No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- କାର୍ଯ୍ୟକ୍ରମ ଆରମ୍ଭ ରେ ଏସ. ଜି, ଫାଉଣ୍ଡେସନ ର କର୍ମୀ ଆଶୁତୋଷ ଶତପଥି ସମସ୍ତ ଙ୍କୁ ସ୍ୱାଗତ ଜଣାଇ ଥିଲେ ଏବଂ ଏହି ତାଲିମ ର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ସମ୍ୟକ ଧାରଣା ଦେଇଥିଲେ. ଏହି ତାଲିମ ରେ ପି. ଡି. ମୃତିକା ସଂରକ୍ଷଣ ଏବଂ ଜଳ ବିଭାଜିକା,
ଓଡଗାଁ ବ୍ଲକ ରିୱାର୍ଡ ପ୍ରୋଜେକ୍ଟ ପି. ଆଇ. ଏ. ମଧୁସ୍ମିତା ବେହେରା, ଦଶପଲ୍ଲା ପି. ଆଇ. ଏ. ସୋମ୍ୟ ରଞ୍ଜନ ଶତପଥୀ ଏବଂ ରିୱାର୍ଡ ପ୍ରୋଜେକ୍ଟ ର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ. ତାଲିମ ଦାତା ସୁବାଷ ପାଣି ଏବଂ ଏସ. ଜି. ଫାଉଣ୍ଡେସନ କର୍ମୀ ଜୋତିସ୍ମିତା ଦଳବେହେରା ଏହି ତାଲିମ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

No Result
View All Result