• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭ ବିକଶିତ ଭାରତ ପାଇଁ ଵିକଶିତ ଓଡିଶା ପରାମର୍ଶ କର୍ମଶାଳା

Proprietor Abhimanyu Maharana by Proprietor Abhimanyu Maharana
June 17, 2025
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭ ବିକଶିତ ଭାରତ ପାଇଁ ଵିକଶିତ ଓଡିଶା ପରାମର୍ଶ କର୍ମଶାଳା
Share on FacebookShare on TwitterWhatsapp

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ସୄଜନ ସମ୍ମିଳନୀ କକ୍ଷରେ ଦିବା ଘ.୧୧.୩୦ମି. ସମୟରେ ମାନ୍ୟବର ପ୍ରଭାରୀ ମନ୍ତ୍ରୀ, ନୟାଗଡ଼ ଜିଲ୍ଲା ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ, ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ବାଗତ ଭାଷଣ ରଖିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୪୭ସୁଦ୍ଧା ଏକ ବିକଶିତ ଭାରତ ପାଇଁ ସ୍ବପ୍ନ ରଖିଛନ୍ତି ।

ସେଥିପାଇଁ ଆମ ରାଜ୍ୟ ଓଡିଶାକୁ ୨୦୩୬ସୁଦ୍ଧା ଏକ ବିକଶିତ ରାଜ୍ୟ ଭାବେ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ହେବ । ସେଥିପାଇଁ ସମସ୍ତଙ୍କ ସହଯୋଗ ଦରକାର । ଯେ ପର୍ଯ୍ୟନ୍ତ ଜିଲ୍ଲାର ବିକାଶ ହୋଇପାରିନାହିଁ ସେ ପର୍ଯ୍ୟନ୍ତ ବିକଶିତ ଓଡ଼ିଶାର ସ୍ବପ୍ନ ସାକାର ହୋଇପାରିବ ନାହିଁ । ନୟାଗଡ଼ ଜିଲ୍ଲାକୁ ଏକ ବିକଶିତ ଜିଲ୍ଲା କରିବାକୁ ଆଜିର ଏକ ଦିନିକିଆ କାର୍ଯ୍ୟକ୍ରମ । ନୟାଗଡ଼ ଜିଲ୍ଲା ବିକାଶର ସଂକଳ୍ପ ତିନୋଟି ପିଲାର ଉପରେ ପର୍ଯ୍ୟବେସିତ ।

୧.wellnes ସ୍ବାସ୍ଥ୍ୟ
2.Prosperity ସମୃଦ୍ଧି
3.Inclusiveness
ସମଗ୍ର ବିକାଶ ।

ସେହିପରି ମାନ୍ୟବର ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ନୟାଗଡ଼ର ସମୄଦ୍ଧ ଐତିହ୍ୟ ଏବଂ ଏହାର ସମସ୍ୟା ସମାଧାନ ଉପରେ କହିଲେ ଏବଂ ଏହାର ଉନ୍ନତି ହେଲେ ନୟାଗଡ଼ ଜିଲ୍ଲା ଏକ ସମୄଦ୍ଧ ଜିଲ୍ଲା ହୋଇପାରିବ । ଶୀତଳ ଭଣ୍ଡାର, ସର୍କିଟ ହାଉସ, ସେତୁ, ବନ୍ଧ, ପର୍ଯ୍ୟଟନ ସ୍ଥଳୀ ଉପରେ ଗୁରୁତ୍ୱ ରଖିଥିଲେ । ଏହାପରେ ସମ୍ମାନୀୟ ଅଧ୍ୟକ୍ଷ ଜିଲ୍ଲା ପରିଷଦ ଇଂ. ଦେବାଶିଷ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ, ଆମ ଜିଲ୍ଲା ପୂର୍ବ ବର୍ଷ ତୁଳନାରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ଉନ୍ନତ ହୋଇପାରିଛି । ଇଚ୍ଛା ଥିଲେ, ସ୍ବପ୍ନ ଦେଖିଲେ ଜିଲ୍ଲାର ବିକାଶ ଆଗକୁ ହୋଇପାରିବ । କାମ କରିବା ପାଇଁ ଇଚ୍ଛା ଶକ୍ତି ହେଉଛି ଆଗକୁ ବଢ଼ିବା ପାଇଁ ପ୍ରେରଣା ।

ଏହାପରେ ମାନ୍ୟବର ବାଚସ୍ପତି, ଓଡିଶା ବିଧାନସଭା ସୁରମା ପାଢ଼ୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରାଜ୍ୟ ସରକାର ସ୍ବପ୍ନ ସାକାର କରିବା ପାଇଁ ଅନେକ key note ଦେଇଛନ୍ତି । ଵିକାଶର କିଛି ଦଳ ନାହିଁ । ଜିଲ୍ଲାର ବିକାଶ ପାଇଁ ଗୁରୁତ୍ୱ ଦେବା,ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦି ଵିଭିନ୍ନ କ୍ଷେତ୍ରରେ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ । ଆଜିର ଵୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ,ଏସ୍ ସୁଶ୍ରୀ , ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଲଗ୍ଜଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ, ରୋଜିନା ଦାସ,ଉପଜିଲ୍ଲାପାଳ, କର୍ଣ୍ଣଦେବ ସମାଦାର ଉପନିର୍ଦ୍ଦେଶକ ଯୋଜନା, ଯୋଗ ଦେଇଥିଲେ ।

