ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆକ୍ଟିଭା ସ୍କୁଟି ରେ ଗୋ ମାଂସ ଚାଲାଣ ବେଳେ 30 କେଜି ମାଂସ ସହ ଜଣେ ଚାଲାଣକାରି ଅଟକ, ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଗ୍ରାମରେ, ଆଜି ସକାଳ ସମୟରେ ସନ୍ଦେହ ରେ ଗ୍ରାମବାସୀ ଏକ ସ୍କୁଟି କୁ ଅଟକାଇ ଯାଞ୍ଚ କଲାବେଳେ ସେଥିରେ ଗୋ ମାଂସ ଥିବା ଦେଖିବାକୁ ପାଇଥିଲେ,















