• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ସେପ୍ଟମ୍ବର ପହିଲାରୁ ଅଣ୍ଡାଦର ବୃଦ୍ଧି, ଚିନ୍ତାରେ ଅଙ୍ଗନୱାଡ଼ି କର୍ମୀ – ହିଞ୍ଜିଳିକାଟୁ

Proprietor Abhimanyu Maharana by Proprietor Abhimanyu Maharana
September 14, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ସେପ୍ଟମ୍ବର ପହିଲାରୁ ଅଣ୍ଡାଦର ବୃଦ୍ଧି, ଚିନ୍ତାରେ ଅଙ୍ଗନୱାଡ଼ି କର୍ମୀ – ହିଞ୍ଜିଳିକାଟୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୧୪ ସେପ୍ଟେମ୍ବର ସୋମବାର ) ହିଞ୍ଜିଳିକାଟୁ :- ପୃଷ୍ଟିକର ଯୋଜନାରେ ଗର୍ଭବତୀ, ପ୍ରସୂତି, ୬ମାସରୁ ୩ବର୍ଷ ବୟସ ଶିଶୁ ସମେତ ୩ବର୍ଷରୁ ୬ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାକ୍ ବିଦ୍ୟାଳୟ (ଅଙ୍ଗନୱାଡ଼ି) ଶିକ୍ଷାର୍ଥୀଙ୍କୁ ଅଣ୍ଡା ପ୍ରଦାନ କରାଯାଉଛି । ପ୍ରତ୍ୟେକ ୱାର୍ଡ଼ର ଅଙ୍ଗନୱାଡ଼ି କର୍ମୀ ମାନେ ବଜାରରୁ ଅଣ୍ଡା କିଣି ଯୋଗାଇ ଆସୁଛନ୍ତି । ଚଳିତ ସେପ୍ଟମ୍ବର ପହିଲାରୁ ଅଣ୍ଡା ଦରରେ ବୃଦ୍ଧି ଘଟିଛି । ଫାର୍ମରେ ଅଣ୍ଡା ପିଛା ଦର ୫ଟଙ୍କା ୯ପଇସା ରହିଛି । ବଜାର ଦର ଡ଼ଜନ ପିଛା ୭୦ ଟଙ୍କା ରହିଛି । ପ୍ରାକ୍ ଶିକ୍ଷାର୍ଥୀଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ ସକାଶେ ଦୈନିକ ୭ଟଙ୍କା ୭୦ ପଇସା ସରକାରଙ୍କ ପକ୍ଷରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଦାନ କରାଯାଉଛି । ସେଥିମଧ୍ୟରୁ କେବଳ ଗୋଟାଏ ଅଣ୍ଡା ପିଛା ପ୍ରାୟ ୫ ଟଙ୍କା ୮୦ପଇସା ଖର୍ଚ୍ଚ ହେଉଥିବା ବେଳେ ବଳକା ୧ଟଙ୍କା ୯୦ ପଇସାରେ ତେଲ, ଲୁଣ, ରାସନ, ଜଳଖିଆ ସାମଗ୍ରୀ ଅର୍ନ୍ତଭୁକ୍ତ ରହୁଥିବାରୁ ରୋଷେଇ କରି ପ୍ରଦାନ କରିବା ସମ୍ଭବପର ନୁହେଁ ବୋଲି ଅଙ୍ଗନୱାଡ଼ି କର୍ମୀ ମାନେ କହିଛନ୍ତି । କରୋନା ମହାମାରୀ ଓ ଲକଡ଼ାଉନ କଟକଣା ଯୋଗୁଁ ରାଜ୍ୟର ମ୍ସ୍‌ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ ରହିଛି ।