ଏହି ପରାମର୍ଶ ମେଳାର ଆଲୋଚନା ଚକ୍ର ରେ ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ ନୟାଗଡ଼ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ କହିଥିଲେ , ଏ ବର୍ଷ ନୟାଗଡ଼ ଜିଲ୍ଲାରେ ହାଇସ୍କୁଲ ପରିକ୍ଷାରେ ୯୦ ପ୍ରତିଶତ ରୁ ଉର୍ଦ୍ଧ୍ବ ନମ୍ବର ରଖି A1 ରେ ଯେତିକି ପାସ୍ କରିଛନ୍ତି ଚେଷ୍ଟା ଜାରି ରହିବ ସବୁ ରାଙ୍କ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କର ଉନ୍ନତି କରିବାକୁ । କଲେକ୍ଟର ସାର ଙ୍କ ନିର୍ଦ୍ଦେଶନାରେ ଦିପା କାର୍ଯ୍ୟକ୍ରମରେ ଡିଜିଟାଲ ଶିକ୍ଷା ଦିଆଯିବା Artificial intelligence କାର୍ଯ୍ୟକ୍ରମ ହାତକୁ ନିଆଯିବା ଏବଂ career counseling ପାଇଁ ଦଶମ ପାସ୍ ପରେ ଵିଜ୍ଞ ଲୋକମାନଙ୍କ ମାଧ୍ୟମରେ ପିଲାମାନଙ୍କୁ ଜଣାଇବା ପାଇଁ ଜାରି ରଖିବୁ । ଘରକୁ ଘର ଯାଇ ପାଠ ଛାଡିଥିଵା ପିଲାମାନଙ୍କୁ ବିଦ୍ୟାଳୟକୁ ଆଣିବା । ଏବଂ ୧୮ ବର୍ଷ ରୁ ୩୫ ବର୍ଷ ମଧ୍ୟରେ ରହିଥିବା ଲୋକଙ୍କୁ ଶିକ୍ଷା ଦେବା ପାଇଁ ଚେଷ୍ଟା ଜାରି ରହିବ ।

ସେହିପରି ଦକ୍ଷତା ଉପରେ ଡଃ ଦିଲିପ କୁମାର ମିଶ୍ର ,ଏଚ୍.ଓ.ଡି , ନୟାଗଡ଼ ଅଟୋନମସ କଲେଜ ଶିକ୍ଷା ର ବିକାଶ ରେ ଏବଂ ଡଃ ଆଶୁତୋଷ ମିଶ୍ର ଛେନାପୋଡ କୁ ଜି.ଆଇ ଟାଗ ମିଳିବାକୁ ଅନୁରୋଧ ରଖିଥିଲେ । ନୟାଗଡ଼ ରେ ଜୋତା ତିଆରି କାରଖାନା ,ମହମ , ଝୁଣା ତିଆରି କାରଖାନା ସହ ନୟାଗଡ଼ କୁ ମାଲବାହୀ ଟ୍ରେନ ଚାଲିବା ପାଇଁ ଅନୁରୋଧ ରଖିଥିଲେ ସେହିପରି ଲିଗ୍ ବ୍ୟାଙ୍କ ର ଅଣୁ, କ୍ଷୁଦ୍ର ଯୋଜନା ରେ ସହାୟତା ବିଷୟରେ ତଥ୍ୟ ଦେଇଥିଲେ । ସୁନାଖଳା ର ଟ୍ରେଡର ଧାନ ମିଲ ର ସଂଖ୍ୟା କମିଯିବା ର କାରଣ ବିଷୟରେ କହିଥିଲେ ଏବଂ ଏହାର ପ୍ରତିକାର କରାଗଲେ ନୟାଗଡ଼ ଜିଲ୍ଲାର ବିକାଶ ହେବ ବୋଲି କହିଥିଲେ । ସେହିପରି ଉଦ୍ୟୋଗୀ ଆଗ୍ରୋ ଇଣ୍ଡିଷ୍ଟ୍ରି,ଇକୋ ଟୃରିଜିମ ର ଉନ୍ନତି କରାଗଲେ ଆମ ଜିଲ୍ଲା ର ଉନ୍ନତି ହେବ ।

ଧାନ ମିଲ୍ ରେ କାମ କରିବାକୁ ସ୍ଥାନୀୟ ଲୋକମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ଆମ ନୟାଗଡ଼ ର ଉନ୍ନତି ହେବ । ସେହିପରି ନୟାଗଡ ର ବିକାଶ କ୍ଷେତ୍ରରେ ଏନ୍ ଜି ଓ , କ୍ଲବ, ସହରାଞ୍ଚଳ ଏବଂ ଗ୍ରାମ ପଞ୍ଚାୟତର ‌ ଅଧ୍ୟକ୍ଷ ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମତାମତ ରଖିଥିବା ରୁ ମାନ୍ୟବର ମନ୍ତ୍ରୀ ଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ସରକାରଙ୍କ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ନୟାଗଡ଼ ଜିଲ୍ଲାର ସମସ୍ୟା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚେଇ ନୟାଗଡ଼ ଜିଲ୍ଲାର ବିକାଶ ଦିଗରେ ଚେଷ୍ଟା ଜାରି ରଖିବାକୁ କହିଥିଲେ । ଏହି କର୍ମଶାଳାରେ ବିଭିନ୍ନ ବିଭାଗିୟ ଅଧିକାରୀ, ଅଧିକାରୀ, ଉଦ୍ୟୋଗୀ, ଏନ୍. ଜି ଓ , ଅଧ୍ୟାପକ, ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version