ଏହି ସିବିରରେ Prof Dr. Bhuban mohan das, Prof Manoranjan dash, prof. Dr. Jyotirmaya Nayak, Prof. Dr Jayanta Kumar Panda. Dr. Smita Mohapatra . Dr. Chinmaya Pradhan , Dr Bikash Kumar Panda. ସମସ୍ତେ ଉପସ୍ଥିତ ଥିଲେ,
ଏହି ରକ୍ତ ଦାନ ଶିବିର ରେ 90ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା, ଏହି ଶିବିର ତି ବହୁତ୍ ସଫଳତା ସହିତ ଅନୁଷ୍ଠିତ କରି ଥିବାରୁ PG students union ତରଫ ରୁ ସମସ୍ତ କାର୍ଯ୍ୟ କର୍ତ୍ତା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇ ଛନ୍ତି l


© 2023 Odisha Taza News.