• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା : ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

Proprietor Abhimanyu Maharana by Proprietor Abhimanyu Maharana
June 20, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Amway India strengthens its immunity portfolio; launches Nutrilite Triple Protect
Share on FacebookShare on TwitterWhatsapp

ପ୍ରଚଳନ କଲା ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା : ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ- ଏକ ବୈଜ୍ଞାନିକ ଉପାୟରେ ବିକଶିତ, ଉଦ୍ଭିଦ-ଭିତିକ ଫର୍ମୁଲା ଯାହା ଆସେରୋଲା ଚେରୀ, ହଳଦି ଏବଂ ଲାଇକୋରାଇସ୍ ଭଳି ତିନିଟି ଶକ୍ତିଶାଳୀ ପ୍ରାକୃତିକ ଉପାଦାନରୁ ରୋଗ ପ୍ରତିରୋଧ ଶକ୍ତି, ତ୍ୱଚା ସ୍ୱାସ୍ଥ୍ୟ ଏବଂ ଅନ୍ତଃନଳୀ ସନ୍ତୁଳନକୁ ସମର୍ଥନ କରିବା ନିମନ୍ତେ ପ୍ରସ୍ତୁତ କରାଯାଇଛି l 

ନୂଆଦିଲ୍ଲୀ  (ଓଡ଼ିଶା ତାଜା ନ୍ୟୁଜ୍) :- ବର୍ଦ୍ଧିତ ଜୀବନଶୈଳୀ ଜନିତ ରୋଗ ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହିତ ଭାରତ ସକାରାତ୍ମକ ସ୍ୱାସ୍ଥ୍ୟସେବା ପ୍ରତି ଏକ ସ୍ପଷ୍ଟ ସ୍ଥାନାନ୍ତରଣ ଲକ୍ଷ୍ୟ କରୁଛି । ଗ୍ରାହକଙ୍କର ପରିବର୍ତିତ ଆବଶ୍ୟକତା ସହିତ ତାଳଦେଇ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟ ପ୍ରଚଳନ ସହିତ ତାହାର ପୁଷ୍ଟିସାଧନ ବର୍ଗକୁ ସୁଦୃଢ କରିଛି । ବୈଜ୍ଞାନିକ ସମ୍ମତ ଉପାୟରେ ପ୍ରସ୍ତୁତ, ଉଦ୍ଭିଦ-ଭିତିକ ଏବଂ ଆସେରୋଲା ଚେରୀ, ହଳଦି ଓ ଲାଇକୋରାଇସ୍ ଆଦିର ପ୍ରାକୃତିକ ସାମର୍ଥ୍ୟରେ ସଶକ୍ତ ପରିପୂରକ ହୋଇଛି । ଏହି ଶକ୍ତିଶାଳୀ ଫର୍ମୁଲେସନରେ ଏଭଳି ପୋଷକଗୁଡିକ ରହିଛି ଯାହା ରୋଗ ପ୍ରତିରୋଧ, ପ୍ରଦାହ ହ୍ରାସ କରିବା ଏବଂ ଅନ୍ତଃନଳୀ, ତ୍ୱଚା ଓ ରୋଗ ପ୍ରତିରୋଧ ସ୍ୱାସ୍ଥ୍ୟ ପାଇଁ ମଜଭୁତ ଆଂଟିଅକ୍ସିଡାଂଟ ସୁରକ୍ଷା ଯୋଗାଇବା ଭଳି ଟ୍ରିପଲ-ଆକ୍ସନ ଫାଇଦା ଯୋଗାଇ ଦେଉଛି ।
ଏହାର ଶୁଭାରମ୍ଭ ଅବସରରେ ମତ ଦେଇ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ନିମ୍ନ ପୋଷଣ ରାଷ୍ଟ୍ରର ଅର୍ଦ୍ଧାଧିକ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ଜାରି ରହିଥିବାବେଳେ ସାମଗ୍ରିକ କଲ୍ୟାଣ ନିମନ୍ତେ ସ୍ୱଚ୍ଛ, ଉଦ୍ଭିଦ-ଭିତିକ ସମାଧାନଗୁଡିକ କେବେହେଲେ ସେଭଳି ଗୁରୁତ୍ୱ ଲାଭ କରିନାହିଁ । ସମ୍ପ୍ରତି ଉପଭୋକ୍ତାମାନେ ସ୍ୱାସ୍ଥ୍ୟକୁ ଯେଭଳି ଗୁରୁତ୍ୱ ଦେଉଛନ୍ତି, ତାହା ପୂର୍ବରୁ କେବେ ହୋଇନଥିଲା, ଏବଂ ୫୨% ରୋଗ ପ୍ରତିରୋଧ କ୍ଷମତାକୁ ସେମାନେ ପରିପୂରକରେ ଚାହୁଁଥିବା ଶୀର୍ଷ ଫାଇଦା ଭାବରେ ଚାହୁଁଛନ୍ତି, ଯାହା ପୂର୍ଣ୍ଣାଙ୍ଗ କଲ୍ୟାଣ ସୁପାରିଶଗୁଡିକ ନିମନ୍ତେ ବର୍ଦ୍ଧିତ ଚାହିଦା ସମ୍ପର୍କରେ ଉଲ୍ଲେଖ କରୁଛି । ଉପଭୋକ୍ତାଙ୍କ ଆବଶ୍ୟକତା ଏବଂ ଉତ୍ପାଦ ନବସୃଜନ ପାଇପଲାଇନକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆମର ରଣକୋ÷ଶଳାତ୍ମକ ବ୍ୟବସାୟିକ ଅଗ୍ରାଧିକାରତାକୁ ଦୃଷ୍ଟିରେ ରଖି ଆମେ ଆମର ଅଧୁନାତମ ନବସୃଜନ- ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟ ବାଇ ଆମୱେ ପ୍ରଚଳନ କରି ଆନନ୍ଦ ଅନୁଭବ କରୁଛୁ ।

