କ୍ରେଡିଟ୍ କୋଅପରେଟିଭ୍ ସଭାପତି ସମରେନ୍ଦ୍ର ମହାପାତ୍ର, ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ, ଯୁଗଳ କିଶୋର ଭୂତ, ଶ୍ରୀନିବାସ ବେହେରା, ଅକ୍ଷୟ କୁମାର ସାମଲ, ରାଜେନ୍ଦ୍ର ମହାପାତ୍ର, କୌଶିକ ନାୟକ, ଚକ୍ରଧର ପଣ୍ଡା, ସାମ୍ବାଦିକ ବିଭୂପ୍ରସାଦ ସାମଲ, ଲିଙ୍ଗରାଜ ରାଉତ, ଅଜୟ କୁମାର ସ୍ୱାଇଁ ଓ ଲଲାଟେନ୍ଦୁ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

© 2023 Odisha Taza News.