ଆଇପିଏସ୍ ଅଫିସର ଭିନିତ ଅଗ୍ରୱାଲ ଗତକାଲି କଟକ ଗ୍ରାମାଞ୍ଚଳ ଏସପି କାର୍ଯ୍ୟାଳୟରେ ପହଞ୍ଚି ପୂର୍ବରୁ ଥିବା ଆଇପିଏସ୍ ଅଫିସର ପ୍ରତିକ୍ ସିଂ ଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରି ଛନ୍ତି । ପ୍ରତିକ ସିଂ ଶ୍ରା ଅଗ୍ରୱାଲ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ ।
ଗ୍ରାମାଞ୍ଚଳ ଏସପି କାର୍ଯ୍ୟାଳୟର କିଛି କର୍ମଚାରୀ ନୂତନ ଏସପି ଭିନିତ ଅଗ୍ରୱାଲ ଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱ।ଗତ କରିଥିଲା ବେଳେ ପ୍ରତିକ ସିଂ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ।

© 2023 Odisha Taza News.