ଏହା ଏହି ଧରଣର ଅନ୍ୟତମ ଫର୍ମୁଲେସନ ଯାହା ରୋଗ ପ୍ରତରୋଧ ଶକ୍ତି, ଅନ୍ତଃନଳୀ ଏବଂ ତ୍ୱଚାକୁ ସମର୍ଥନ କରୁଥିବା ବିଜ୍ଞାନ ସମର୍ଥିତ ଉପାଦାନଗୁଡିକୁ ଏକତ୍ରିତ କରୁଛି- କଲ୍ୟାଣ ପ୍ରତି ସକାରାତ୍ମକ ଏବଂ ପୂର୍ଣ୍ଣାଙ୍ଗ ଆଭିମୁଖ୍ୟ ଗ୍ରହଣ କରିବାକୁ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରୁଛି । ସ୍ୱାସ୍ଥ୍ୟ-ପ୍ରଥମ ଆଭିମୁଖ୍ୟ ସହିତ ଆମୱେରେ ଆମେ ଜନସାଧାରଣ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣର ନିୟନ୍ତ୍ରଣ ନିଜେ କରିବା ନିମନ୍ତେ ସେମାନଙ୍କୁ ସଶକ୍ତ କରିବା ଏବଂ କେବଳ ଦୀର୍ଘ ଜୀବନ ନୁହେଁ, ବରଂ ସ୍ୱାସ୍ଥ୍ୟକର ଜୀବନ ବଂଚିବା ନିମନ୍ତେ ସେମାନଙ୍କର ସ୍ୱାସ୍ଥ୍ୟ ଅବଧିରେ ବୃଦ୍ଧି ଘଙ୍କାଇବା ଉପରେ ଦୃଷ୍ଟିନିବଦ୍ଧ କରିବାକୁ ପ୍ରତିବଦ୍ଧ ରହିଛୁ ।”
ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟରେ ଦୀର୍ଘସ୍ଥାୟୀ, ଉଦ୍ଭିଦ-ଭିତିକ, ଏବଂ ପ୍ରମାଣ- ସମର୍ଥିତ ପୋଷଣର ଦର୍ଶନ ରହିଛି । ପ୍ରତ୍ୟେକ ଥର ପରିବେଷଣ ଭିଟାମିନ ‘ସି’ର ସୁପାରିଶ କରାଯାଉଥିବା ଦୈନିକ ପରିମାଣ (ଆରଡିଏ) ପ୍ରଦାନ କରିଥାଏ, ଯାହା ରୋଗ ପ୍ରତିରୋଧକାରୀ ସ୍ୱାସ୍ଥ୍ୟ ନିମନ୍ତେ ସମର୍ଥନକୁ ସୁନିଶ୍ଚିତ କରୁଛି ।

