ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାସ୍ତାରେ ଜଳିଗଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସହ ସହାୟକ ଓ ଇଏମଟି।ଘଟଣାଟି ଘଟିଛି ନାଚୁଣୀ ଥାନା ଦେଉଗାଁ ରାସ୍ତାରେ। ଗମ୍ଭାରୀମୁଣ୍ଡା ପି.ଏଚ.ସିରୁ ବାହାରି ରୋଗୀନେବା ପାଇଁ ରାତି ପ୍ରାୟ 3ଟାରେ ପଲଟଣ ପଡିଆ ଆସିଥିବା ବେଳେ ରାସ୍ତାରେ ଖବର ପାଇଥିଲେ

ରୋଗୀ ର ମୃତ୍ୟୁ ହୋଇଛି।ତେଣୁ ଅଧା ରାସ୍ତାରୁ ଆମ୍ବୁଲାନ୍ସ ଗମ୍ଭାରୀମୁଣ୍ଡା ଫେରୁଥିବା ବେଳେ ହଠାତ ଆମ୍ବୁଲାନ୍ସରୁ ପୋଡା ଗନ୍ଧ ଆସିଥିଲା l ଡ୍ରାଇଭର ଓ ଅନ୍ୟମାନେ ବାହାରକୁ ଆସି ନିଆଁ ଲିଭାଇବା ନିମନ୍ତେ ଚେଷ୍ଟା କରିବାସହ ଅଗ୍ନୀ ଶ୍ରମ ବିଭାଗକୁ ଖବର ଦେଇଥିଲେ l  ନିଆଁର ପ୍ରଭାବ ଏତେ ତୀବ୍ର ଥିଲାଯେ ଆମ୍ବୁଲାନ୍ସ ଟି ବ୍ଲାଷ୍ଟ ହୋଇ ଖଣ୍ଡ ବିଖଣ୍ଡିତ ଲୂହା ଖଣ୍ଡାମାନ ପ୍ରାୟ ଦେଢ଼ଶହ ରୁ ଦୁଇଶହ ଫୁଟରେ ଛିଟିକି ପଡିଛି l ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛ।