• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

Proprietor Abhimanyu Maharana by Proprietor Abhimanyu Maharana
October 9, 2025
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ଶୀଘ୍ର ଏବଂ ଦୃଶ୍ୟମାନ ବୟସ୍କ ତ୍ୱଚାର ଯଥାକ୍ରମେ ଶୀଘ୍ର ଓ ଆଗୁଆ ସଙ୍କେତଗୁଡିକ ପ୍ରତି ଦୃଷ୍ଟିଦେବାକୁ ଦୁଇଟି ପରବର୍ତ୍ତୀ ପିଢିର ସ୍କିନ୍‌କେୟାର ଉତ୍ପାଦ- ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ଡିଫାଇଙ୍ଗ ସେରମ୍‌ ଏବଂ ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ କରେକ୍ଟିଂ ସେରମ୍‌ ପ୍ରଚଳନ କରିଛି ।

ଏହି ଉନ୍ନତ ସେରମ୍‌ଗୁଡିକ ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ହାଇଡ୍ରେଟିଂ, ବାଲାନସିଂ ଓ ରିନିୱିଂ ଏବଂ ଫାର୍ମିଂ ବର୍ଗମାଳା ନେତୃତ୍ୱରେ ରହିଥିବା ମୂଳଦୁଆ ଉପରେ ପ୍ରସ୍ତୁତ କରାଯାଇଛି, ଯେଉଁଗୁଡିକ ବିଭିନ୍ନ ଜୀବନ ପର୍ଯ୍ୟାୟଗୁଡିକରେ ପରିବର୍ତ୍ତିତ ତ୍ୱଚାଯନô ଆବଶ୍ୟକତା ପୂରଣ କରିବାକୁ ଅତ୍ୟନ୍ତ ଚିନ୍ତାଶୀଳ ଭାବରେ ପ୍ରସ୍ତୁତ କରାଯାଇଛି । ଉଦ୍ଭିଦ ବିଜ୍ଞାନ କ୍ଷେତ୍ରରେ ନୁ୍ୟଟ୍ରିଲାଇଟ୍‌ର ୯୦ ବର୍ଷର ପରମ୍ପରା ସମର୍ଥନରେ ଏହି ସେରମ୍‌ଗୁଡିକ ତ୍ୱଚାରେ ମଜଭୁତପଣ, କୋମଳତା ଏବଂ ଦୃଢତା ଆଣିବା ଭଳି ଦୃଶ୍ୟମାନ ଫଳାଫଳ ପ୍ରଦାନ କରିବାକୁ ନୁ୍ୟଟ୍ରିଲାଇଟ ଦ୍ୱାରା ପ୍ରସ୍ତୁତ ଉପାଦାନଗୁଡିକରେ ପରିପୁଷ୍ଟ ହୋଇଛି, ଯାହା ଯୁବସୁଲଭ ଦେଖାଯାଉଥିବା ତ୍ୱଚା ନିମନ୍ତେ ପ୍ରକୃତି ଓ ବିଜ୍ଞାନର ଶକ୍ତିକୁ ଏକତ୍ର କରିଛି ।

ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ଡିଫାଇଙ୍ଗ ସେରମ୍‌ ବୟସ ବୃଦ୍ଧିର ଶୀଘ୍ର ଦୃଶ୍ୟମାନ ଚିହ୍ନ ବିପକ୍ଷରେ ତ୍ୱଚାକୁ ସମର୍ଥନ କରିବାରେ ସହାୟତା କରୁଥିବାବେଳେ ଆର୍ଟିଷ୍ଟ୍ରି ନୁ୍ୟଟ୍ରିସନ କରେକ୍ଟିଂ ସେରମ୍‌ ତ୍ୱଚାର ବୟସ ବୃଦ୍ଧିର ଅଧିକ ପରିଦୃଶ୍ୟତା ଏବଂ ଦୃଢତା ହାନି ପ୍ରତି ଦୃଷ୍ଟି ଦେବାରେ ସହାୟକ ହେଉଛି ।
ଏହାର ବଜାର ପ୍ରବେଶ ସମ୍ପର୍କରେ ପ୍ରକାଶ କରି ଶ୍ରୀ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଭାରତୀୟ ତ୍ୱଚା ଯନô ବଜାର ବର୍ଦ୍ଧିତ ଗ୍ରାହକ ସଚେତନତା, ବର୍ଦ୍ଧିତ ଖର୍ଚ୍ଚକାରୀ ଆୟ ଏବଂ ପ୍ରିମିୟମ୍‌ ଏବଂ ପ୍ରାକୃତିକ ଉତ୍ପାଦଗୁଡିକ ନିମନ୍ତେ ପସନ୍ଦ କାରଣରୁ ଉଲ୍ଲେଖନୀୟ ଅଭିବୃଦ୍ଧି ଲକ୍ଷ୍ୟ କରୁଛି ।

