ଏହି କାର୍ଯ୍ୟକ୍ରମ ରେ ବନାଂଚଳ ଅଧିକାରୀ ସଂସାର ବର୍ଗୀଆ ଯୋଗ ଦେଇଥିବା ବେଳେ, ବନପାଳ ରାଜ୍ କୁମାର ସତପଥି , ଦୀପ୍ତିରଂଜନ ଆଚାର୍ଯ୍ୟ, ଅଜୟ କୁମାର ସ୍ବାଇଁ ,ପୁଷ୍ପଲତା ପ୍ରଧାନ , ବନରକ୍ଷୀ ମଧୁସ୍ମିତା ନାୟକ ,
ରୀନା ନାୟକ ପ୍ରଧାନ ଶିକ୍ଷକ ବିଦ୍ୟାଧର ମଲିକ ଓ ସହକାରୀ ଶିକ୍ଷକ ଲିଂଗରାଜ ପାଣି କଂ ପ୍ରତ୍ୟକ୍ଷ ତତ୍ବାବଧାନରେ ୪୦ ଗୋଟି ବୃକ୍ଷ ରୋପଣ ହୋଇଥିଲା । ଏଥିରେ ସମେତ ବୁଗୁଡା ଫରେଷ୍ଟ ସେକସନ୍ ର ସମସ୍ତ, ଓ୍ବାଚର୍ , ଶୀକାର ନିରୋଧି ବନ କର୍ମଚାରୀ ମାନେ ସହଯୋଗ କରିଥିଲେ ।

© 2023 Odisha Taza News.