• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଟରଫ୍ଲାଇ କାର୍ନିଭାଲ ୨୦୨୫ରେ ଯୁବବର୍ଗଙ୍କ ଉଚ୍ଚକୋଟୀର କଳା ପ୍ରଦର୍ଶନ

Proprietor Abhimanyu Maharana by Proprietor Abhimanyu Maharana
September 30, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ବଟରଫ୍ଲାଇ କାର୍ନିଭାଲ ୨୦୨୫ରେ ଯୁବବର୍ଗଙ୍କ ଉଚ୍ଚକୋଟୀର କଳା ପ୍ରଦର୍ଶନ
Share on FacebookShare on TwitterWhatsapp

ମହିଳା ଏବଂ ଶିଶୁ ପ୍ରତିଭାଗୀଙ୍କ ପ୍ରଦର୍ଶନରେ ମଂଚ ଆଲୋକିତ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ତିତିଲି ହରାଇଜନ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏହାର ବାର୍ସିକ କାର୍ଯ୍ୟକ୍ରମ ସ୍ତାନିୟ ଭଞ୍ଜକଳା ମଣ୍ଡପ ଠାରେ ଛୋଟ ଛୋଟ ପିଲା ମାନଙ୍କର ଉଚ୍ଚକୋଟୀର କଳା ପ୍ରଦର୍ଶନ ସହ ସମ୍ପନ୍ନ ହୋଇଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପିଲା ଏବଂ ମହିଳାଙ୍କର ଏକ ଅବିସ୍ମରଣିୟ ଅଂଶ ଗ୍ରହଣ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।

ଯେଉଁମାନେ କଳା ଏବଂ କ୍ୱିଜରୁ ଆରମ୍ଭ କରି ଶାସ୍ତ୍ରୀୟ ନୃତ୍ୟ ଏବଂ ରାମ୍ପୱାକ୍ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏକାମ୍ର ଭୁବନେଶ୍ୱରର ମାନନୀୟ ବିଧାୟକ ଶ୍ରୀ ବାବୁ ସିଂହଙ୍କ ଉପସ୍ଥିତିରେ ଏହି କାର୍ନିଭାଲରେ ମୁୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରତିଭାଗି ମାନେ କିଡ୍ସ, ସବ-ଜୁନିୟର,

ଜୁନିୟର ଏବଂ ସିନିୟର୍ ଭଳି ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରି ସେମାନଙ୍କ କଳା ପ୍ରଦର୍ଶନ ସହ ରୋମାଂଚକର ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ପ୍ରଦର୍ଶନ କରିଥିଲେ । ଚିତ୍ରାଙ୍କନ, ହସ୍ତାକ୍ଷର, କ୍ୱିଜ୍‌, ଓଡ଼ିଶୀ ନୃତ୍ୟ, ରାମ୍ପ ୱାକ୍ ଏବଂ ଆଧୁନିକ ନୃତ୍ୟ (ଏକକ, ଯୁଗଳ ଏବଂ ଗୋଷ୍ଠୀ) ଭଳି ଇଭେଂଟ ଗୁଡିକରେ ଅଂଶଗ୍ରହଣ କାରୀମାନେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିଲେ, ଯେଉଁଥିରେ ପ୍ରତ୍ୟେକ ବର୍ଗ ସ୍ୱତନ୍ତ୍ର ପ୍ରତିଭା ଏବଂ ସୃଜନଶୀଳକୁ ପ୍ରଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଅତିଥି ଏବଂ ବିଚାରକମାନଙ୍କ ଏକ ବିଶିଷ୍ଟ ପ୍ୟାନେଲ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ, ଯେଉଁଥିରେ ସତ୍ୟବ୍ରତ ସାନୁ ରଥ (ସମ୍ପାଦକ, ମାଇ ସିଟି ଲିଙ୍କ୍ସ), ସତ୍ୟବ୍ରତ ତ୍ରିପାଠୀ (ଅଭିନେତା) ଏବଂ ଓଡ଼ିଶୀ ଗୁରୁ ବିଜୟ ଦାସ, କୋରିଓଗ୍ରାଫର୍ ଏମ୍‌.ଡି. ସାଫିଉଲ ହକ୍ ଏବଂ ଅମିତ କୁମାର ନାୟକ, ଏବଂ ଫ୍ୟାଶନ କୋରିଓଗ୍ରାଫର୍ ଜନ ଅଜୟ ଭଳି ବିଶେଷଜ୍ଞମାନେ ଉପସ୍ଥିତ ଥିଲେ, ଯେଉଁମାନେ ଅଂଶଗ୍ରହଣକାରୀମାନଙ୍କୁ ମୂଲ୍ୟବାନ ପରାମର୍ଶ ଏବଂ ଉତ୍ସାହ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟକୁ ନେଇ ତିତିଲି ହରାଇଜନ ପ୍ରାଇଭେଟ୍ ଲିମିଟେଡର ସ୍ଥାପକ, ଶ୍ରୀମତି ଅର୍ପିତା ନନ୍ଦ କହିଛନ୍ତି, “ବର୍ଷ ବର୍ଷ ଧରି, ବଟରଫ୍ଲାଇ କାର୍ନିଭାଲ ଓଡ଼ିଶାର ପିଲା ଏବଂ ମହିଳାଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ରହିଛି । ଏହି କାର୍ଯ୍ୟକ୍ରମ କେବଳ ଏକ ପ୍ଲାଟଫର୍ମ ନୁହେଁ; ଏହା ଏକ ପ୍ରୟାସ ଯାହା ସେମାନଙ୍କୁ ସେମାନଙ୍କର ସ୍ୱାଭାବିକ ପ୍ରତିଭାକୁ ପ୍ରଦର୍ଶନ ଏବଂ ଲାଳନପାଳନ କରିବାରେ ସାହାଯ୍ୟ କରେ ।