ବାସ୍ତବପକ୍ଷେ ବର୍ଦ୍ଧିତ ଜନସଂଖ୍ୟା ତ୍ୱଚାର ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି, ସହରାଞ୍ଚଳର ୭୦% ବାସିନ୍ଦା ତ୍ୱଚାଯନô ଜନିତ ଫାଇଦା ସମ୍ପର୍କରେ ଅଧିକ ସଚେତନ ଥିବା ପ୍ରକାଶ କରିଛନ୍ତି, ଯାହା ଅଧିକ ସୂଚିତ ଏବଂ ସଚେତନ ତ୍ୱଚାଯନô ପସନ୍ଦ ନିମନ୍ତେ ସ୍ଥାନାନ୍ତରଣକୁ ପ୍ରତିଫଳିତ କରୁଛି । ଏଥିସହିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୭୧% ଭାରତୀୟ ଉପଭୋକ୍ତା ଉଦ୍ଭିଦରୁ ସଂଗୃହୀତ ଉପାଦାନଗୁଡିକରେ ପ୍ରସ୍ତୁତ ତ୍ୱଚାଯନô ଉତ୍ପାଦଗୁଡିକ ପସନ୍ଦ କରୁଛନ୍ତି । ଏହା ଆମୱେ ଇଣ୍ଡିଆ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି, କାରଣ ଆମେ ଗଭୀର ଗବେଷଣା ଏବଂ ଅନ୍ତର୍ଦୃଷ୍ଟି ଜରିଆରେ ନିରନ୍ତର ଭାବରେ ଉପଭୋକ୍ତାଙ୍କର ପସନ୍ଦ ସମ୍ପର୍କରେ ଜାଣିବା ଏବଂ ସେଗୁଡିକ ବିଶ୍ଳେଷଣ କରୁଛୁ, ଯାହା ଆମକୁ ଉଦେ୍ଦଶ୍ୟ ଭିତ୍ତିକ ନବସବୃଜନ ନିମନ୍ତେ ସମର୍ଥ କରାଉଛି ।

