କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଜାତୀୟ ଗୁରୁ ଦିବସ ଅବସରରେ ଫୁଲନଖରା – ମାଧବ ନିଆଳି ୬୦ ନମ୍ୱର ଜାତୀୟ ରାଜପଥର ତ୍ରିନାଥ ବଜାର ସ୍ଥିତ “ଇଷ୍ଟ “ଶିକ୍ଷା ଅନୁଷ୍ଠାନ ପରିସରରେ ଶିକ୍ଷା ସମ୍ବଦିୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । Pioneer’s Institute of Innovtive Education (PITE) ଏବଂ

Estern Academy of Science And Technology (EAST) ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିକ୍ଷା ସମ୍ଭଦୀୟ ଏକ ଆଲୋଚନାରେ ୧୧ ଟି ଜିଲ୍ଲାର ବହୁ ଶିକ୍ଷାବିତମାନେ ଯୋଗ ଦାନ କରି ଏଥିରେ PITE ଶିକ୍ଷାନୁଷ୍ଠାନକୁ କିପରି ଆଗକୁ ନେଇ ଶିକ୍ଷା କ୍ଷେତ୍ରରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରୁପେ ପରିଣତ କିପରି କିପରି କରାଯାଇପାରିବ ତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।















