିଆଳି ମାଟିର ପୁଅ ସନ୍ତୋଷ +୨ ସମୟ ରୁ ସମାଜସେବା କରି ଆସୁଛନ୍ତି । ସେ ଏତେ କମ୍ ବୟସରୁ ଲୋକ ମାନଙ୍କ ପାଇଁ ତାଙ୍କର ଉନ୍ନତ ଚିନ୍ତା ଧାରା ସେ କେତେ ବେଳେ ମନୁଷ୍ୟ ମାନଙ୍କ ସେବା ହେଉ କି ,ପଶୁପକ୍ଷୀ ସେବା ଆଉ କେତେ ବେଳେ ବୃକ୍ଷ ରୋପଣ କରି ସବୁ ବେଳେ ଚର୍ଚ୍ଚା ଥାଆନ୍ତି, ତାଙ୍କର ଏଭଳି କାର୍ଯ୍ୟ ଓଡ଼ିଶାର ଅଗଣିତ ସ୍ବେଚ୍ଛାସେବୀଙ୍କ ପାଇଁ ଉଦାହରଣ ପାଲଟଛନ୍ତି ।

No Result
View All Result