ବିଜ୍ଞାନ ଓ ପ୍ରକୃତିର ସର୍ବୋତ୍ତମ ସମ୍ମିଶ୍ରଣରେ ଉଚ୍ଚ ପ୍ରଦର୍ଶନକାରୀ ତ୍ୱଚାଯନô ଉତ୍ପାଦଗୁଡିକ ଯୋଗାଇଦେବାକୁ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ ଏବଂ କରେକ୍ଟିଂ ସେରମ୍‌ର ବଜାର ପ୍ରବେଶ ଆମ ପ୍ରତିବଦ୍ଧତାର ନିଦର୍ଶନ ହୋଇଛି । ଆଧୁନିକ ଭାରତୀୟ ଉପଭୋକ୍ତାଙ୍କର ସଦା ପରିବର୍ତ୍ତନଶୀଳ ଆବଶ୍ୟକତା ପୂରଣ କରିବାକୁ ଆମେ ଏ କ୍ଷେତ୍ରରେ ଆଗରେ ରହିଥିବାବେଳେ ଉତ୍ପାଦରେ ନବସୃଜନ ଆମ ପାଇଁ ସର୍ବଦା ରଣକୋ÷ଶଳାତ୍ମକ ଅଗ୍ରାଧିକାର ବିଷୟ ହୋଇ ରହିବ ।” ଆମୱେ ଇଣ୍ଡିଆର ଚିଫ୍‌ ମାର୍କେଟିଂ ଅଫିସର ଅମ୍ରିତା ଆସ୍ରାନିଙ୍କ କହିବା ଅନୁଯାୟୀ, “ସାମ୍ପ୍ରତିକ ସମୟର ଉପଭୋକ୍ତାମାନେ ସେମାନଙ୍କର ଆତ୍ମବିଶ୍ୱାସ, ସଶକ୍ତିକରଣ ଏବଂ ଚିରନ୍ତନ ସୋ÷ନ୍ଦର୍ଯ୍ୟର ପରିବର୍ତ୍ତନଶୀଳ ମୂଲ୍ୟବୋଧ ସହିତ ମେଳ ଖାଉଥିବା ଗୁଣାତ୍ମକ ଉତ୍ପାଦଗୁଡିକ ଆବଶ୍ୟକ କରୁଛନ୍ତି । ଆମୱେ ଇଣ୍ଡିଆରେ ଆମେ ନୁ୍ୟଟ୍ରିଲାଇଟର ଉଦ୍ଭିଦ ବିଜ୍ଞାନରେ ୯୦ ବର୍ଷର ବିଦ୍ୱତା ଏବଂ ଆର୍ଟିଷ୍ଟ୍ରିର ଉନ୍ନତ ତ୍ୱଚା ବିଜ୍ଞାନରେ ୬୦ ବର୍ଷର ଅଭିଜ୍ଞତା ସମ୍ମିଶ୍ରଣରେ ଆମର ପରବର୍ତ୍ତୀ ପିଢିର ସ୍କିନ୍‌କେୟାର ବର୍ଗମାଳାରେ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ ଉନ୍ମୋଚନ କରି ଏହି ସ୍ଥାନାନ୍ତରଣକୁ ଆପଣାଇଛୁ ।

ସମ୍ପ୍ରତି ରହିଥିବା ହାଇଡ୍ରେଟିଂ, ବାଲାନ୍‌ସିଂ ଏବଂ ରିନିୱିଂ ଓ ଫାର୍ମିଂ ବର୍ଗମାଳା ଏକ ଲକ୍ଷ୍ୟଭିତ୍ତିକ ତ୍ୱଚା ଯନôକାରୀ କ୍ଷେତ୍ରର ଅତ୍ୟାବଶ୍ୟକ ମୂଳଭିତ୍ତି ହୋଇ ରହିଥିବାବେଳେ ନୂଆ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ ଡିଫାଇଙ୍ଗ ଆଣ୍ଡ୍‌ କରେକ୍ଟିଂ ସେରମ୍‌ର ପ୍ରଚଳନ ଏହି ଯାତ୍ରାରେ ଆଗକୁ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇଛି, କାରଣ ସେଗୁଡିକ ତ୍ୱଚାର ସମୁଦାୟ ଦୃଶ୍ୟମାନତାରେ ଉନ୍ନତି ଆଣିବାରେ ସହାୟତା କରିବାକୁ ଅତ୍ୟାବଶ୍ୟକ ‘ରିବିଲ୍‌ଡ’ ତ୍ୱଚା ପୋଷଣ ଆବଶ୍ୟକତା ପ୍ରତି ସମର୍ଥନ ଯେଗାଇଦେବା ସକାଶେ ଚିନ୍ତାଶୀଳ ଭାବରେ ଡିଜାଇନ କରାଯାଇଛି ।

୧୬ଟି ଉଦ୍ଭିଦ ନିର୍ଯ୍ୟାସ ଏବଂ ଉନ୍ନତ ତ୍ୱଚାଯନô ବିଜ୍ଞାନ ଉପଯୋଗରେ ଆମର ଡିଫାଇଙ୍ଗ ଓ କରେକ୍ଟିଂ ସେରମ୍‌ଗୁଡିକ ନିଦେ୍ର୍ଦଶାବଳୀ ମୁତାବକ ବ୍ୟବହାର କରାଗଲେ ତାହା ଦୃଶ୍ୟମାନ ଯୁବସୁଲଭତା, ଦୃଢ ଏବଂ ସୁସ୍ଥ ଦେଖାଯାଉଥିବା ତ୍ୱଚା ପ୍ରଦାନ କରିବା ନିମନ୍ତେ ଆମର ଲକ୍ଷ୍ୟଭିତ୍ତିକ ଫଳାଫଳ ଦେବାରେ ସହାୟତା କରିବ ।” “ଶରୀର ଭଳି ତ୍ୱଚା ମଧ୍ୟ ସୁସ୍ଥ ରହିବାକୁ ସଠିକ ପୋଷଣ ଆବଶ୍ୟକ କରେ ବୋଲି ରହିଥିବା ଦୃଢ ବିଶ୍ୱାସ ଆଧାରରେ ଏହି ଉତ୍ପାଦଗୁଡିକ ନୁ୍ୟଟ୍ରିଲାଇଟ ଅନୁମୋଦିତ ଫାର୍ମରୁ ସଂଗୃହୀତ ଉଦ୍ଭିଦର ନିର୍ଯର୍୍ୟାସକୁ ନେଇ ସର୍ବୋତ୍ତମ ମାନର ନିରାପତ୍ତା, ଶୁଦ୍ଧତା ଏବଂ ପ୍ରଭାବକାରୀ ଗୁଣ ପୂରଣ କରିବାକୁ ପ୍ରସ୍ତୁତ କରାଯାଇଛି ।

ନୂଆ ସେରମ୍‌ଗୁଡିକ ସାମ୍ପ୍ରତିକ ସମୟର ଦ୍ରୁତ ଧାବମାନ ଜୀବନଶୈଳୀ ସହିତ ସୁରୁଖୁରୁରେ ଖାପ ଖୁଆଇବାକୁ ପ୍ରସ୍ତୁତ ହୋଇଛି ଯାହା ପରବର୍ତ୍ତୀ ପିଢିର ତ୍ୱଚାଯନô ନିମନ୍ତେ ସାବଲୀଳ ଉପାୟ ହୋଁଇଛି । ଆମେ ଆମ ଗ୍ରାହକମାନଙ୍କର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତିତ ହେଉଥିବାବେଳେ ଯୁବସୁଲଭ ପରିଦୃଶ୍ୟ ହେଉଥିବା ତ୍ୱଚା ହାସଲ କରିବାକୁ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ତଥା ଦୀର୍ଘସ୍ଥାୟୀ ଔଜଲ୍ୟ ପ୍ରଦାନ କରିବା ପାଇଁ ଉଚ୍ଚ- ପ୍ରଦର୍ଶନକାରୀ ନବସୃଜନ ଯୋଗାଇଦେବାକୁ ଏକନିଷ୍ଠ ରହିଛୁ,” ବୋଲି ଅମ୍ରିତା କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

April 28, 2026
ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମସ୍ୟା ଦୂରୀକରଣ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ପତ୍ର

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମସ୍ୟା ଦୂରୀକରଣ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ପତ୍ର

April 28, 2026
ପୂଜ୍ୟପୂଜା କମିଟି ପକ୍ଷରୁ ମଧୁ ଜୟନ୍ତୀ ପାଳିତ

ପୂଜ୍ୟପୂଜା କମିଟି ପକ୍ଷରୁ ମଧୁ ଜୟନ୍ତୀ ପାଳିତ

April 28, 2026

Recent News

ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

April 28, 2026
ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମସ୍ୟା ଦୂରୀକରଣ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ପତ୍ର

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମସ୍ୟା ଦୂରୀକରଣ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ପତ୍ର

April 28, 2026
ପୂଜ୍ୟପୂଜା କମିଟି ପକ୍ଷରୁ ମଧୁ ଜୟନ୍ତୀ ପାଳିତ

ପୂଜ୍ୟପୂଜା କମିଟି ପକ୍ଷରୁ ମଧୁ ଜୟନ୍ତୀ ପାଳିତ

April 28, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

April 28, 2026
ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version