ଏହି ଫର୍ମୁଲେସନରେ ଆସିରୋଲା ଚେରୀର ନିଷ୍କର୍ସ ରହିଛି- ଯାହା ନିରନ୍ତର ଭାବରେ ଉବାଜରା, ବ୍ରାଜିଲରେ ପ୍ରମାଣିକୃତ ଅର୍ଗାନିକ ଫାର୍ମଗୁଡିକୁ ସଂଗ୍ରହ କରାଯାଇଛି- ଯେଉଁଥିରେ ଅଁଳା ତୁଳନାରେ ପ୍ରାୟ ସାତଗୁଣ ଅଧିକ ଭିଟାମିନ ‘ସି’ ରହିଛି । ଏଥିରେ ମଧ୍ୟ ୪୦ ମିଲିଗ୍ରାମ ହଳଦି ନିଷ୍କର୍ସ (କଂଚା ହଳଦୀର ୫୦ଗୁଣ ତତୁଲ୍ୟ) ଏବଂ ୧୬୭ ମିଲିଗ୍ରାମ ଲାଇକୋରାଇସ ନିଷ୍କର୍ସ (କଂଚା ଲାଇକୋରାଇସର ୬ଗୁଣ ତତୁଲ୍ୟ) ସାମିଲ ରହିଛି, ଉଭୟ ପ୍ରମାଣିକୃତ ଅର୍ଗାନିକ ଫାର୍ମଗୁଡିକରୁ ସଂଗ୍ରହ କରାଯାଉଛି, ଏବଂ ଏହି ଉତ୍ପାଦର ଶକ୍ତିଶାଳୀ ପ୍ରଦାହ ନିରୋଧୀ ଏବଂ ଆଂଟିଅକ୍ସିଡାଂଟ ଫାଇଦା କ୍ଷେତ୍ରରେ ଅବଦାନ ରଖୁଛି । କୋ÷ଣସି କୃତ୍ରିମ ରଙ୍ଗ, ସ୍ୱାଦ ଅଥବା ପ୍ରିଜରଭେଟିଭ ବିନା ଅତ୍ୟନ୍ତ ଚିନ୍ତନଶୀଳ ଭାବରେ ପ୍ରସ୍ତୁତ ଏହି ମିଶ୍ରିତ ଫର୍ମୁଲେସନରେ ରୋଗ ପ୍ରତିରୋଧ, ଅନ୍ତଃନଳୀ ଏବଂ ତ୍ୱଚା ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ଉପାଦାନଗୁଡିକ ରହିଛି ।

ଏହି ଶକ୍ତିଶାଳୀ ଫର୍ମୁଲେସନ ସମ୍ପର୍କରେ ପ୍ରକାଶ କରି ଅମି୍ରତା ଆସ୍ରାନି, ଚିଫ ମାର୍କେଟିଂ ଅଫିସର, ଆମୱେ ଇଣ୍ଡିଆ କହିଥିଲେ, “ପୂର୍ଣ୍ଣାଙ୍ଗ କଲ୍ୟାଣକୁ ଆଗେଇ ନେବା ସକାଶେ ଆମୱେ ଇଣ୍ଡିଆର ପ୍ରଚଳିତ ପ୍ରତିବଦ୍ଧତାର ଏକ ନିଦର୍ଶନ ହୋଇଛି ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟ । ଆସିରୋଲା ଚେରୀ, ହଳଦି ଏବଂ ଲାଇକୋରାଇସରେ ଭରପୂର ଏହି ଶକ୍ତିଶାଳୀ ତିନିଟି ଉପାଦାନରେ ଥିବା ପୋଷଣ ସାମଗ୍ରିକ ସ୍ୱାସ୍ଥ୍ୟକୁ ସମର୍ଥନ କରିବାକୁ ଏକତ୍ରିତ ହୋଇଛି । ସମ୍ମୁଖ ଭାଗରେ ଜଣେ ସୈନିକ ଭାବରେର ରହିଛି ଆସିରୋଲା ଚେରି, ଯଯାହା ରୋଗ ପ୍ରତରୋଧ ବ୍ୟବସ୍ଥାକୁ ସମର୍ଥନ କରୁଥିବା ଆସକରବିକ ଏସିଡ ଓ ଭିଟାମିନ ‘ସି’ର ଅନ୍ୟତମ ଉତ୍ସ ଅଟେ । ପରବର୍ତୀ ସ୍ଥାନରେ ରହିଛି ଲାଇକୋରାଇସ, ଏକ ଶାନ୍ତି ସ୍ଥାପନକାରୀ ଭାବରେ ଲାଇକୋରାଇସ ପ୍ରଦାହ ନିରୋଧ ଏବଂ ଆଂଟିଅକ୍ସିଡାଂଟ ଗୁଣଗୁଡିକ ପ୍ରଦର୍ଶିତ କରୁଛି ଯାହା ଶରୀରର ମୋଟାମୋଟି ପ୍ରତିରକ୍ଷା ବ୍ୟବସ୍ଥାକୁ ସମର୍ଥନ କରିପାରେ ।