ରାଜ୍ୟ ସରକାର ପରିପୂରକ ପୃଷ୍ଟିକର ଯୋଜନାରେ ସମସ୍ତ ହିତାଧିକାରୀଙ୍କ ଘରେ ଅଣ୍ଡା ସମେତ ରାସନ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଲକଡ଼ାଉନ ସମୟରେ ଅଣ୍ଡା ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଅଣ୍ଡା ଯୋଗାଣର ସୁବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପାଇଲଟ ପ୍ରକଳ୍ପ ଭାବେ ସ୍ୱଂୟ ସହାୟିକା ଗୋଷ୍ଠୀକୁ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଣ୍ଡା ଯୋଗାଣ ସକାଶେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଅଣ୍ଡା ପିଛା ଦର ୪ଟଙ୍କା ୯୦ ପଇସା ହିସାବରେ ବର୍ଷତମାମ ଅଣ୍ଡା ଯୋଗାଣ କରିବାକୁ ନିର୍ଦ୍ଦେଶ ରହିଥିଲା । ରାଜ୍ୟ ସରକାରଙ୍‌କ ପକ୍ଷରୁ ପ୍ରତ୍ୟେକ ପ୍ରାକ୍‌ ଶିକ୍ଷାର୍ଥୀଙ୍କୁ ଦୈନିକ ୭ଟଙ୍କା ୭୦ ପଇସା ପ୍ରଦାନ କରାଯାଉଥିବା ବେଳେ ଅଣ୍ଡାକୁ ବାଦ୍ ଦେଲେ ବଳକା ୨ ଟଙ୍କା ୮୦ ପଇସାରେ ତେଲ, ଲୁଣ, ରାସନ, ଜଳଖିଆ ସାମଗ୍ରୀ ଅର୍ନ୍ତଭୁକ୍ତ ରହୁଥିବାରୁ ରୋଷେଇ କରି ପ୍ରଦାନ କରିବା ସମ୍ଭବପର ନୁହେଁ ବୋଲି ଅଙ୍ଗନୱାଡ଼ି କର୍ମୀ ମାନେ କହିବା ସହ ସମ୍ପୁର୍ଣ୍ଣ ଦାୟିତ୍ୱ ସ୍ୱଂୟ ସହାୟିକା ଗୋଷ୍ଠୀ କିମ୍ବା ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଦାନ କରାଯାଉ ଦାବି ଜଣାଇ ଆନ୍ଦୋଳନ କରିଥିଲେ । ପରିଶେଷରେ ସରକାର ସମସ୍ତ ଦାୟିତ୍ୱ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଦାନ କରିଥିଲେ ।

ସପ୍ତାହର ପ୍ରତି ସୋମବାର ଅଣ୍ଡା ପ୍ରଦାନ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ବର୍ତମାନ ସମୟରେ ଅଣ୍ଡା ଦର ଏତେ ପରିମାଣରେ ବୃଦ୍ଧି ପାଇଛି ଯେ, ଅଙ୍ଗନୱାଡ଼ି କର୍ମୀ ମାନେ ହିତାଧିକାରୀଙ୍କୁ କିଭଳି ଅଣ୍ଡା ଯୋଗାଇବେ, ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ଅନ୍ୟପକ୍ଷରେ କିଛି ଅଙ୍ଗନୱାଡ଼ି କେନ୍ଦ୍ରରେ ପ୍ରାକ୍ ଶିକ୍ଷାର୍ଥୀଙ୍କୁ ଆବଶ୍ୟକ ଅଣ୍ଡା ପ୍ରଦାନ କରାଯାଉନଥିବା ନେଇ ଅଭିଯୋଗ ଉଠିଛି । ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ବ୍ଳକରେ ୨୧ଟି ପଂଚାୟତରେ ୨୧୩ ଟି କେନ୍ଦ୍ରରେ ଓ ପୌରାଂଚଳର ୨୧ଟି ୱାର୍ଡ଼ରେ ୨୭ଟି କେନ୍ଦ୍ର ରହିଛି । ସ୍ଥାନୀୟ ବ୍ଳକ ଓ ପୌରାଂଚଳରେ ୧୬୧୩ ଜଣ ଗର୍ଭବତୀ, ୧୯୧୯ ପ୍ରସୂତୀ, ୬ମାସ ରୁ ୩ ବର୍ଷ ବୟସ ମଧ୍ୟରେ ୮୧୦୧ ଓ ୭୮୬୧ ପ୍ରାକ୍ ଶିକ୍ଷାର୍ଥୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଥିବା ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ଠାରୁ ସୂଚନା ମିଳିଛି । କିଛି ଅଙ୍ଗନୱାଡ଼ି କର୍ମୀଙ୍କୁ ଏ ନେଇ ପଚାରିବାରୁ କହିଛନ୍ତି ଅଣ୍ଡା ଦର ହ୍ରାସ ଥିବା ସମୟରେ କିଛି କହୁନାହୁଁ , ଦର ବୃଦ୍ଧି ଘଟିଲେ ପାଟି ଖୋଲିବା ଠିକ ନୁହେଁ ବୋଲି କହୁଥିବା ବେଳେ ଅନ୍ୟକିଛି ଅଙ୍ଗନୱାଡ଼ି କର୍ମୀ ଅଣ୍ଡା ଦର ବୃଦ୍ଧି ହୋଇଥିବାରୁ ବହୁତ ବାଧୁଛି ବୋଲି କହିଛନ୍ତି । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version