• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ଦେଇଥିବା ପିଅନକୁ ପୋଲିସ ବେଲବଣ୍ଡରେ ଛାଡିଲେ

Proprietor Abhimanyu Maharana by Proprietor Abhimanyu Maharana
August 5, 2025
in ଓଡ଼ିଶା, ଗଜପତି, ହୋମ୍
0
ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ଦେଇଥିବା ପିଅନକୁ ପୋଲିସ ବେଲବଣ୍ଡରେ ଛାଡିଲେ
Share on FacebookShare on TwitterWhatsapp

 ଆର,ଉଦୟଗିରି  :-  ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣେ ଯନ୍ତ୍ରୀଙ୍କୁ ପିଇବା ପାଣି ବଦଳରେ ପରିସ୍ରା ଦେଇଥିବା ପିଅନକୁ ପୋଲିସ ନଂ 41 ବେଲବଣ୍ଡରେ ଆଜି ଛାଡି ଦେଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରା.ଉଦୟଗିରି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ କନିଷ୍ଠଯନ୍ତ୍ରୀ ସଚିନ କୁମାର ଗୌଡ଼ ଏଭଳି ସଂଗିନ୍ ଅଭିଯୋଗ ଆଣିଛନ୍ତି ନୂଆ ଚାକିରି ପାଇ ଗତ ୧୮ତାରିଖରେ ରା,ଉଦୟଗିରିରେ ଆରଡବ୍ଲୁଏସ୍ଏସ୍ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟରେ ସଚିନ ଯୋଗ ଦେଇଥିଲେ ।

ଗତ ୨୩ ତାରିଖ ରାତିରେ ଖାଇ ସାରିବା ପରେ କାର୍ଯ୍ୟାଳୟର ପିଅନ ଶିବାଙ୍କୁ ପାଣି ଆଣିବାକୁ କହିଥିଲେ ତାଙ୍କ କ୍ୱାର୍ଟର୍ସରୁ ଶିବା ଏକ ଫ୍ଲାସ୍‌ରେ ପାଣି ଆଣି ଦେଇଥିଲେ । ସେଥିରୁ ଟିକେ ପିଇବା ପରେ ଖରାପ ସ୍ବାଦ ଯୋଗୁଁ ସଚିନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ସେହି ପାଣିକୁ ସେ ଏକ ସ୍ୱଚ୍ଛ ବୋତଲରେ ଢାଳିଥିଲେ। ପାଣିର ପ୍ରକୃତ ରଙ୍ଗ ବଦଳରେ ପରିସ୍ରା ରଙ୍ଗ ଭଳି ଦେଖାଯାଇଥିଲା। ନିଶ୍ଚିତ ହେବା ପାଇଁ ଏହି ପାଣିକୁ ଅନ୍ୟ ଦୁଇଜଣ ସହକର୍ମୀଙ୍କୁ ଶୁଙ୍ଘିବାକୁ କହିଥିଲେ. ସେମାନେ ମଧ୍ୟ ସେହି ଏକା ସନ୍ଦେହ ପ୍ରକାଶ କରିଥିଲେ. ସବଡିଭିଜନ ଜଳ ଓ ପରିମଳ କାର୍ଯ୍ୟାଳୟରେ ଲ୍ୟାବ୍‌ ଆସିଷ୍ଟାଣ୍ଟଙ୍କ ଦ୍ବାରା ପରୀକ୍ଷା କରାଇଥିଲେ। ରିପୋର୍ଟରେ ଆମୋନିଆ ମାତ୍ରା ଅଧିକ ଥିଲା,

ଯାହା ପରିସ୍ରାରେ ରହୁଥିବା ଆମୋନିଆ ମାତ୍ରା ସହ ସମାନ ପାଣିର ଲ୍ୟାବ୍‌ ପରୀକ୍ଷା ରିପୋର୍ଟ ଆସିବା ପରେ ସେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ସହ ଏଭଳି କିଏ କାହିଁକି କରିବ ବୋଲି ବିସ୍ମିତ ହୋଇଥିଲେ। ଏନେଇ ଗତ ୨୭ ତାରିଖରେ ଭୁବନେଶ୍ଵର ମୁଖ୍ୟଯନ୍ତ୍ରୀ (ଜଳ ଓ ପରିମଳ), ୨୫ ତାରିଖରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ସର୍ଜଲ ଅଫିସ ବ୍ରହ୍ମପୁର), ୨୫ତାରିଖରେ ନିର୍ବାହୀଯନ୍ତ୍ରୀ ଡିଭିଜନ ଅଫିସ, ପାରଳାଖେମୁଣ୍ଡି) ଙ୍କୁ ଲିଖିତ ଅଭିଯୋଗ କରିବା ସହ ପ୍ରକୃତ ତଥ୍ୟ ଉନ୍ମୋଚନ ଓ ନ୍ୟାୟ ପାଇଁ ନିବେଦନ କରିଥିଲେ ।

ଡିଭିଜନ୍ ଅଫିସ୍‌କୁ ସେହି ପାଣିର ନମୁନା ସହ ପରୀକ୍ଷା ରିପୋର୍ଟ ମଧ୍ୟ ପଠାଇଥିଲେ । ତେବେ ଉଚ୍ଚପଦସ୍ତ ଅଧିକାରୀଙ୍କ ଠାରୁ ସହଯୋଗ ନପାଇ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ଜାତୀୟ ମାନବାଧିକାର କମିସନ ଓ ରା.ଉଦୟଗିରି ଥାନାରେ ସମସ୍ତ ତଥ୍ୟ ଓ ପରୀକ୍ଷା ରିପୋର୍ଟ କପି ସହିତ ଅନ୍‌ଲାଇନରେ ଅଭିଯୋଗ ଦାଖଲ କରିଥିଲେ. ରା.ଉଦୟଗିରି ପୁଲିସ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏସଡିଓଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଡାକି ପଚରାଉଚରା କରିଛନ୍ତି। ଏହି ଘଟଣାରେ ପାଣି ଆଣିଥିବା ପିଅନକୁ ମଧ୍ୟ ପୋଲିସ ତଦନ୍ତ କରିବା ପରେ 41 ନଂ ବେଲବଣ୍ଡରେ ଛାଡି ଦେଇଥିବା ସୂଚନା ମିଳିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଗୋଷାଣୀ ବ୍ଲକ ଗୁରାଣ୍ଡି ଠାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), – ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ କିଷାନ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

September 28, 2026
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

September 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗୋଷାଣୀ ବ୍ଲକ ଗୁରାଣ୍ଡି ଠାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), – ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ କିଷାନ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

September 28, 2026
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version