ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ର ମିଳିତ ସହଯୋଗ ରେ ଆୟୋଯିତ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଲାଲ ବା ହା ଦୂର shastree ଙ୍କ ଜୟନ୍ତୀ ସହିତ ସ୍ଵଚ୍ଛ ତା ଉତ୍ସବ ର ଆଜି udjapani ସମାରୋହ ଅନୁଷ୍ଠିତ ହୋଇଯାଇଛି. ପ୍ରାତଃ ୪.୩୦ ମିନିଟ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ତରଫରୁ ରାମଧୁନ ସଙ୍ଗୀତ ପରିବେଷଣ କରାଯାଇ ନୟାଗଡ଼ ସହର ପରିକ୍ରମା କରିଥିଲା ।

ସକାଳ ୮.୫୦ ମିନିଟ ସମୟରେ ତ୍ରିନାଥ ଛକରେ ଅବସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ସକାଳ ୯.୦୦ ଘଣ୍ଟା ସମୟରେ ପ୍ରାଣୀ ସାମନ୍ତ ଅଡିଟୋରିୟମରେ ଏକ ବୈଠକ ଅନୁଷ୍ଠିତ ସୋଇଥିଲା । ଏଥିରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇ. ଦେବାଶିଷ ପଟ୍ଟନାୟକ, ଅଧ୍ୟକ୍ଷା, ମୁନିସପାଲିଟି ନୟାଗଡ଼ ନିରୁପମା ଖଟେଇ ,ଏବଂଊପାଧ୍ୟକ୍ଷ
,ମୁନିସିପାଲିଟି ନୟାଗଡ଼ ଗୁରୁପ୍ରସାଦ ଜେନା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ , ସହିତ Councilor ମାନେ ଯୋଗ ଦେଇଥିଲେ. ବୈଠକ ର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇ ଥିଲା । ପରେ ପରେ ମହାତ୍ମାଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଫଟୋ ରେ ଅତିଥି ମାନେ ଷ୍ପସୁମନ ଅର୍ପଣ କରିଥିଲେ ।