ଆତ୍ମବିଶ୍ୱାସ ଏବଂ ସାର୍ବଜନୀନ ଭାଷଣ ଦକ୍ଷତାକୁ ବୃଦ୍ଧିକରି ମାନସିକ ଶକ୍ତି ବିକାଶ କରିବା, ଏବଂ ପ୍ରତିଭାକୁ ଚିହ୍ନିବା ଏବଂ ପୁରସ୍କୃତ କରିବା ହେଉଛି ସର୍ବଦା ଆମର ଲକ୍ଷ୍ୟ ରହିଛି । ଏହି ପରମ୍ପରା ପାଇଁ ଆମେ ଗର୍ବିତ ଏବଂ ଆଗାମୀଦିନରେ ଆମେ ଏହି ସଶକ୍ତିକରଣ ଧାରାକୁ ଆହୁରି ଅଧିକ ଉତ୍ସାହର ସହିତ ଜାରି ରଖିବୁ । ” ୱାଓ ୱେଡିଂସ୍ ଆଣ୍ଡ ଓକେଜନ ପରିଚାଳନା ଏବଂ ସୁନ୍ଦର ଆୟୋଜନ ଅଂଶଗ୍ରହଣକାରୀ ଏବଂ ବିଚାରକଙ୍କଠାରୁ ଆରମ୍ଭକରି ସହାୟକ ପରିବାରବର୍ଗଙ୍କ ପାଇଁ ସମସ୍ତେ ପାଇଁ ଏକ ନିରବିଚ୍ଛିନ୍ନ ଏବଂ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିଲା ।

ତିତିଲି ହରାଇଜନ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଭୁବନେଶ୍ୱର ଆଧାରିତ ଏକ ସଂଗଠନ ଯାହା ପ୍ରଭାବଶାଳୀ କାର୍ଯ୍ୟକ୍ରମ ଏବଂ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ନିୟୋଜିତ, ଯାହା ସୃଜନଶୀଳତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରେ । ବଟରଫ୍ଲାଇ କାର୍ନିଭାଲ ଭଳି ଅଭିଯାନଗୁଡିକ ମାଧ୍ୟମରେ, ଏହି ସଂଗଠନ ରାଜ୍ୟର ଯୁବା ଏବଂ ମହିଳାଙ୍କୁ କଳା ପ୍ରଦର୍ଶନ ପାଇଁ ସୁୂଯୋଗ ପ୍ରଦାନ କରେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version