No Result
View All Result
ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ଥାନୀୟ ଶିବ ମନ୍ଦିରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆନୁକୂଲ୍ୟରେ ଜନ ଗଣନା ସଚେତନତା ଅଭିଯାନ ସାମୁହିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଖଣ୍ଡ ସଂଯୋଜକ ବାବୁଲା ସେଠି ଙ୍କ ସଂଯୋଜନା ରେ ଆୟୋଜିତ ବୈଠକ ରେ ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ସାମାଜିକ ସମରସତା ପ୍ରମୁଖ ତରଣୀ ସେନ ଦାସ, ବନବlସି କଲ୍ୟାଣ ଆଶ୍ରମ ପୂର୍ବତନ ରାଜ୍ୟ ସଭାପତି ରାଘବ ନାୟକ,
ବନବାସୀ କଲ୍ୟାଣ ଆଶ୍ରମ ପ୍ରାନ୍ତ ଉପ ସଭାପତି ତଥା ଜିଲ୍ଲା ସଂଯୋଜକ କବିରାଜ ମଲିକ, ସମାଜସେବୀ ଭିକାରି ଚରଣ ବେହେରା, କୁଇ ସମାଜ ସଂସ୍କାର ସଭାପତି ନାରଦ ମଲିକ, ଆରଏସଏସ ସହ ଜିଲ୍ଲା ଶାରୀରିକ ପ୍ରମୁଖ ଚୈତନ୍ୟ ମଲିକ, ଖଣ୍ଡ ବୌଦ୍ଧିକ ପ୍ରମୁଖ ବାଳକୃଷ୍ଣ ମଲିକ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କାମଦେବ ବଡ଼ନାୟକ, ପୂର୍ବତନ ସାଧାରଣ ସମ୍ପାଦକ ରମା ରମଣ କାର୍ଜି,ସରପଞ୍ଚ ବୃନ୍ଦାବନ ପାଇକ,
ଛବିପ୍ରିୟ ପାଣିଗ୍ରାହୀ, ତ୍ରିନାଥ ନାୟକ, ରବୀନ୍ଦ୍ର ମଲିକ, ଦିବାକର ପ୍ରଧାନୀ, ଧର୍ମେନ୍ଦ୍ର ମଲିକ, କୁଳ ଚନ୍ଦ୍ର ମଲିକ, ବାଜି ରଇତ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l ଏହି ବୈଠକ ରେ ଆଗାମୀ ଜନ ଗଣନା ପାଇଁ ଜନ ଜାଗରଣ ଉପରେ ଆଲୋଚନା କରାଯିବା ସହ ଯୋଜନା ପ୍ରସ୍ତୁତ କରାଯାଇଛି l ବୈଠକରେ ପି. ଶ୍ରୀନିବାସ ରାଓ, ମନୋଜ ସାହୁ ଓ ଅଂଶୁମାନ ପଣ୍ଡା ସହଯୋଗ କରିଛନ୍ତି l

No Result
View All Result