No Result
View All Result
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଭାରତର ସବୁଠାରୁ ବଡ଼ ଗିଫ୍ଟଙ୍ଗ, ଫୁଲ ଓ କେକ୍ ବ୍ରାଣ୍ଡ୍ Ferns N Petals (FNP) ଏବେ ଭୁବନେଶ୍ୱରରେ ତାଙ୍କର ନୂତନ ଫ୍ରାଞ୍ଚାଇଜି “ରାଧେ ରାଧେ” ଆରମ୍ଭ କରିଛି । ଏହି ଦୋକାନ ପଟିଆ ଛକ ପ୍ୟାଣ୍ଟାଲୁନ୍ସ ବିଲିଂ, ଗ୍ରାଉଣ୍ଡ୍ ଫ୍ଲୋର, ରେ ଅବସ୍ଥିତ ଏବଂ ଶନିବାର ଦିନ ଗ୍ରାହକ, ସହଭାଗୀ ଓ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ଉଦ୍ଘାଟନ ହୋଇଥିଲା । ଭାରତରେ ୪୦୦ରୁ ଅଧିକ ଆଉପ୍ଲେଟ୍ ଓ ଆନ୍ତର୍ଜାତୀ FNP, ତରୋତାଜା ଫୁଲ୍, ଡିଜାଇନର୍ କେକ୍ ଓ ପ୍ରିମିୟମ୍ l
ଗିଫ୍ଟ ପାଇଁ ପରିଚିତ । ଆନ୍ତର୍ଜାତୀୟ ସ୍ତରରେ କାରୋବାର କରୁଥିବା FNP ତରୋତାଜା ଫୁଲ, ଡିଜାଇନର କେକ ଓ ପ୍ରିମିୟମ ଗିଫ୍ଟ ପାଇଁ ପରିଚିତ । ଭୁବନେଶ୍ବରର ଏହି ଫ୍ରାଞ୍ଚାଇଜିଟିକୁ ଶ୍ରୀ ନମନ ଅଗରୱାଲ କହିଲେ “ରାଧେ ରାଧେ ମାଧ୍ୟମରେ FNP -ଭୁବନେଶ୍ବରରେ ଆଣି ଆମେ ଖୁସି । ଏହା ଗ୍ରାହକଙ୍କ ପାଇଁ ପ୍ରତ୍ୟେକ ଅବସରରେ ବିଶ୍ୱସ୍ତରୀୟ ଫୁଲ୍, କେକ୍ ଓ ଉପହାର ପ୍ରଦାନ କରିବ ।”
ଉଦ୍ଘାଟନ ଅବସରରେ ପରିବାର ସଦସ୍ୟମାନେ କୌଶଲ୍ୟା ଦେବୀ ଅଗରୱାଲ, – ମନିଷା ଅଗରୱାଲ, ଅଜୟ ଅଗରୱାଲ, ମଞ୍ଜରୀ ଅଗରୱାଲ, ସଞ୍ଜୟ ଅଗରୱାଲ, ପୁଷ୍ପାଦେବୀ ଅଗରୱାଲ, ଅକ୍ଷତ ଅଗରୱାଲ, ଅଭୟ ଅଗରୱାଲ, ଅଂଶିକା ଅଗରୱାଲ ଉପସ୍ଥିତ ଥିଲେ I ସହିତ ତୁଷାର ଜେନ୍, ଦେବୀ ପ୍ରସନ୍ନ ପଣ୍ଡା,
ବିଶ୍ୱଶାନ୍ତି ତ୍ରିପାଠୀ ଓ ବିବେକ ସୁବୁଧଙ୍କ ପରି ସହଯୋଗୀମାନଙ୍କ ଉପସ୍ଥିତି ଅବସରକୁ ଅଧିକ ସ୍ମରଣୀୟ କରିଥିଲା I ଭୁବନେଶ୍ବରର ଲୋକମାନେ ଏବେ FNP ଙ୍କ ତରୋତାଜା ଫୁଲ୍, ପ୍ରିମିୟମ୍ କେକ୍ ଓ ବିଭିନ୍ନ ପଭୋଗ କରିପାରିବେ। ପ୍ରକାରର ଗିଫ୍ଟ ସେବା ଉପଭୋଗ କରିପାରିବେ।

No Result
View All Result