ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- W&CD ବିଭାଗର ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦଶ୍ୟl ଚନ୍ଦନା ଦାଶ ମାଡାମ ଙ୍କ ନୟାଗଡ ଜିଲ୍ଲା ର ବିଭିନ ଅନୁଷ୍ଠାନ ଯଥା- ଘୋଡ଼ିଆଳି AWC, ଉତ୍କଳ ବାଳାଶ୍ରମ ନୟାଗଡ ଶକ୍ତି ସଦନ ନୟାଗଡ, ନୟାଗଡ ସଦର ଶିଶୁ ବତ୍ସଳ ଥାନା ଏବଂ ଜନ ମିଲଟନ ଜିତେନ୍ଦ ଫାଉଣ୍ଡେସନ କୁ ଆକସ୍ମିକ ପରିଦର୍ଶନ ମଧ୍ୟ କରିଥିଲା l

ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧୁକାରୀ DSWO – ପୁଷ୍ପଲତା ପାତ୍ର, PO Cum PO- ଜୟଶ୍ରୀ ପ୍ରଧନ, DCPO – ସିବିୟାନ ପ୍ରଧନ, ଅନୁଷ୍ଠାନିକ ଯତ୍ନ ଅଧିକାରୀ( POIC ) – ଶ୍ରୀ ସତ୍ୟ ରଞ୍ଜନ ଦାଶ,CDPO ନୟାଗଡ- ସୌଦାମିନୀ ପଣ୍ଡା, DC of DHEW ନୟାଗଡ – ସୌମ୍ୟ ରଞ୍ଜନ ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l