ପରିଶେଷରେ ହଳଦି ସୁରକ୍ଷା ପ୍ରଦାନକାରୀର ଭୂମିକା ନେଉଛି, ଯାହା ମୁକ୍ତ ରାଡିକାଲଗୁଡିକୁ ନିଷ୍କ୍ରିୟ କରିବା ଏବଂ ଆଂଟିଅକ୍ସିଡାଂଟ ଫାଇଦା ଯୋଗାଇ ଦେଉଛି । ସମ୍ମିଳିତ ଭାବରେ ଏହି ଉପାଦାନଗୁଡିକ ଏକ ଟ୍ରିପଲ-ଆକ୍ସ୍ନ ସୂତ୍ର ପ୍ରସ୍ତୁତ କରୁଛି ଯାହା ସମ୍ମଳିତ ଭାବରେ ସମୁଦାୟ କଲ୍ୟାଣକୁ ପ୍ରୋତ୍ସହିତ କରିବା ନିମନ୍ତେ ରୋଗ ପ୍ରତିରୋଧକୁ ସମର୍ଥନ କରିବା, ପ୍ରଦାହ ହ୍ରାସ ଏବଂ ଆଂଟିଅକ୍ସିଡାଂଟ ଫାଇଦା ଯୋଗାଇ ଦେଉଛି ।” ନୁ୍ୟଟ୍ରିଲାଇଟ ଟ୍ରିପଲ ପ୍ରୋଟେକ୍ଟ ସହିତ ଆମୱେ ଇଣ୍ଡିଆ ନିୟୁତ ନିୟୁତ ଲୋକ ଯେଭଳି କଲ୍ୟାଣକୁ ସେମାନଙ୍କ ଜୀବନର ଏକ ମାର୍ଗ ଭାବରେ ଆପଣେଇବେ ସେଥିରେ ସେମାନଙ୍କୁ ସହାୟତା କରିବାକୁ ନିଜର ପ୍ରତିବଦ୍ଧତା ପୁନଃମଜଭୁତ କରୁଛି । ପୁଷ୍ଟିସାଧନରେ ୯୦ ବର୍ଷର ବୈଶ୍ୱିକ ଅଭିଜ୍ଞତା ରଖିଥିବା ନୁ୍ୟଟ୍ରିଲାଇଟ ନିରନ୍ତର ଭାବରେ ଅଗ୍ରଣୀ ସ୍ଥାନ ଅଧିକାର କରିଆସୁଛି ଏବଂ ଏହା ଦୀର୍ଘସ୍ଥାୟିତା, ବିଜ୍ଞାନଭିତିକ ନବସୃଜନ ଉପରେ ଗୁରୁତ୍ୱ ଦେବା ସହିତ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟଯନô ପ୍ରତି ପ୍ରତିବଦ୍ଧତା ରଖୁଛି । ନୁ୍ୟଟ୍ରିଲାଇଟର ବିହନ-ରୁ-ପରିପୂରକ ଦର୍ଶନ, ପ୍ରଚଳିତ ଆର ଆଣ୍ଡ ଡି ନିବେଶ ଏବଂ ସାଲିସବିହୀନ ଗୁଣାତ୍ମକ ମାନ ଏକ ସ୍ୱାସ୍ଥ୍ୟକର ଭବିଷ୍ୟତକୁ ସମର୍ଥନ କରୁଥିବା ନିରାପଦ, ଶୁଦ୍ଧ ଏବଂ ପ୍ରଭାବୀ ଉପାଦାନ ଥିବା ବିଶ୍ୱ ମାନର ଗୁଣାତ୍ମକ ଉତ୍ପାଦଗୁଡିକ ଯୋଗାଇ ଦେବା ସୁନିଶ୍ଚିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

June 17, 2026
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 17, 2026
ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା

ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ନେଇ ସାଇକେଲ ରାଲି ଗ୍ରାମ ପରିକ୍ରମା କଲା

June 17, 2026
ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ

ପ୍ରସ୍ତାବରେ ଅଟକିଛି ରାଉତପଡା-ଡିମିରିଆ ମହାନଦୀ ବ୍ୟାରେଜ ଅନୁଦାନ ମିଳିଛି, କ୍ୟାବିନେଟ ମଂଜୁରୀକୁ ଅପେକ୍ଷା : ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ୧୫ ଜଣିଆ ଟିମ୍‍ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ

June 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ

June 17, 2026
ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version